ମଙ୍ଗଳବାର ଦିନ ଏହି 1 ଜିନିଷ ହନୁମାନଙ୍କୁ ଚଢ଼େଇ ଦିଅନ୍ତୁ, ସବୁ ମନସ୍କାମନା ପୂରଣ ହେବ, ଧନ ପ୍ରାପ୍ତି ହେବ

ବନ୍ଧୁଗଣ ମଙ୍ଗଳବାର ଦିନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ଜୀ ଙ୍କ ପୂଜା କରିବା ପାଇଁ ସବୁଠାରୁ ଭଲ ଦିନ ହୋଇଥାଏ । ଏହି ଦିନ ପୂଜା କରିବା ସହ ଯଦି କିଛି ଜ୍ଯୋତିଷ ଉପାୟ କରାଯାଏ ତେବେ ମଙ୍ଗଲ ଦୋଷରୁ ତତ୍କାଳ ମୁକ୍ତି ମିଳିଥାଏ । ବ୍ୟକ୍ତି ଜୀବନରେ ଯାହା ବି ମାଙ୍ଗଳିକ ସମସ୍ଯା ଆସିଥାଏ ତାହା ମଙ୍ଗଲ ଦୋଷରୁ ଆସିଥାଏ । ଆଜି ଆମେ ଆପଣଙ୍କୁ କହିବୁ ମଙ୍ଗଳବାର ଦିନ କେଉଁ ଉପାୟ କରିବା ଦ୍ଵାରା ଭାଗ୍ୟ ଚମକି ଉଠିବ ଓ ଆପଣଙ୍କର ସବୁ ସମସ୍ୟା ଦୂରୀଭୂତ ହୋଇ ପାରିବ ।

ମଙ୍ଗଳବାର ଦିନ ଲୁଣ ଖାଇପାରିବେ କିନତି ଅତିରିକ୍ତ ଲୁଣ ଖାଇବା ଅନୁଚିତ । ଯେଉଁ ବ୍ୟକ୍ତି ମଙ୍ଗଳବାରରେ ଅତିରିକ୍ତ ଲୁଣ ଖାଇଥାନ୍ତି ସେମାନଙ୍କ ଜୀବନରେ ଘରୋଇ ସଙ୍କଟ ଆସିବା ସହ କରଜର ଭାର ବଢିଥାଏ । ଏହି ଦିନ ମାଛ, ମାଂସ, ଅଣ୍ଡାର ସେବନ କରିବା ଅନୁଚିତ । ଏହି ଦିନ କରଜ ଦେବା ଠାରୁ ଦୂରେଇ ରହିବା ଉଚିତ । ଏହା ଦ୍ଵାରା ସେହି ପଇସା ମିଳିବାରେ ବିଳମ୍ବ ହୋଇପାରେ । ଏହି ଦିନ କ୍ରୋଧ କରନ୍ତୁ ନାହି ।

କାହାକୁ ଅପଶବ୍ଦ କୁହନ୍ତୁ ନାହି । ମଙ୍ଗଳବାରରେ ଲୁହା ଜିନିଷ କିଣନ୍ତୁ ନାହି ଏହା ଅଶୁଭ ହୋଇଥାଏ । ଏହି ଦିନ ଧାରୁଆ ଜିନିଷ, ପ୍ଲାଷ୍ଟିକ କିଣନ୍ତୁ ନାହି । ଏହି ଦିନ ସହବାସ କରିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଅମଙ୍ଗଳ ହୋଇଥାଏ । ଏହି ଦିନ ସକାଳୁ ଅସହାୟ ଲୋକଙ୍କୁ ଗହମ ଦାନ କରିଲେ ଭାଗ୍ୟ ଚମକିଥାଏ । ଗୁଡ ଦାନ କରିଲେ ଧନ ପ୍ରାପ୍ତି ହୋଇଥାଏ ।

ମ୍ୟାଚେସ ଦାନ କରିଲେ ଜୀବନରୁ ନେଗେଟିଭ ଶକ୍ତି ନଷ୍ଟ ହୁଏ । ତମ୍ବାର ଦାନ କରିଲେ ବହୁତ ମାତ୍ରାରେ ଧନ ପ୍ରାପ୍ତ ହୁଏ । ସୁନା ଦାନ କରିଲେ ହନୁମାନ ଜୀଙ୍କ କୃପା ମିଳିଥାଏ । ଗାଈର ଦାନ କରିଲେ କୋଟି ପୂଣ୍ୟ ପ୍ରାପ୍ତ ହୁଏ । ମସୁର ଡାଲି ଦାନ କରିଲେ ବିବାହକୁ ନେଇ ଯେଉଁ ସମସ୍ଯା ଥିବା ତାହା ଦୂର ହୋଇଯିବ । ରକ୍ତ ଚନ୍ଦନର ଦାନ କରିଲେ ମଙ୍ଗଳ ଗ୍ରହ ମଜବୁତ ହୋଇଥାଏ ।

ନାଲି ରଙ୍ଗର ଫୁଲ ପୂଜକଙ୍କୁ ଦାନ କରିଲେ ସବୁ ପ୍ରକାରର ଭୌତିକ ସୁଖ ପ୍ରାପ୍ତ ହୁଏ । ମିଠା ବା ଭୂମି ଦାନ ପୂଜକଙ୍କୁ କରିଲେ ମଙ୍ଗଳ ଦୋଷରୁ ମିଳିଥାଏ । ଏହି ଦିନ ପ୍ରଭୁ ହନୁମାନଙ୍କ ନିକଟରେ ଘିଅ ଦୀପ ଜଳାନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ ବାସ ହେବା ସହ ଝଗଡା ଆଦି ଦୂର ହୋଇଥାଏ । ବୁନ୍ଦି ଲଡୁ ହନୁମାନ ଜୀଙ୍କୁ ଅର୍ପଣ କରନ୍ତୁ । ଚମେଲୀ ତେଲରେ ସିନ୍ଦୁର ଲଗାଇ ଲେପ ଦେଲେ ମଙ୍ଗଳ ଦୋଷ ସହ ଶନି ଦୋଷରୁ ମୁକ୍ତି ମିଳିଥାଏ ।

ଏହା ଦ୍ଵାରା ବହୁତ ଜଲ୍ଦି ବିବାହ ହୋଇଥାଏ । ପିଲାଙ୍କ ପାଠ ପଦ୍ଧରେ ମନ ଲଗାଇଥାଏ । କାରୋବାରରେ ବୃଦ୍ଧି ହୋଇଥାଏ । ହନୁମାନଙ୍କୁ ତୁଳସୀ ପତ୍ରରେ ରକ୍ତ ଚନ୍ଦନରେ ରାମ ଲେଖିକି ଅର୍ପଣ କରିଲେ ପ୍ରସନ୍ନ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *