ବନ୍ଧୁଗଣ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ଅନେକ ପ୍ରକାରର ଉପାୟମାନ କୁହାଯାଇଛି । ଯାହାର ପାଳନ କରିଲେ ମଣିଷ ଜୀବନ ସୁଖମୟ ଓ ଆନନ୍ଦମୟ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ଅବିଷୟରେ କହିବାକୁ ଯାଉଛୁ । ୧- ଭଗବାନ ବା ମଣିଷ କାହାରିକୁ ଗୋଟେ ହାତ ତେ ନମସ୍କାର କରିବା ଉଚିତ ନୁହେଁ । ଯଦି ବାଇକ ବା ସାଇକେଲ ଚଲାଉଛନ୍ତି ତେବେ ଭଗବାନ ଙ୍କ ଆଡକୁ ମୁଖ କରି ମୁଣ୍ଡ ତଳକୁ କରି ଦିଅନ୍ତୁ ।
୨- ନାରୀ ମାନେ ସ୍ନାନ କରିବା ପରେ ଆଙ୍ଗୁଳି ରେ ସିନ୍ଦୁର ପିନ୍ଧନ୍ତୁ ନାହି । କେବଳ ରୂପା କଣ୍ଟା ବା ଝିଙ୍କ କାଠି ରେ ସିନ୍ଦୁର ପିନ୍ଧନ୍ତୁ । ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ପାଇଁ ଏହା ମଙ୍ଗଳ ଅଟେ ।
୩- ପିତୃ ପୁରୁଷ ଙ୍କ ଫୋଟୋ ଦକ୍ଷିଣ ଦିଗର କାନ୍ଥ ରେ ନ ଲଗାଇ ଉତ୍ତର ଦିଗର କାନ୍ଥରେ ଲଗାନ୍ତୁ । ଉତ୍ତର ଦିଗ ରେ କାନ୍ଥ ଫୋଟୋ ଲାଗିଲେ ଦକ୍ଷିଣ ଦିଗକୁ ରହିବା । ଏଥିରେ ଘରର ସର୍ବ ମଙ୍ଗଳ ହୋଇଥାଏ ।
୪- ଘର ର ଦକ୍ଷିଣ କାନ୍ଥରେ ଘଣ୍ଟା ରଖନ୍ତୁ ନାହି । ଅଚଳ ଘଣ୍ଟା ଘରେ ରଖନ୍ତୁ ନାହି । ଘଣ୍ଟାର ସମୟ ସର୍ବଦା ଆଗକୁ ରଖନ୍ତୁ ।
୫- ଘରେ ଥିବା ଗଡରେଜ ର ମୁଖ ଦକ୍ଷିଣ ଦିଗରେ ରଖନ୍ତୁ ନାହି । ଯଦି ଏପରି ହୁଏ ତେବେ ସବୁବେଳେ ଘରେ କାହାର ନା କାହାର ଦେହ ଅସୁସ୍ଥ ରହିବ ।
୬- ଗୃହରେ ଥିବା ଝାଡୁ ରେ କେବେ ବି ଗୋଡ ଲାଗିବେ ନାହି । ଘରେ ଘରକୁ ଝାଡୁ ଟି କିଣିକି ଆଣୁଛନ୍ତି ତେବେ ଶନିବାର ଦିନ ଆଣନ୍ତୁ ନାହି । ଘରର ପଶ୍ଚିମ ଦିଗରେ ଝାଡୁ ରଖିଲେ ଏହା ଅଶୁଭଫଳ ପ୍ରଦାନ କରିଥାଏ ।
୭- ସୁନା କୁ କେବେ ବି ବାମ ହାତରେ ବାନ୍ଧିବେ ନାହି । ସୁନାକୁ ନାଲି ବା ହଳଦିଆ କନା ରେ ଗୁଡାଇ ରଖିଲେ ଏହା ଶୁଭ ଫଳ ପ୍ରଦାନ କରିଥାଏ ।
୮- ଅଶ୍ବସ୍ତ ଗଛ ମୂଳରେ ପ୍ରତେକ ଗୁରୁବାର ଦିନ ଜଳ ଅର୍ପଣ କରିବା ସହ କିଛି କଞ୍ଚା କ୍ଷୀର ମିଶାଇ ଏହି ଗଛର ଅର୍ପଣ କରନ୍ତୁ । ଏହା ଦ୍ଵାରା ଶୁଭ ଫଳ ମିଳିଥାଏ ।
୮- ଅନ୍ଧାରୁଆ ସ୍ଥାନରେ କେବେ ବି ଏକ ବସନ୍ତୁ ନାହି କି ଭୋଜନ କରନ୍ତୁ ନାହି । କାରଣ ଏହି ସ୍ଥାନରେ ଅଲକ୍ଷ୍ମୀଙ୍କ ବାସ ହେବ ସହ ନାନା ପ୍ରକାରର କୁଭାବନା ମନରେ ଆସିଥାଏ ।
୯- କେବେ ବି ତଳେ ବସିକି ଠାକୁର ପୂଜା କରନ୍ତୁ ନାହି । ଏହା ଦ୍ଵାରା ଜୀବନରେ ଦୁଖର ବୃଦ୍ଧି ହୋଇଥାଏ । ପଥର ରେ ବସି ପୂଜା କରିଲେ ଶରୀରରେ ରୋଗର ବୃଦ୍ଧି ହୋଇଥାଏ । ତେଣୁ ସର୍ବଦା କୁଶ ବା କପଡା ଆସନରେ ବସି ପୂଜା କରନ୍ତୁ ।
୧୦- ଶ୍ରୀ ଯନ୍ତ୍ର ଓ ନାଲି କପଡା ରେ ଗୁଡା ହୋଇଥିବା ଗୋଟେ ନଡିଆ ଠାକୁର ଘରେ ମା ଲକ୍ଷ୍ମୀଙ୍କ ପାଖରେ ରଖିଲେ ଗୃହର ମଙ୍ଗଳ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।