ହିନ୍ଦୁ ଧର୍ମରେ ଗୁରୁବାର ଦିନ ଦେବଗୁରୁ ବୃହସ୍ପତିଙ୍କୁ ପୂଜା କରାଯାଇଥାଏ । ଗୁରୁବାର ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଅନ୍ୟ ଗୁରୁବାର ଅପେକ୍ଷା ମାଗଶିରା ମାସ ଗୁରୁବାର ମା ଲକ୍ଷଙ୍କର ପ୍ରିୟ ହୋଇଥାଏ । ଏହି ଦିନ ମା ଲକ୍ଷ୍ମୀଙ୍କର ପୂଜା କରିଲେ ମା ଲକ୍ଷ୍ମୀଙ୍କ ଆଗମନ ଗୃହକୁ ହୋଇଥାଏ । ଆମ ଯିବାର ସବୁ ସୁଖର ଚାବିକାଠି ବୃହସ୍ପତିଙ୍କ ପାଖରେ ଥିବା କୁହାଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ମାଣବସା ଗୁରୁବାର ବହୁତ ପବିତ୍ର ହୋଇଥାଏ । ତେବେ ଏହି ଦିନ କେଉଁ କାମ କରିବା ଶୁଭ ଓ ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
୧- ଯଦି ଆପଣ ଗୁରୁବାରରେ ଘରର ନାରୀମାନେ କେଶ ଧୋଇଥାନ୍ତି ବା ପୁରୁଷ ମାନେ ନଖ, ଦାଢି ଓ କେସ କାଟିଥାନ୍ତି ଏହା ଦ୍ଵାରା ଗୁରୁ ଗ୍ରହ କ୍ରୋଧିତ ହୋଇଥାନ୍ତି ।
୨- ଗୁରୁବାରରେ କୌଣସି ବ୍ୟକ୍ତି କାହାକୁ ଉଧାର ଦିଅନ୍ତୁ ନାହି କାହା ଠାରୁ ଉଧାର ଆଣନ୍ତୁ ନାହି । ଯଦି ଗୁରୁବାରରେ କେଉଁ ବ୍ୟକ୍ତିଙ୍କୁ ଉଧାର ଦେଉଛନ୍ତି ଆପଣ ଦୁହିଙ୍କର କାଙ୍ଗାଳ ଅବସ୍ଥା ହୋଇଥାଏ ।
୩ ଗୁରୁବାରରେ ଘରେ ପୋଛା ଲଗାଇବା ଶାସ୍ତ୍ର ଅନୁଯାୟୀ ବର୍ଜିତ ଅଟେ । ଏହା ଦ୍ଵାରା ବାସ୍ତୁ ଦୋଷ, ଆକସ୍ମିକ ଦୁର୍ଘଟଣା ଓ ନେଗେଟିଭ ଊର୍ଜା ସୃଷ୍ଟି ହୋଇଥାଏ । ଯଦି ପୋଛା ଲଗାଉଛନ୍ତି ତେବେ ଲୁଣ ମିଶାଇ କରିପାରିବେ ।
୪- ଗୁରୁବାର ଦିନ ଧ୍ୟାନ ରଖନ୍ତୁ ନିଜ ସ୍ତ୍ରୀ, ପିତା, ମାତା ବା ଘରର କୌଣସି ମହିଳାଙ୍କ ସହ ଝଗଡା ବା ଅପମାନ ଦେବା ସାକ୍ଷାତ ଗୁରୁ ଗ୍ରହାଙ୍କୁ ବରବତ କରିବା ସମାନ ହୋଇଥାଏ । ତେଣୁ ଗୁରୁବାର ଦିନ ସ୍ତ୍ରୀ, ମାତା ପିତା ବା ଅନ୍ୟ କାହା ସହ ଲଢେଇ ଝଗଡା କରନ୍ତୁ ନାହି ।
୫- ଯଦି ଆପଣଙ୍କର ଲଗାତାର ଧନ ହାନି ହେଉଛି ବା କେଉଁ କାର୍ଯ୍ୟ କରିବା ସମୟରେ ସମସ୍ୟାର ସାମ୍ନା କରିବାକୁ ପଡୁଛି ଆପଣ ଏଥିରୁ ମୁକ୍ତି ପାଇବାକୁ ଚାହୁଁଥିଲେ ୫ଟି ଗୁଡୁବାର ରେ ବିନା ଧାରୁଆ ଜିନିଷରେ କଟା ଯାଇଥିବା ପରିବା ଖାଦ୍ଯ ଉଚିତ ଅଟେ । ଏମିତି କରିଲେ ରାହୁଙ୍କର କ୍ରୂର ପ୍ରଭାବ ଦୂରେଇ ଯାଇଥାଏ ।
୬- ଗୁରୁବାରରେ ସ୍ତ୍ରୀ ମାନେ ଓସ୍ତ ଗଛରେ ଜଳ ଅର୍ପଣ କରନ୍ତୁ ନାହି । ଏହା ଦ୍ଵାରା ଗୃହଉ ନେଗେଟିଭ ଊର୍ଜା ଆକର୍ଷିତ ହୋଇଥାଏ । ତେଣୁ ଏପରି ଭୁଲ କରନ୍ତୁ ନାହି ।
୭- ଗୁରୁବାରରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ନିଶ୍ଚୟ ବନାଇ ପାରିବେ । କିନ୍ତୁ ଧ୍ୟାନ ରଖିବେ ଯେଉଁ ରୁମ ଆରେ ଆପଣ ଥିବେ ସେଠାରେ ପିତୃ ପୁରୁଷଙ୍କ ଫୋଟୋ ନ ଥିବ । ନଚେତ ଅନେକ ଦୋଷର ସାମନା କରିବାକୁ ପଡିଥାଏ ।
୮- ଯଦି ଆପଣ ଗୁରୁ ଗ୍ରହଙ୍କୁ ପ୍ରସନ୍ନ କରିବାକୁ ଚାହୁଁ ଛନ୍ତି ତେବେ ଗୁରୁବାର ରେ ଛୋଟ କନ୍ୟାଙ୍କୁ ହଳଦିଆ ବସ୍ତ୍ର ବା ଜିନିଷ ଦାନ କରନ୍ତୁ । ଯଥା ହଳଦିଆ ରଙ୍ଗର ଗିଫ୍ଟ ବ ମିଠା ଖାଇବାକୁ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।