ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ଅନୁଯାୟୀ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ଙ୍କ ହ-ତ୍ୟା ମା-ମ-ଲା ରେ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ପୋ-ଲି-ସ ଦ୍ଵାରା ଗି-ର-ଫ ହୋଇଛି । ସୂଚନା ଯୋଗ୍ୟ କି ମମିତା ଯେଉଁ ସ୍କୁଲରେ ପାଠ ପଢାଉଥିଲେ ସେହି ସ୍କୁଲର ଗୋବିନ୍ଦ ସାହୁ ନାମକ ବ୍ୟକ୍ତି ଜଣକ ସେଠାରେ ଛାତ୍ରୀ ମାନଙ୍କ ସହ ଖ-ରା-ପ ସ-ମ୍ପ-ର୍କ ରଖୁଥିଲେ । ଏହା ବିଷୟରେ ମମିତା ଜାଣି ପାରିଥିଲେ । ଏହା ପରେ ମମିତା ଗୋବିନ୍ଦ ସାହୁ ନାଁ ରେ ସବୁ ପ୍ରମାଣ ଯୋ-ଗା-ଡ କରିଥିଲେ ।
ଏହି ସବୁ ପ୍ରମାଣ କୁ ସମସ୍ତଙ୍କ ଆଗରେ ଦେଖାଇବେ ବୋଲି ମମିତା ଗୋବିନ୍ଦ ସାହୁ ଙ୍କୁ ଧ-ମ-କ ଦେଇଥିଲେ । ଏହା ପରେ ଗୋବିନ୍ଦ ସାହୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମମିତା ଙ୍କ ତ-ଣ୍ଟି ଚି-ପି ହ-ତ୍ୟା କରିଛି । ବର୍ତ୍ତମାନ ପୋ-ଲି-ସ ମମିତା ଙ୍କୁ ଯେଉଁ ଜାଗାରେ ଗୋବିନ୍ଦ ସହଉ ପୋ-ତି ଦେଇଥିଲା ତାହାର ସୁ-ରା-ଗ ପାଇଛି । ଏହି ଭି-ଡି-ଓ ରେ ଆପଣ ମାନେ ମମିତାଙ୍କ ଶ-ବ ଯେଉଁ ଜାଗାରେ ପୋ-ଡା ଯାଇ ପୋ-ତା ହୋଇଛି ତାହା ଦେଖି ପାରିବେ । ମହାଲିଙ୍ଗ ଷ୍ଟାଡିୟମକୁ ନେଇ ସିନ ରୀକ୍ରିଏଟ କରାଇଛି ପୋ-ଲି-ସ ।
ମମିତା ଙ୍କୁ କିପରି ଭାବେ ଗୋବିନ୍ଦ ସବୁ ପୋ-ଡି-ଲା ଓ ପୋ-ତି-ଲା ତାହା ସବୁ ପୋ-ଲି-ସ-କୁ ଦେଖାଇଛି ନିଜେ ଗୋବିନ୍ଦ । ଗୋବିନ୍ଦ ସାହୁ ନିଜ ସ-ଫେ-ଇ ରେ ପୋ-ଲି-ସ-କୁ କହିଛି ଯେ ସେ ମମିତାଙ୍କୁ ତ-ଣ୍ଟି ଚି-ପି ମା-ରି-ବା ପରେ ତାକୁ ଗାଡିରେ ବସାଇ ଷ୍ଟା-ଡି-ୟ-ମ-କୁ ଆଣିଥିଲା । ଏହା ପରେ ସେ ମମିତାଙ୍କ ଶ-ବ-କୁ ପ୍ରଥମେ ନି-ଆଁ ରେ ପୋ-ଡି ଦେଲା । ଏହା ପରେ ମମିତାଙ୍କ ମୋବାଇଲ ଫୋନ ଠାରୁ ଆରମ୍ଭ କରି ତାଙ୍କର ସବୁ ପର୍ଶନାଲ ଜିନିଷ ମଧ୍ୟ ପୋଡିବା ପରେ ମା-ଟି ତଳେ ପୋ-ତି ଦେଲା ବୋଲି ଗୋବିନ୍ଦ କହିଛି ।
ଏମିତି କି ମମିତା ଯେଉଁ ସବୁ ଗହଣା ପିନ୍ଧିଥିଲେ ତାକୁ ମଧ୍ୟ ପୋ-ଡି ଦେଇଛି ବୋଲି ଗୋବିନ୍ଦ ନିଜ ସଫେଇ ରେ କହିଛି । ଏହି -ଭି-ଡି-ଓ- ରେ ମମିତାଙ୍କ ସହ ଗୋବିନ୍ଦ କଣ ସବୁ କରିଥିଲା ତାହାର ସ୍ପଷ୍ଟ ସୂଚନା ଦେଇଛି ପୋ-ଲି-ସ-କୁ । ତେବେ ଏହି ଘଟଣା ରୁ ଏହା ସ୍ପଷ୍ଟ ହେଉଛି ଯେ ଆଜି ବି ଦୁନିଆରେ ଏମିତି ମଣିଷ ଅଛନ୍ତି ଯିଏ ନିଜକୁ ବଞ୍ଚାଇବା ପାଇଁ ଅନ୍ୟର ଜୀବନ ନେଇ ଯାଉଛି । ଏମିତି କି ମତ ବ୍ୟକ୍ତିର ଶ-ବ-କୁ ମଧ୍ୟ ପୋ-ଡି ଦେଉଛନ୍ତି ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।