କାହିଁକି ଏତେ ସୁନା ପିନ୍ଧୁଥିଲେ ବପ୍ପି ଦା (Bappi Lahiri) ? ଏହା ପଛରେ ଥିବା କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ବଲିଉଡର ମ୍ୟୁଜିକ କମ୍ପୋଜର ତଥା ଲୋକପ୍ରିୟ ସଂଗୀତକାର ବାଲି ଲାହିରିଙ୍କର ମାତ୍ର ୬୯ ବର୍ଷ ବୟସରେ ନିଧନ ହେବା ବିଷୟରେ PTI ଏଜେନ୍ସି ସୂଚନା ଦେଇହକନ୍ତି । ତାଙ୍କର ମୁମ୍ବାଇର ଯୁହୁ ର କ୍ରିଟି କେୟାର ହସପିଟାଲରେ ନିଧନ ହୋଇଛି ଯାହା ସୂତ୍ର ରୁ ଜଣା ପଡିଛି । ମ୍ୟୁଜିକ ଦୁନିଆରେ ବାପି ଲାହିରିଙ୍କୁ ଦିସ୍କୋ କିଙ୍ଗ ଭାବେ ଜଣାଯାଏ । ତାଙ୍କର ପ୍ରକୃତ ନାମ ଆଳିକେଶ ଲାହିରି ଅଟେ । ସେ ଏମତି ଜଣେ ସେଲିବ୍ରେଟି ଥିଲେ ଯିଏ ଅଧିକ ସୁନା ପିନ୍ଧୁଥିଲେ ।

ତାଙ୍କୁ ଅଧିକ ସୁନା ଗହଣା ପିନ୍ଧିବା ପସନ୍ଦ ଥିଲା । ଶିଂଗର “ଡିସ୍କୋ ଡ୍ୟାନ୍ସର”, “ନମକ ହଲାଲ”, “ହିମତବାଲା” ଓ “ସରାବି” ଆଦି ଫିଲ୍ମରେ ଗୀତ ଗାଈ ସେ ଖୁବ ଲୋକପ୍ରିୟ ହୋଇଥିଲେ । ବାପି ଦା ଙ୍କୁ ଆରେ ପ୍ୟାରା କର ଲେ ଓ ଉହୁ ଲାଲା ଗୀତ ପାଇ ମଦ୍ୟ ଜଣା ଯାଉଥିଲା । ସେ ସଙ୍ଗୀତ ଦୁନିଆରେ ମସୁର ହେବା ସହ ସୁନା ପିନ୍ଧିବାରେ ମଧ୍ୟ ଜଣାଶୁଣା ଥିଲେ ।

କିନ୍ତୁ ତାଙ୍କର ଏତେ ସୁନା ପିନ୍ଧିବାରେ କଣ ଗୁପ୍ତ ରହସ୍ୟ ଥିଲା ତାହା ବିଷୟରେ ବାପି ଦା ଏକ ଇଣ୍ଟରବିୟୁ ରେ ଏହାର ଖୁଲାସା କରିଥିଲେ । ସେ କହିଥିଲେ ଯେ କୌଣସି ମସୁର ପର୍ଶନାଲିଟି ଙ୍କ ଠାରୁ ବହୁତ ପ୍ରଭାବିତ ହୋଇଥିଲେ । ଯାହାକୁ ଦେଖିବା ପରେ ସେ ନିଜକୁ ଏମିତି ଷ୍ଟାଇଲିସ କରିବା ପାଇଁ ଚିନ୍ତା କରିଥିଲେ । ସେହି ମସୁର ପର୍ଶନାଲିଟିଙ୍କ ନାମ ହେଉଛି ଆମେରିକାର ପାପ ଷ୍ଟାର ଏଲିବ୍ସ ପ୍ରେସଲି ।

ସେ ନିଜର ପ୍ରୋଗ୍ରାମ ରେ ବହୁତ ସୁନା ଗହଣା ପିନ୍ଧିଥିଲେ ଯାହାକୁ ଦେଖି ବାପି ଦା ଅଧିକ ପ୍ରଭାବିତ ହୋଇଥିଲେ ବୋଲି କହିଛନ୍ତି । ଆହୁରି ମଧ୍ୟ ବାପି ଦା କହିଥିଲେ କି ଯେତେବେଳେ ସେ ଏଲିବ୍ସ ଙ୍କୁ ଦେଖୁଥିଲେ ସେହି ସମୟରେ ସେ ଚିନ୍ତା କରୁଥିଲେ ମୁଁ ଯେବେ ମସୁର ଓ ଜୀବନରେ ସଫଳ ହୋଇଯିବି ସେତେବେଳେ ତାଙ୍କ ଭଳି ନିଜର ଲାଇଫ ଷ୍ଟାଇଲ ମେଣ୍ଟେନ କରିବି । ଆଲିବ୍ସ ଙ୍କ ଭଳି ଚାବି ବାପି ଡ ନିଜ ଜୀବନରେ କରିବେ ବୋଲି କହିଥିଲେ ।

ଏହା ସହ ବାପି ଦା ନିଜେ ପିନ୍ଧୁଥିବା ସୁନା କୁ ନେଇ ନିଜକୁ ବହୁତ ଲକି ମାନୁଥିଲେ । ତାଙ୍କୁ ସୁନା ପିନ୍ଧିବା ଏତେ ପସନ୍ଦ ଥିଲା ଯେ ଏହାକୁ ନେଇ ସେ ବହୁତ ଷ୍ଟାଇଲିସ ହୋଇଥିଲେ । ତେବେ ସୁନା ପିନ୍ଧିବା ପଛରେ ବାପି ଦାଙ୍କର ଏହା ଥିଲା ମୁଖ୍ୟ କାରଣ । ସେ ବଲିଉଡ ରେ ଅନେକ ଗୀତରେ ସଂଗୀତା ଦାନ କରିବା ସହ ମ୍ୟୁଜିକ କମ୍ପୋଜ ପାଇଁ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ବାପି ଦାଙ୍କ ସୁନା ପିନ୍ଧିବା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *