( ମଶା ) ଘର ଛାଡ଼ି ଚାଲିଯିବେ | କରନ୍ତୁ ଏହି ଘରୋଇ ଉପାୟ

ମଶା କାମୁଡିବା ଦ୍ଵାରା ଭ-ୟ-ଙ୍କ-ର ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ହୋଇଥାଏ । ଏଥିପାଇଁ ଲୋକ ମାନେ ବଜାର ରୁ ମିଳୁଥିବା ଲିକୁଇଡି କଏଲ ର ବ୍ୟବହାର କରିଥାନ୍ତି । କିନ୍ତୁ କିଛି କ୍ଷେତ୍ର ରେ ଏହା ସଫଳ ହୋଇଥାଏ ତ ଆକୁ କିଛି କ୍ଷେତ୍ର ରେ ବିଫଳ ହୋଇଥାଏ । ଘରେ ମଶା ଅଧିକ ହେବା ଦ୍ଵାରା ଲୋକ ମାନଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଆଜିର ଆମର ବିଷୟ ବସ୍ତୁ ରହିଛି ମଶା କୁ ଘରୁ ବାହାର କରିବା ପାଇଁ କିଛି ଘରୋଇ ଉପଚାର ନେଇ ଆସିଛୁ ।

ମଶା ଘରୁ ଘଉଡେଇବା ପାଇଁ ପ୍ରଥମ ସମାଗ୍ରୀର ଆବଶ୍ୟକତା ରହିଛି ନିମ ପାତ୍ର ର । କିଛି ନିମ ପତ୍ର ନେଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଏହାର ଛୋଟ ଛୋଟ ଖଣ୍ଡ କରନ୍ତୁ । ଏହି ଉପାୟ ଟି ଘରେ ପ୍ରୟୋଗ କରିଲେ ଘରେ ଗୋଟିଏ ବି ମଶା ରହିବ ନାହି । ନିମ ପତ୍ର ର ଭଲ ଭାବେ ପାଉଡର ପ୍ରସ୍ତୁତ କରନ୍ତୁ । ନିମ ପତ୍ର ଆମ ଶରୀର ପାଇଁ ହିତକାରକ ହୋଇଥାଏ । ବିଶେଷ କରି ଏହା ମଶା ଦୂର କରିବାରେ ସହାୟକ ହୋଇଥାଏ ।

ନିମ ପତ୍ର ର ପାଉଡର ପ୍ରସ୍ତୁଇତ ହେବା ପରେ ଏହାକୁ ରାଶି ବା ତିଳ ତେଲରେ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହା ବ୍ଯତୀତ ଆପଣ ନଡିଆ ତେଲ ବା ସୋରିଷର ତେଲର ବ୍ୟବହାର କରି ପାରିବେ । ଏହିପରି ଭାବେ ଆପଣ ନିମ ତେଲ ଘରେ ପ୍ରସ୍ତୁତ କରି ପାରିବେ । ଏହି ତେଲକୁ ସେତେ ସମୟ ଯାଏଁ ଫୁଟାନ୍ତୁ ଯେଉଁ ଯାଏନ ନିମ ପତ୍ରର ସବୁ ପୋଷାକ ତତ୍ତ୍ଵ ତେଲରେ ନ ମିଶିଛି । ଏହା ପରେ ଏହାକୁ ୫ରୁ ୬ମିନିଟ ଯାଏଁ ଫୁଟାନ୍ତୁ । ଏହା ପରେ ଏକ ପାତ୍ର କୁ କାଢି ଦିଅନ୍ତୁ ।

ଏହା ପରେ ଆବଶ୍ୟକ ରହିଛି କର୍ପୁର ଯାହା ଆମେ ଆଳତିରେ ପ୍ରୟୋଗ କରିଥାଉ । କର୍ପୁର ର ଭଲ ବାହାବେ ଗୁଣ୍ଡ ପ୍ରତୁତ କରନ୍ତୁ । ନିମ ପତ୍ରରେ ତିଆରି ହୋଇଥିବା ତେଲ ଏକ ଚାମଚ କର୍ପୁର ମିଶ୍ରଣ କରନ୍ତୁ । ଏହା ପରେ ଏକ କାଚ ବୋତଲ ରେ ଏହି ତେଲ କୁ ଭାରି ଦିଅନ୍ତୁ । ଧ୍ୟାନ ରଖିବେ ଯେପରି ବୋତଲର ମୁହଁ କଣା ରହିବ । ଏହି ବୋତଲରେ ଏକ ବଳିତା ପୁରାନ୍ତୁ । ଏହିପରି ଭାବେ ମଶା ଦୂର କରିବା ପାଇଁ ଘରୋଇ ଉପଚାର ତିଆରି କରାଯିବ ।

ଏହା ପରେ ଯେଉଁ ଘରେ ମଶା ହେଉଛନ୍ତି ସେହି ଘରେ ଏହି ବୋତଲରେ ଥିବା ସଳିତାକୁ ଜଳାଇ ଦିଅନ୍ତୁ । ଆପଣ ଦେଖିବେ ମଶା ଯେତେ ଅଧିକ ଥିଲେ ମଧ୍ୟ ତୁରନ୍ତ ଏହାରା ପ୍ରଭାବରେ ଘରୁ ବାହାରି ଯିବ । ଏହା ଏକ ପ୍ରାକୃତିକ ଘରୋଇ ଉପଚାର ଅଟେ । ଏଥିରେ କୌଣସି କ୍ଷତି ହେବ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *