ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚଣ୍ଡୀଖୋଲ GIT କଲେଜରେ ଛାତ୍ରୀ ଙ୍କ ସହ ଅ-ଘ-ଟ-ଣ ଘଟିଛି । ଝିଅର ବାପାଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ଅ-ଭି-ଯୋ-ଗ କରିଛନ୍ତି । ଝିଅଟି କଲେଜ ରେ ଆ-ତ୍ମ-ହ-ତ୍ୟା କରିଛି ଖବର ଶୁଣିବା ପରେ ବାପା ଏହିଭଳି ପ୍ର-ତି-କ୍ରି-ୟା ଦେଇଛନ୍ତି । ଝିଅର ବାପା ଙ୍କ କହିବା ଅନୁଯାୟୀ କଲେଜରେ ସବୁ ମିଶି ତାଙ୍କ ଝିଅକୁ ମା-ରି ଦେଇଛନ୍ତି । କଲେଜରେ ଟି-ଚ-ର ମାନେ ଝିଅକୁ ଅ-ତ୍ୟା-ଚା-ର କରିବା ସହ ତା ସହ ଖ-ରା-ପ ଆ-ଚ-ର-ଣ କରୁଥିଲେ ବୋଲି ଝିଅର ମା କହିଛନ୍ତି ।
ତାଙ୍କ ଝିଅ କେବେ ବି ଆ-ତ୍ମ-ହ-ତ୍ୟା କରି ପାରିବ ନାହି ବୋଲି ଝିଅର ବାପା ମ-ତ ଦେଇଛନ୍ତି । ଗତ ୭ ରୁ ୮ ଦିନ ହେବ ଝିଅ କଲେଜ ହଷ୍ଟେଲକୁ ଯାଇଥିଲା । ଝିଅଟି ଯେଉଁ ହଷ୍ଟେଲ ରୁମରେ ରହୁଥିଲା ସେଠାରେ ଆଉ ୪ଜଣ ଝିଅ ରହୁଥିଲେ । କିନ୍ତୁ କିଛି ଦିନ ତଳେ ଗୋଟେ ଝିଅକୁ ସେହି ରୁମରୁ ବାହାର କରି ଦିଆ ଯାଇଛି । ଆଉ ୪ ଜଣ ସେହି ରୁମରେ ରହୁଥିଲେ । ଝିଅର ମାଙ୍କ କହିବା ମୁତାବକ ତାଙ୍କ ଝିଅ ଯେଉଁ ରୁମରେ ରହୁଥିଲେ ତାର ବଦଳି କରାଯାଇ ତାକୁ ଅନ୍ୟ କୌଣସି ରୁମରେ ରଖା ଯାଉଥିଲା ।
ତେବେ ଝିଅ ଟି ସେଭଳି ନୁହେଁ କି ବିନା କାରଣରେ ଆ-ତ୍ମ-ହ-ତ୍ୟା କରି ଦେବ ବୋଲି ଝିଅର ମା କହିଛନ୍ତି । ତାଙ୍କ ଝିଅ ସହ ଏମିତି କିଛି ହୋଇଛି ଯାହା ସହ୍ୟ ନ କରିପାରି ଝିଅ ଟି ଆ-ତ୍ମ-ହ-ତ୍ୟା କରିଛି ବୋଲି ଅ-ଭି-ଯୋ-ଗ- ହୋଇଛି । ତେବେ କଲେଜ ତରଫରୁ ଏ ନେଇ କୌଣସି ସଠିକ ସୂଚନା ମିଳି ନାହି । ଝିଅ ଟି ଏମିତି କରିବା ପୂର୍ବ ରୁ ଏକ ନୋଟ ଲେଖି ଯାଇଛି । ସେ ନୋଟରେ ଝିଅ ଟି ଲେଖିଛି ମଣିଷ ଜୀବନ ବହୁତ କଷ୍ଟ, ସଋ ମାମା ବାବା ଆଇ କ୍ଵିଟ । ଏହିଭଳି ଶବ୍ଦର ପ୍ରୟୋଗ ଝିଅ ଟି ମୃ-ତ୍ୟୁ ପୂର୍ବ ରୁ ନୋଟ ରେ କରି ଯାଇଛି ।
ତେବେ ଝିଅର ବାପା ଓ ମା ବର୍ତ୍ତମାନ ତାଙ୍କ ଝିଅକୁ କିପରି ନ୍ୟା-ୟ ମିଳିବ ତାହା ନେଇ ଗଣ ମାଧ୍ୟମ ର ସାହାରା ନେଇଛନ୍ତି । ତାଙ୍କ ଝିଅକୁ ଯିଏ ମା-ରି-ଛି ତାକୁ ଉଚିତ ଦ-ଣ୍ଡ ଦିଆଯାଉ ବୋଲି ଝିଅର ପରିବାର ଲୋକେ ଦା-ବି କରିଛନ୍ତି । ତାଙ୍କ ଝିଅ ଗତ ଦୁଇ ତିନି ଦିନ ତଳେ ଫୋନ କରି କହିଥିଲେ ଯେ ସେ ଭଲ ଅଛି ତାର କୌଣସି ଅ-ସୁ-ବି-ଧା ହେଉ ନାହି । ତେବେ ଏହା ଭିତରେ ଏମିତି କଣ ଘଟିଲା ଯେ ଝିଅ ଆ-ତ୍ମ-ହ-ତ୍ୟା କରିଦେଲା ତାହା ନେଇ ବର୍ତ୍ତମାନ ବଡ ପ୍ରଶ୍ନ ଉଠିଛି । ତେବେ ପୋ-ଲି-ସ ଏ ମା-ମ-ଲା ରେ କଣ ତ-ଦ-ନ୍ତ କରୁଛି ତାହା ଦେଖିବାର ଅଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।