ମାଣବସା ଗୁରୁବାରରେ ଦେଖିବାକୁ ମିଳିଲା ଚମତ୍କାର ଦୃଶ୍ୟ, ମା’ ଲକ୍ଷ୍ମୀଙ୍କ ବାହନ ପେଚା ପିଉଛି କ୍ଷୀର, Video ଭାଇରାଲ

ବନ୍ଧୁଗଣ ଆଜିର ସମୟରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରାକାରର ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଖୁବ ଚର୍ଚ୍ଚା ଜୋର ଧରୁଛି । କେବେ ଘଟଣା ଦୁର୍ଘଟଣା କୁ ନେଇ ତ ଆଉ କେବେ ଭଗବାନ ଙ୍କୁ ନେଇ ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେଉଛି । ଯାହାକୁ ଆଖି ରେ ନ ଦେଖିଲେ ବିଶ୍ଵାସ କରି ହେବ ନାହି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ନିଆରା ଭିଡିଓ ଭାଇରାଲ ହୋଇଛି ଯାହାକୁ ଆପଣ ମାନେ ନ ଦେଖିଲେ ବିଶ୍ଵାସ କରିବେ ନାହି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସେହି ଭିଡିଓ ବିଷୟରେ ବିସ୍ତାର ଭାବେ ।

ବନ୍ଧୁଗଣ ବର୍ତ୍ତମାନ ଚାଲିଛି ମାଣବସା ଗୁରୁବାର । ମାର୍ଗଶିର ମାସର ଗୁରୁବାର ମା ଲକ୍ଷ୍ମୀ ଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହି ମାସରେ ପ୍ରତେକ ଗୁରୁବାର ରେ ମା ଲକ୍ଷ୍ମୀ ଙ୍କର ନିଷ୍ଠା, ଭକ୍ତି ଶକରେ ପୂଜା ଆରଦହଣା କରାଯାଏ । ପ୍ରତେକ ଘରେ ଘରେ ମାର୍ଗଶିର ମାସର ଶେଷ ଗୁରୁବାର ରେ ମାଣ ମଧ୍ୟ ବସାଯାଏ । ମାଣବସା ରେ ମା ଲକ୍ଷ୍ମୀ ଙ୍କର ପ୍ରିୟ ୧୦ ପ୍ରକାରର ଫୁଲ, ଫଳ, ପିଠା ଆଦି ଭୋଗ ଲଗାଯାଏ । ଆଉ ଦୀପ, ଧୂପ, କର୍ପୁର ଆଳତିରେ ମା ଲକ୍ଷ୍ମୀ ଙ୍କର ପୂଜା ଆରାଧନା କରାଯାଏ ।

ତେବେ ଭାଇରାଲ ହୋଇଥିବା ଭିଡିଓ ରେ ଏ ସବୁ କିଛି ନଜର ଆସୁଛି । ଏହା ବାଦ ଏମିତି କିଛି ଏହି ଭିଡିଓ ରେ ନଜର ଆସିଛି ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ କଣ ସତରେ ମା ଲକ୍ଷ୍ମୀ ଧରା ପ୍ରୁଷ୍ଠ କୁ ଆସିଛନ୍ତି । ତେବେ ଏହି ଭିଡିଓ ରେ ଦେଖା ଯାଉଛି କି ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି ସ୍ଥାପିତ କରାଯାଇ ମାଣବସା ଯାଇଛି ଜେନ ବ୍ୟକ୍ତି ଙ୍କ ଘରେ । ଏହା ପରେ ମା ଲକ୍ଷ୍ମୀ ଙ୍କ ବାହନ ପେଚା କ୍ଷୀର ସେବନ କରୁଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

ମା ଲକ୍ଷ୍ମୀ ଙ୍କ ପୂଜା କରୁଥିବା ମହିଳା ଜଣକ ଚାମଚ ରେ କ୍ଷୀର ଦେଉଛନ୍ତି ଆଉ ମା ଲକ୍ଷ୍ମୀ ଙ୍କ ବାହନ ପେଚା କ୍ଷୀର ମଧ୍ୟ ପିଉଛନ୍ତି । ଏହି ଦୃଶ୍ୟ ଦେଖିବା ପରେ ଆଖପାଖର ସାହି ପଡିସା ମାନେ ଧାଇଁ ଆସୁଛନ୍ତି ମା ଲକ୍ଷ୍ମୀ ଙ୍କ ଦର୍ଶନ କରିବା ଲାଗି । ମହିଳା ଜଣକ ଯେତେ ଥର ପେଚା କୁ କ୍ଷୀର ଦେଉଛନ୍ତି ସେତେ ଥର ଚାମଚ ରୁ କ୍ଷୀର ସଋ ଯାଉଛି ଯାହାକୁ ଦେଖି ସମସ୍ତେ ଅବାକ ହୋଇ ଯାଉଛନ୍ତି । ଆଉ କହିଛନ୍ତି ମା ଲକ୍ଷ୍ମୀ ତାଙ୍କ ବାହନ ପେଚା ମାଧ୍ୟମରେ ଧରା ପ୍ରୁଷ୍ଠା କୁ ଆଗମନ କରିଛନ୍ତି ।

ମହିଳା ଜଣକ ମା ଲକ୍ଷ୍ମୀଙ୍କର ଏଭଳି ଲୀଳା ଦେଖି ଖୁସି ରେ ଗଦଗଦ ହୋଇ ପଡ଼ୁଛନ୍ତି । ସତରେ ମା ଲକ୍ଷ୍ମୀ ମାଣବସା ଗୁରୁବାର ରେ ମହିଳା ଙ୍କ ଗୃହକୁ ଆଗମନ କରିଛନ୍ତି । ତେବେ ଏହି ଦୃଶ୍ୟ କେଉଁଠି ଘଟିଛି ତାହାର ସ୍ପଷ୍ଟ ସୂଚନା ନାହି । ବନ୍ଧୁଗଣ ଆପଣଙ୍କର ଏହି ଭାଇରାଲ ଭିଡିଓକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *