ମଜେଦାର ଯୋକ୍ସ : ସଲମା ମେଡିକଲ ଷ୍ଟୋରରେ ଯାଇ ପଚାରିଲା, ୧୮ ଇଞ୍ଚର କଣ୍ଡୋମ ଅଛି ?…

ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଏମିତି କିଛି ଚୁତକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ ।

୧. ଦୁଇ ଝିଅଙ୍କୁ ୫ ବର୍ଷ ପାଇଁ ଜେଲ ହେଲା,

Image Courtesy: Google

ଦୁହିଙ୍କୁ ଗୋଟେ ବେରକରେ ୫ ବର୍ଷ ପାଇଁ ରକ୍ଷା ଗଲା ।

ଯେତେବେଳେ ୫ ବର୍ଷ ସମାପ୍ତ ହେଲା ଓ ଦୁଇ ଝିଅ ଜେଲରୁ ବାହାରିଲେ ପ୍ରଥମ ଝିଅ ଦ୍ଵିତୀୟକୁ କହିଲା – ଯାଉଛି ଆଉ କଥା ଫୋନ୍ରେ କହିବି ।

୨. ଟିଚର ଚିଣ୍ଟୁକୁ ପଚାରିଲେ – ପୁଅ ଝାନ୍ସାରାମ ବାପପୁ ପରିଭାଷା କହିଲ ।

ଚିଣ୍ଟୁ ଲାଜେଇ ଯାଇ ଦିନରେ ଅଗରବତୀ ଓ ରାତିରେ ଜବରଦସ୍ତି ।

ଦିନରେ ପୂଜା ଓ ଆରତୀ – ରାତିରେ ବିଦ୍ୟା ଓ ଭାରତୀ ।

ଦିନରେ ସ୍ଵାହା ଓ ରାତିରେ ଆହା ।

Image Courtesy: Google

୩. ସରଦାର ପ୍ରମୋସନ ଇନସ୍ପେକ୍ଟର ଠାରୁ ଡିଏସପି ହେଇଗଲା ଯାହା ପାଇ ସେ ବହୁତ ଖୁସିଥିଲା । ସେ ଏହି ଖୁସି ଖବର ଘରେ ଆସି ଏହି ପ୍ରକାର କହିଲା ଯେ ସ୍ତ୍ରୀ ବେହୋଶ ହୋଇ ଗଲା ।

ସରଦାର କହିଲା – ଆଜି ଠାରୁ ତୁ ଡିଏସପି ସହ ସୋଇବୁ ।

୪. ଦୁଇ ଛୁଆ କଥା ହଉଥିଲେ,

ପ୍ରଥମ ଛୁଆ କହିଲା – ମୋ ଜେଜ ୫୦ ଲକ୍ଷ ଟଙ୍କା ଛାଡିକି ମରିଥିଲେ ।

ଦ୍ଵିତୀୟ ଛୁଆ – କଣ ବଡ କାମ ତା କଲେ ମୋ ଜେଜ ପୁରା ଦୁନିଆ ଛାଡିକି ମଲେ ।

Image Courtesy: Google

୫. ଭିଖାରି ଡାକ ପକାଇଲା – ବାବୁ ରୁଟି ମିଳିବ ?

ଭିତରୁ ଆବାଜ ଆସିଲା – ସ୍ତ୍ରୀ ଘରେ ନାହିଁ ।

ଭିଖାରି କହିଲା – ଚୁମା ମାଗି ନାହିଁ ଶଳା ରୁଟି ତୁ ଭି ଦେଇ ପାରୁ ।

୬. ଗୋଟେ ୮୦ ବର୍ଷ ବସ ନିଜ ସେକ୍ରେଋକୁ ନିଜ ପ୍ରେମ କଥା କହିଲା, ଏହି କଥା ଶୁଣି ସେକ୍ରେଟ୍ରି ରାଗି ଗଲା ଓ କହିଲା – କିଛି ଲାଜ କରନ୍ତୁ, ଆପଣଙ୍କ ସବୁ ଚୁଟି ଧଳା ହେଇଯାଇଛି ।

ବସ କହିଲା – ଯଦି ଉପରେ ଧଳା ପାଉଁଶ ଥାଏ ଏହାର ଅର୍ଥ ଏହା ନୁହ ଯେ ତଳେ ନିଆ ନାହିଁ ।

୭. ହବସ ର ହାରାମିପଣ

ସଲମା ମେଡିକଲ ଷ୍ଟୋରରେ ଯାଇ ପଚାରିଲା, ୧୮ ଇଞ୍ଚ କଣ୍ଡୋମ ଅଛି ?

ମେଡିକଲ ଷ୍ଟୋର ଲୋକ କହିଲା – ହଁ ଅଛି ।

ସଲମା କହିଲା – ଯଦି କେହି ନବା ପାଇଁ ଆସିବ ତେବେ ମତେ କହିବ ।

Leave a Reply

Your email address will not be published. Required fields are marked *