ଯେମିତି କି ଆପଣ ସମସ୍ତେ ଜାଣିସାରିଛନ୍ତି କି ମମିତାଙ୍କ ମୃ-ତ ଦେହ ମାଟି ତଳୁ ମିଳିଛି । ପୋ-ଲି-ସକୁ ସୁରାଗ ମିଳିବା ପରେ ପୋ-ଲି-ସ ଷ୍ଟାଡିୟମର ମାଟିକୁ ଜେସିବି ମାଧ୍ୟମରେ ଖୋଲିବା ପରେ ପାଖାପାଖି ୧୦ ଫୁଟ ତଳେ ମମିତା ମେୟରର ମୃ-ତ ଦେହ ମିଳିଥିଲା । ଏହି ସ୍ଥାନରୁ ଏମିତି ବି କିଛି ପ୍ର ମାଣ ମିଳିଛି ଯାହାକି ଗୋବିନ୍ଦ ସାହୁକୁ ଫା-ଶୀରେ ଝୁଲାଇବା ପାଇଁ ବହୁତ ଅଟେ । ପୋ-ଲି-ସକୁ ମମିତାଙ୍କ ମୃ-ତ ଦେହ ପାଖରେ ଏକ ପାଉଁଜି ବି ମିଳିଛି ।
ଏହି ପାଉଁଜି ହିଁ ଗୋବିନ୍ଦଙ୍କ ଷଡଯନ୍ତ୍ର ବିଷୟରେ ସବୁ କହିବ । ଜଣା ପଡିବ କି କେମିତି ମମିତାଙ୍କ ମୃ-ତ୍ୟୁ ହେଲା ଓ ମାଟି ତଳେ ଶ-ବ କିଏ ପୋତିଲା । ଏହା ପଛରେ କାହାର କାହାର ହାତ ଅଛି । ଗୋବିନ୍ଦ ସାହୁର ସବୁ ଗୁମର କଥା ସାମ୍ନାକୁ ଆସିବ ।
ପ୍ରତ୍ୟକ ଓଡିଶା ବାସୀ ଏହି ମାମଲାର ସତ ଜାଣିବା ପାଇଁ ଚାହିଁ ବସିଛନ୍ତି । ଆଗାକୁ କଣ ସତ ସାମ୍ନାକୁ ଆସୁଛି ତାହା ସମୟ ହିଁ କହିବ । ଏହି ମାମଲାର ଗୋଟିଏ ପରେ ଗୋଟିଏ ସତ ବାହାରକୁ ମଧ୍ୟ ଆସୁଛି । ପୋ-ଲି-ସକୁ ମମିତାର ମୃ-ତ ଦେହ ମାଟିର ୧୦ ଫୁଟ ତଳେ ମିଳିବା ସହ ସେହି ୧୦ ଫୁଟ ତଳୁ ମମିତାର ଏକ ପାଉଁଜି ବି ମିଳିଛି । ମମିତାଙ୍କ ଚେନ ଓ ବ୍ୟାଗ ମଧ୍ୟ ମାଟି ତଳୁ ମିଳିବ ।
ଏହି ସବୁ ପ୍ରମାଣ ଗୋବିନ୍ଦ ସାହୁ ଫା-ଶୀ ଖୁଣ୍ଟ ପର୍ଯ୍ୟନ୍ତ ନେଇ ଯିବା ପାଇଁ ବହୁତ ବଡ ପ୍ରମାଣ ଅଟେ । ମାଟି ତଳେ ମିଳିଥିବା ସବୁ ଜିନିଷକୁ ପୋ-ଲି-ସ ଗୋଟି ଗୋଟି କରି ପ୍ରମାଣ ରୂପରେ ଦେଖୁଛି । ବର୍ତ୍ତମାନ ସୁଧା ଏହା ମମିତାଙ୍କ ମୃ-ତ ଦେହ ନା ନାହିଁ ଏହା ଜାଣିବା ପାଇଁ ପୋ-ଲି-ସକୁ ଅଳ୍ପ ସମୟ ଲାଗୁଛି ।
କିନ୍ତୁ ମମିତାର ପାଉଁଜି, ବ୍ୟାଗ ଓ ଚେନ କହିଦେଉଛୁ କି ଏହା ମମିତା ଅଟନ୍ତି । ତଥାପି ପୋ-ଲି-ସ ମୃ-ତ ଦେହକୁ ମମିତାଙ୍କର ନା ଆଉ କାହାର ଜାଣିବା ପାଇଁ ଚେଷ୍ଟା କରୁଛି । ଏତିକି ନୁହେଁ ମାଟି ତଳୁ ଆହୁରି ବହୁତ ଜିନିଷ ମିଳିଛି ଯାହାକି ଗୋବିନ୍ଦ ସାହୁ ଆଡକୁ ଇସାରା କରୁଛି ।