ମଙ୍ଗଳବାର ଦିନ ଭୁଲରେ ବି କରିବା କଥା ନୁହେଁ ଏହି 3ଟି କାମ, ହୋଇପାରେ ଭୟଙ୍କର କ୍ଷତି- Jyotisha Shastra

ଭଗବାନ ହନୁମାନଙ୍କର ପ୍ରିୟ ବାର ହେଉଛି ମଙ୍ଗଳବାର । ଏହି ଦିନ ଭଗବନା ହନୁମାନଙ୍କର ଭକ୍ତିର ସହ ପୂଜା ଅପଥ କରିଲେ ସବୁ ରୋଗରୁ ମୁକ୍ତି ପାଇବା ସହ ଜୀବନରେ ଚାଲିଥିବା ଦୁଖ, ଦରିଦ୍ର ଓ ଅଭାବର ନିବାରଣ ହୋଇଥାଏ । ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କର ଆରଧାନ କରିଲେ ତାଙ୍କର କୃପା ଲାଭ ହୋଇଥାଏ । ମଙ୍ଗଳବାର ଦିନ କିଛି ଖାସ ଉପାୟ କରିବା ଦ୍ଵାରା ପ୍ରଭୁ ହନୁମାନଙ୍କର ଆଶୀର୍ବାଦ ଲାଭ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ କେଉଁ କାମ ମଙ୍ଗଳବାର ଦିନ କରିବା ବର୍ଜନୀୟ ହେବା ସହ କଣ କରିଲେ ଦରିଦ୍ରତା ଦୂର ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ମଙ୍ଗଳବାର ଦିନ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ଯାଇ ଭଗବାନ ହନୁମାନଙ୍କର ଦର୍ଶନ କରିବା ଉଚିତ ।

ଏହି ଦିନ ହନୁମାନ ଚାଳିଶା ପାଠ କରିବା ସହ ଦୀପ ଲଗାଇବା ଉଚିତ । ଏହା ସହ ପିପଲ ଗଛର ପୂଜା କରିବା ଉଚିତ । ଏହା ଦ୍ଵାରା ଭଗବାନ ହନୁମାନଙ୍କର କୃପା ଲାଭ ହୋଇଥାଏ । ମଙ୍ଗଳବାର ଦିନ ନାଲି ରଙ୍ଗର ବ୍ୟବହାର କରନ୍ତୁ । ଏହା ଦ୍ଵାରା ଆପଣ ପ୍ରତେକଟି କ୍ଷେତ୍ରରେ ସଫଳ ପାଇବେ ।

ଏହି ଦିନ କାହାକୁ କରଜ ଦେବା ବା ନେବା ଉଚିତ ନୁହେଁ । ମଙ୍ଗଳବାର ଦିନ ଆମିଷ ବା ମଦ୍ୟପାନର ସେବନ କରିବା ଅନୁଚିତ । ଏହା ଦ୍ଵାରା ଆପଣଙ୍କ ସ୍ଵଭାବରେ ଉଗ୍ରତା ଆସିବା କାରଣରୁ ଘରେ କଳହ ସୃଷ୍ଟି ହୋଇଥାଏ । ଏହି ଦିନ କଳା ବସ୍ତ୍ର ଧାରଣ କରିବା ଅନୁଚିତ ।

ଏପରି କରିବା ଦ୍ଵାରା ବ୍ୟକ୍ତି ସାମାଜିକ, ମାନସିକ ଓ ଶାରୀରିକ କସ୍ତା ଅନୁଭବ କରିଥାଏ । ଏହା ବ୍ଯତୀତ ବ୍ୟକ୍ତି ଅଚାନକ କୋର୍ଟ କଚେରୀ ମାମଲା ରେ ବା କୌଣସି ବଡ ସଙ୍କଟ ରେ ପଡିପାରେ । ଏହି ଦିନ କେଶ କାଟିବା ଦ୍ଵାରା ବ୍ୟକ୍ତିର ଆୟୁଷ କମ ହେବା ସହ ଧନ ହାନି ହୋଇଥାଏ ।

ଏହି ଦିନ ଶ୍ରୀଙ୍ଗାର ଜିନିଷ କିଣିବା ଉଚିତ ନୁହେଁ । ଏହା ଦ୍ଵାରା ଦାଂପତ୍ଯ ଜୀବନରେ ମନାନ୍ତର ସୃଷ୍ଟି ହୋଇଥାଏ । ତେଣୁ ଶୁକ୍ରବାର ଦିନ ଶ୍ରୀଙ୍ଗାର କିଣିବା ଶୁଭ ବୋଲି ମାନାଯାଏ । ଯେ ହେତୁ ଭଗବାନ ହନୁମାନ ହେଉଛନ୍ତି ବ୍ରମ୍ହାଚାରୀ । ତେଣୁ ମଙ୍ଗଳବାର ଦିନ ଦମ୍ପତି ମାନେ ବ୍ରମ୍ହାଚାରୀ ନିୟମ ପାଳନ କରିବା ଉଚିତ ।

ମଙ୍ଗଳାବର ଦିନ ମା ସୀତାଙ୍କ ମନ୍ଦିର ଯାଇ ପ୍ରଭୁ ହନୁମାନଙ୍କ ଦର୍ଶନ କରିବା ଉଚିତ । ଏହା ଦ୍ଵାରା ଐଶ୍ବରୀୟ ପ୍ରାପ୍ତ ହୋଇଥାଏ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ଯାର ନିବାରଣ ହୋଇଥାଏ । ମଙ୍ଗଳବାର ଦିନ ନାଲି ଗାଈକୁ ରୋଟି ଖାଇବାକୁ ଦେଲେ ଶୁଭ ହୋଇଥାଏ ।

କାରଣ ମଙ୍ଗଳ ଗ୍ରହ ସମ୍ଭଧ ନାଲି ରଙ୍ଗ ସହ ଜଡିତ ଥାଏ । ଏହି ଦିନ କରଜ ନେଲେ ତାହା ସୁଝିବା କଷ୍ଟସାଧ୍ୟ ହୋଇଥାଏ । ଯଦି କରଜ ଦେଇଛନ୍ତି ତେବେ ତାହା ଫେରସ୍ତ ପାଇବା ମଧ୍ୟ କଷ୍ଟକର ହୋଇଥାଏ । ତେବେ ଏହି ସବୁ କାମ ମଙ୍ଗଳବାର କରିବା ଉଚିତ ଓ ଅନୁଚିତ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *