ଜଣେ ସ୍ତ୍ରୀ (ତା ଚାକରାଣୀକୁ) କହିଲା:- ତୋ ମାଲିକ ଅଫିସରୁ ସବୁଦିନ ଡେରିରେ ଫେରୁଛନ୍ତି, ଲାଗୁଛି ତାଙ୍କର ଆଉ କେଉଁ ସ୍ତ୍ରୀ ସହ ଚକର ଚାଲିଛି….

ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଏମିତି କିଛି ଚୁତକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ ।

Image Courtesy: Google

୧. ଜଣେ ବ୍ୟକ୍ତି ଗୋଟେ ହଷ୍ଟେଲ ଗୋଟେ ରୁମ କବାଟ ବାଡେଇଲେ । କିଛି ସମୟ ପରେ ଗୋଟେ ପୁଅ କବାଟ ଖୋଲିଲା । ବ୍ୟକ୍ତି ଜଣେ କହିଲେ – କଣ ମୁଁ ଭିତରୁକୁ ଆସି ପାରିବି ? ମୁଁ ଏଠି ୮୨ ମସିହାରେ ଏହି କଲେଜ ରେ ପାଠ ପଢୁଥିଲି ଆଉ ଏହି ରୁମରେ ରହୁଥିଲି । ପୁଅ ବ୍ୟକ୍ତି ଜଣକ କଥା ଶୁଣି ତାଙ୍କୁ ଭିତରୁକୁ ଆସିବାକୁ ଦେଲା ।

ବ୍ୟକ୍ତି ଜଣକ ୮୨ ମସିହାକୁ ମନେ ପକାଇ କହିଲା “ସେହି ପୁରୁଣା ରୁମ, ସେହି ପୁରୁଣା ଫରନିଚର, ସେହି ପୁରୁଣା ଆଲମୀରା ଓ ଏହା କହି ବ୍ୟକ୍ତି ଜଣକ ଆଲମୀରା କବାଟ ଖୋଲି ଦେଲେ ।

ପୁଅ ବ୍ୟକ୍ତି ଜଣକୁ ଅଟକାଇ ଥାନ୍ତା ତା ଆଗରୁ ସେ କବାଟ ଖୋଲି ଦେଲେ ଓ ସେହି ଆଲମୀରାରେ ପୁଅ ଗର୍ଲଫ୍ରେଣ୍ଡ ଥିଲା । ପୁଅ ଡଋ ଯାଇ କହିଲା – ୟେ ମୋ କଜନ! ବ୍ୟକ୍ତି ଜଣକ ନିଶ୍ଵାସ ନେଲେ ଓ କହିଲେ ସେହି ପୁରୁଣା ବାହାନା ।

Image Courtesy: Google

୨. ଡକ୍ଟର – ସ୍ୱାସ୍ଥ୍ୟ କେମିତି ଅଛି ?

ରୋଗୀ – ଆଗରୁ ଅଧିକ ଖରାପ ଅଛି ।

ଡକ୍ଟର – ଔଷଧ ଖାଇଥିଲ ?

ରୋଗୀ – ଖାଲି ନଥିଲା ଭର୍ତିଥିଲା ଭର୍ତିଥିଲା ।

ଡକ୍ଟର : ମୋ କହିବା ଅର୍ଥ ତମେ ଔଷଧ ନେଇଥିଲ ?

ରୋଗି – ଆଜ୍ଞା ଆପଣଙ୍କ ହାତରୁ ତ ନେଇଥିଲି ।

ଡକ୍ଟର : ଆରେ ପାଗଳ ଔଷଧ ପି ଥିଲ ?

ରୋଗି – ନାହିଁ ସାର ଔଷଧ ନୀଳ ଥିଲା ।

ଡକ୍ଟର – ଗଧ ଔଷଧ ଖୋଲି ପାଟିରେ ରଖିଥିଲ ?

ରୋଗି – ନାହିଁ ଆପଣ କହିଥିଲେ ଫ୍ରିଜରେ ରଖିବା ପାଇଁ …..

ଡକ୍ଟର – ଅବଏ ମାଡ ଖାଇବୁ ?

ରୋଗି : ନାହିଁ ଆଜ୍ଞା ଔଷଧ ଖାଇବି ।

Image Courtesy: Google

ଡକ୍ଟର – ତୁ ଜା ଏଠୁ ନହେଲେ ମୁଁ ପାଗଳ ହୋଇଯିବୀ ।

ରୋଗି – ଯାଉଛି କିନ୍ତୁ କେବେ ଆସିବି ?

ଡକ୍ଟର – ଦୁନିଆ ବର୍ବାଦ ହେଲା ପରେ ?

ରୋଗି – ଦୁନିଆ ବର୍ବାଦ ହବା କେତେ ଦିନ ପରେ ଆସିବି ?

ଡକ୍ଟର ଏହା ସବୁ ଶୁଣି ବେହୋସ ।

୩. ଜଣେ ସ୍ତ୍ରୀ (ତା ଚାକରାଣୀକୁ) କହିଲା:- ତୋ ମାଲିକ ଅଫିସରୁ ସବୁଦିନ ଡେରିରେ ଫେରୁଛନ୍ତି, ଲାଗୁଛି ତାଙ୍କର ଆଉ କେଉଁ ସ୍ତ୍ରୀ ସହ ଚକର ଚାଲିଛି

ଚାକରାଣୀ- ନା, ଏମିତି ହୋଇପାରିବ ନାହିଁ ?
ସତୀ ଲୋକଟି- କାହିଁକି?

ଚାକରାଣୀ- ମୋ ମାଲିକ ତ ବହୁତ ବଫାଦାର, ସେ ମତେ ଧୋକା ଦେଇ ପାରିବେନି

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ ।

Leave a Reply

Your email address will not be published. Required fields are marked *