ମାଙ୍କଡ ହେଲେ ବି ବିବେକୀ, ସାଥି ମାଙ୍କଡର ମୃତ୍ୟୁରେ ସବୁ ମାଙ୍କଡମାନେ ମିଶି ଯାହା କଲେ ଦେଖନ୍ତୁ Video

ସଭିଏଁ ଜାଣିଛନ୍ତି କି ଆମ ସାଥି କେହି ଚାଲିଯିବାର ଦୁଃଖ କଣ ଅଟେ । ତେବେ ଆପଣ ମାନେ ଏହା ମଧ୍ୟ ଅନୁମାନ କରିଥିବେ କି ଏହା କେତେ କଷ୍ଟ ଦେଇ ଥାଏ ଆମକୁ । ଆମେ ସହଜରେ ତାକୁ ଛାଡି ଆଋ ନଥାଉ ଯେତେବେଳେ କଥା ଆସେ ଆମ ଜୀବନର ଏକ ଅଭୂଲା ମଣିଷ ର । ଏହା ପଶୁ ମାନଙ୍କ ସହ ମଧ୍ୟ ହୋଇ ଥାଏ । ତେବେ ଆସନ୍ତୁ ଜାଣିବା ଏହି ଭଳି ଏକ ଦୁଃଖ ଭରା କାହାଣୀ ଯାହା ଘଟିଛି ବାଲେଶ୍ଵର ସହର ରେଣୁମା ନିକଟ କରାଲି ଗାଁ ର ଏହି ଦ୍ରୁଶ୍ଯ କରି ଦେଇଛି ଲୋକଙ୍କୁ ମ୍ରିୟମାଣ ।

ତେବେ ଆପଣ ମାନେ ଜାଣି ଥିବେ କି ଗାଁ ଜାଗାରେ ମାଙ୍କଡ ମାନଙ୍କ ବସବାସ କିଭଳି ଭାବେ ଥାଏ ସକାଳ ହେଲେ ସେମାନେ ଚଳଚଞ୍ଚଳ ହୋଇ ଯାଇ ଥାନ୍ତି । ନିଜ ଖାଦ୍ଯ ଅନ୍ଵେଷଣ ପାଇଁ କେହି କେହି ଡାକିକି ଖାଇବା ଅପାଇନ ଦେଇ ଥିବା ଅବେଳେ ସେମନାଏ ଅନେକ ସମୟରେ ଗଛ ରୁ ନିଜର ଖାଦ୍ଯ ନେଇ ଯାଇ ଥାନ୍ତି ।

ଗାଁ ମାନଙ୍କରେ ଅଧିକା ଗଛ ଥିବା ହେତୁ ଏହି ଭଳି କରି ଥାନ୍ତି ସେମାନେ । ତେବେ ଏହି ଗ୍ରାମର କିଛି ମାନଙ୍କଡା ମାନେ ସବୁ ଦିନ ଭଳି ସେହି ଦିନ ମଧ୍ୟ ଖେଳି ଖେଳି ଅନେକ କଷ୍ଟ ପାଇ ଥିଲେ ଏହା କହିବାର ମାନେ ହାଉଛି ସକାଳ ହେବା ପରେ ସେମାନେ ଏକ କୁକୁଡ଼ା ସହ ଖେଳୁ ଥିଲେ ।

ଖେଳ ଆଡରେ ସେମାନେ ଜାଣି ନଥିଲେ କି ଏକ ମୃତ୍ୟୁ ଅପେକ୍ଷା କରିଛି ତାଙ୍କୁ । ହଠାତ ଏକ ମାଙ୍କଡ ଯାଇକି ଟ୍ରାନ୍ସଫର୍ମର ଉପରେ । ସେ ସେଠାରେ ଯାଇ ବସିବା ଅପରେ କେହି ସମୟ ମଧ୍ୟରେ ସେହି ବାଡାରେ ଝୁଲି ପଡି ଯାଇ ଥିଲା । ତାକୁ ଦେଖିକି କିହଚି ବୁଝି ପାରି ନଥିଲେ ଅନ୍ୟ ମାଙ୍କଡ ମାନେ ।

ଖେଳ ବନ୍ଦ ହୋଇ ଯାଇ ଥିଲା କିନ୍ତୁ ବୋଧେ ହୁଏ ଆତଙ୍କ ରେ କେହି ଯାଇ ପାରି ନଥିଲେ ସାହାଶ କରିକି ସେହି ମାଙ୍କଡ ପାଖକୁ । ସେତେବେଳେ ଝୁଲି ପଡିଲାନି ମାନଙ୍କଡ ର ମୃତ ଦେହ । ଆଉ ଖଶୀ ପାରି ନଥିଲା ବିଦ୍ୟୁତ କବଳରୁ ତା ଜୀବନ ।

ଏହା ଆଦେଖିବା ଅପରେ ଗ୍ରାମ ବାଶି ମାନେ ବିଦ୍ୟୁତ ବିଭାଗକୁ ଖବର ଦେଇକି ତାକୁ ତଳକୁ ଓଲହାଇ ଦେଇ ଥିଲେ ଖୁଣ୍ଟିରୁ ଲାଇନ କାଟିବା ପରେ । ସେହି ମାଙ୍କଡ ର ଶରୀର କୁ ନେଇକି ଏକ ଜମି ମଧ୍ୟରେ ରକ୍ଷା ଯାଇ ଥିବା । ସେହି ଖୋଲା ପଡିଆ ରେ ଶରୀର ରକ୍ଷା ହେବା ମାତ୍ରେ ସବୁ ମାଙ୍କଡ ସାଥି ମାନେ ଆସି ଯାଇ ଥିଲେ ।

ଓ ସେମାନେ ନିଜ ଆତ୍ମୀୟ ମାଙ୍କଡ କୁ ନିଜ ଭାଷାରେ ଦେଉ ଥିଲେ ଶେଷ ଶ୍ରଦ୍ଧାଞ୍ଜଳି । ଏହା ପରେ କିନ୍ତୁ ସେମାନେ ଆଉ ସେହି ମାଙ୍କଡ ପାଖକୁ ଆସିବା ପାଇଁ ଦେଇ ନଥିଲେ କାହାକୁ ଭି । ଗ୍ରାମ ବାଶିଙ୍କୁ ଗୋଡାଇ ଥିଲେ ଖିଙ୍କାରି ଥିଲେ । କିନ୍ତୁ ଗ୍ରାମ ବାଶିମନେ ଶେଷରେ ତାର ମୃତ ଶରୀରର ସତ୍କକାର କରିଥିଲେ ।

Leave a Reply

Your email address will not be published. Required fields are marked *