ନମସ୍କାର ବନ୍ଧୁଗଣ । ମ-ହ-ଙ୍ଗା ପଡିଲା ପାକିସ୍ତାନ ପ୍ରେମ । ସୂଚନା ଅନୁସାରେ ଟି-୨୦ ମ୍ଯାଚ ଭାରତ ଓ ପାକିସ୍ତାନରେ ହୋଇଥିବା ବେଳେ ପାକିସ୍ତାନା ଠାରୁ ଭାରତ ପରାଜୟ ହୋଇଛି । ପାକିସ୍ତାନ ଟି-୨୦ ମ୍ଯାଚ ଜିତିବା ପରେ ଉତ୍ତର ପ୍ରଦେଶର ବଦାଇ ର ଜଣେ ଯୁବକ ପାକିସ୍ତାନ କୁ ପ୍ରଶଂସା କରି ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରଶଂସା କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଦେ-ଶ-ଦ୍ରୋ-ହୀ ଅ-ଭି-ଯୋ-ଗରେ ଯୁବକ ଙ୍କୁ ଗି-ର-ଫ କରିଛି ଜେ-ଲ ପଠାଇଛି ଉତ୍ତର ପ୍ରଦେଶର ପୋ-ଲି-ସ ।
ଯୁବକ ଜଣକ କେବଳ ପାକିସ୍ତାନ କୁ ସମର୍ଥନ କରି ନାହାନ୍ତି ବରଂ “ଆଇ ଲାଭ ୟୁ ପାକିସ୍ତାନ, ଆଇ ମିସ ୟୁ ପାକିସ୍ତାନ, ଜିତ ମୁବାରକ ହୋ” ଭଳି ଶବ୍ଦ ର ପ୍ରୟୋଗ କରି ସୋ-ସି-ଆ-ଲ ମି-ଡି-ଆ-ରେ ପୋଷ୍ଟ କରି ଥିବାର ନଜର ଆସିଛନ୍ତି । ଏହି ଘଟଣା ପ୍ରଚାର ହେବା ପରେ ଉତ୍ତର ପ୍ରଦେଶର ପୋ-ଲି-ସ ସମ୍ପୃକ୍ତ ଯୁବକ ଙ୍କୁ ତାଙ୍କ ଘରୁ ଆସି ଆ-ରେ-ଷ୍ଟ କରିଥିଲା । ଏହା ପରେ ବର୍ତ୍ତମାନ ସେହି ଯୁବକ ଜଣକ ଜେଲ ରେ ସମୟ କା-ଟୁ-ଛ-ନ୍ତି । ତାଙ୍କ ବି-ରୁ-ଦ୍ଧ-ରେ ପୋ-ଲି-ସ କ-ଡା କାର୍ଯ୍ୟ ଅନୁଷ୍ଠାନ କରିଛି ।
ଏହା ସହ ଯେଉଁ ଲୋକ ମାନେ ପାକିସ୍ତାନ ବା ପାକିସ୍ତାନ ର ଖେଳାଳୀ ମାନଙ୍କର ସମର୍ଥନ ବା ପ୍ରଶଂସା କରିବେ ସେମାନଙ୍କ ବି-ରୁ-ଦ୍ଧ-ରେ କ-ଡା କା-ର-ବା-ଇ କରାଯିବ ବୋଲି ଉତ୍ତର ପ୍ରଦେଶର ପୋ-ଲି-ସ ସୂଚନା ଦେଇଛନ୍ତି । ତେବେ ଟି-୨୦ ମ୍ଯାଚ ରେ ପାକିସ୍ତାନ ବିଜୟ ଲାଭ କରିବା ପରେ ପାକିସ୍ତାନ କୁ ଅନେକ ଲୋକ ମାନେ ସମର୍ଥନ କରିବାର ନଜର ଆସିଛନ୍ତି । ସେଥିପାଇଁ ସେମାନଙ୍କ ବି-ରୁ-ଦ୍ଧ-ରେ- କ-ଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଇ ସାରିଛି । ତେବେ ଏହି ଯୁବକ ଙ୍କର ପାକିସ୍ତାନ ପ୍ରେମ ତାଙ୍କ ଉପରେ ଭାରି ପଡିଲା ଯାହା ଏହି ଘଟଣା ରୁ ସ୍ପଷ୍ଟ ହେଉଛି ।
ତେବେ ଯଦି ଆମ ଦେଶରେ ଲୋକ ମାନେ ପାକିସ୍ତାନ କୁ ସମର୍ଥନ କରିବାରେ ଲାଗିବେ ତେବେ ଆଗକୁ କଣ ପରିସ୍ଥିତି ହେବ ତାହା କିଛି କହି ହେଉ ନାହି । ଆଶା କରୁଛୁ ଆଗକୁ ଏମିତି ଭୁଲ କେହି ନ କରନ୍ତୁ । ନଚେତ ସେମାନଙ୍କୁ ମଧ୍ୟ ଜେ-ଲ ଯିବାକୁ ପଡିପାରେ । ଚେଷ୍ଟା କରିବା ଉଚିତ କି ଆମେ ମାନେ ସମସ୍ତେ ଭାରତ ର ସମର୍ଥନ କରିବା ଉଚିତ କାରଣ ଆମ ଭାରତ ରେ ରାହୁଛୁ ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।