ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଏମିତି କିଛି ଚୁତକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ ।
ପତ୍ନୀ :- ଶୁଣ, ମୁଁ ନୂଆ ଡିଟରଜେଣ୍ଟରେ ମୋର ଡ୍ରେସ ଧୋଇଲା ପରେ ସେଇଟା ଛୋଟ ହୋଇଗଲା । ଏବେ କଣ କରିବି
ପତି :- ସେଇ ଡିଟରଜେଣ୍ଟରେ ଗାଧୋଇପଡ, ଫିଟ ଆସିବ ।
ରାମ ଧନୁ ଭାଙ୍ଗିଥିଲେ ସୀତା ଭଲପାଇ ଆସିଥିଲେ, କୃଷ୍ଣ ବଇଁଶି ବଜେଇଲେ ରାଧା ଦଉଡି ଆସନ୍ତି
ମୁଁ ତ ଖାଲି ସିଟି ମାରିଲି, ସେ ପଗଲୀ ତା ବାପାଙ୍କୁ ଡାକି ଆଣିଲା ।
ଗୋଟେ ଛୁଆ ପ୍ରଶ୍ନ କଲା ମୋର ତ ପାଟି ଚୁପ ହୋଇଗଲା, ଯଦି ଯୋଗ କରିବା ଦ୍ଵାରା ରୋଗ ହୁଅନ୍ତା ନାହିଁ, ତେବେ ବାବା ରାମଦେବ ପତଞ୍ଜଳିର ଔଷଧ କାହିଁକି ବନାଉଛନ୍ତି ।
ଯଦି ସୂର୍ୟର ସ୍ତ୍ରୀ ଥାନ୍ତା, କମସେ କମ ତାକୁ ଟିକେ କଣ୍ଟ୍ରୋଲରେ ରଖିଥାନ୍ତା ।
ପତ୍ନୀ :- ଯଦି ଆପଣଙ୍କ କେସ ଏହିଭଳି ଝାଡିବାକୁ ଲାଗିବ ତ ମୁ ତୁମକୁ ତଲାକ ଦେବି !!
ପତି :- ହେ ଭଗବାନ ! ଆଉ ମୁଁ ପାଗଳ ତାକୁ କହିବାକୁ ଚେଷ୍ଟା କରୁଥିଲି ।
ପତି :- କେତେଥର କହିଛିକି ଖାଇବା ବନେଇବା ସମୟରେ ମୋବାଇଲ ବ୍ୟବହାର କାର ନାହିଁ । ସବଜିର ସ୍ଵାଦ ପାଣି ଭଳି ଲାଗୁଛି ।
ପତ୍ନୀ :- ବେଶୀ ଦିମାଗ ଖରାପ କରନି, ତୁମକୁ କେତେଥର କହିଛି ଖାଇବା ସମୟରେ ମୋବାଇଲର ବ୍ୟବହାର କରନି । ସବଜି ଜାଗାରେ ପାଣିରେ ରୁଟି ବୁଡାଇ ବୁଡାଇ ଖାଉଛ ।
ପତି ମଦ ପିକି ଘରକୁ ଆସିଲା କିନ୍ତୁ ପତ୍ନୀର କଥା ଶୁଣିବାକୁ ପଡିବ ନାହିଁ ବୋଲି ଲ୍ୟାପଟପ ନେଇ କାମ କରିବାକୁ ଲାଗିଲା ।
ପତ୍ନୀ :- ଆଜି ପୁଣି ପିଇକି ଆସିଛ ..
ପତି :- ନା ତ
ପତ୍ନୀ :- ପୁଣି ଆଟାଚି ଖୋଲି କଣ ଟାଇପ କରୁଛୁ ମଦୁଆ ???
ପତ୍ନୀ :- ଚା ବନେଇବିକି ?
ପତି :- ହାଉ ଠିକ ଅଛି ।
ପତ୍ନୀ :- ଠିକ ଅଛି …
ପତ୍ନୀ :- ପୁଦିନା ପକେଇବିକି ?
ପତି :- ଠିକ ଅଛି
ପତ୍ନୀ :- ତୁଲସୀ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ।
ପତି :- ଗୋଟେ କାମ କାର ସୋରିଷ ଓ ଜୀରା ଦେଇ ତଡକା ଲଗାଇ ଦିଅ ।
ୟୋଗା ଟିପ୍ସ
ପତ୍ନୀ କିଛି କହିଲେ ବେକକୁ ଦୁଇଥର ଉପରୁ ତଳକୁ କରନ୍ତୁ ….
ଏହା ସର୍ବ ଶ୍ରେଷ୍ଠ ଯୋଗ ଅଟେ ….
ଏହି ଯୋଗ ଆପଣଙ୍କ ସୁଖଦାୟକ ଜୀବନ ପାଇଁ କୁଞ୍ଜି ଅଟେ …
ନୋଟ – ବେକକୁ କେବେ ଡାହାଣ – ବାମକୁ ହଲନ୍ତୁ ନାହିଁ , ଏହା ଜୀବନ ପତି ବିପଦ ହୋଇପାରେ …
ପପୁ ୧୫ ମିନିଟରେ ପେପର ଛାଡି ପଳେଇବାକୁ ଲାଗିଲା ।
ଶିକ୍ଷକ :- କଣ ହେଲା, ପେପର ଆସୁନିକି ?
ପପୁ :- ସେମିତି କିଛି ନାହିଁ । ମୁ ଯାହାର ଭରସାରେ ଆସିଥିଲି ସେ ନିଜେ ମୋତେ ପଚାରୁଛି ।
ପତ୍ନୀ ରାଗରେ ପତିକୁ କହିଲା:
ମୁଁ ଚିଡି ଗଲିଣି ସବୁଦିନର ଖିଚ ଖିଚ ପାଇଁ…
ପତି :- ନିଅ ଚକେଲେଟ ଖାଅ ।
ପତ୍ନୀ ( ରୋମାଣ୍ଟିକହୋଇ )କହିଲା ମାନଉଚକି ମୋତେ ….
ପତି :- ନା ରେ ପଗଲୀ, ମା କୁହେ ଭଲ କାମ କରିବା ପୂର୍ବରୁ ମିଠା ଖାଇବା ଉଚିତ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।