ନମସ୍କାର ବନ୍ଧୁଗଣ, ମାଟି ରେ ମିଶି ଯାଇଛି କିଶୋର ମଟନ ଦୋକାନ । BMC ବୋଲ୍ଦୋଜର ଚଢାଇ ଦୋକାନ କୁ ପୁରା ମାଟିରେ ମିଶାଇ ଦେଇଛି । କିନ୍ତୁ ଭୁବନେଶ୍ବର ରେ ଅନେକ ହୋଟେଲ ଥାଇ ମଧ୍ୟ କିଦୋର ଙ୍କ ମଟନ ଦୋକାନ ଉପରେ BMC କଣ ପାଇଁ ଟାର୍ଗେଟ କରିଥିଲା ? ଏମିତି କିଛି ରସ୍ନ ଏବେ ସମସ୍ତଙ୍କ ମନରେ ଉଠିବାରେ ଲାଗିଛି । ତେବେ ସୂଚନା ଅନୁଯାୟୀ କିଶୋର ଙ୍କ ମଟନ ଦୋକାନ ଭାଙ୍ଗିବା ପଛରେ ସତ୍ୟତା ହେଉଛି ଦୀର୍ଘ ୨୦ ବର୍ଷ ହେବ କିଶୋର ଦୋକାନ ଆରମ୍ଭ କରିଥିଲେ ।
କିନ୍ତୁ ସେହି ସମୟର ରାଜଧାନୀ ଆଉ ଏବେର ରାଜଧାନୀ ଭିତରେ ବହୁତ ଫରକ ରହିଛି । ଏବେ ରାଜଧାନୀରେ ଖାଇବା ଠାରୁ ଆରମ୍ଭ କରି ରହିବା ଜାରଣ ସରକାରୀ ସବୁ କ୍ଷେତ୍ରରେ ଶକ୍ତ ହୋଇଛନ୍ତି । ଯାହାର ସିଧା ପ୍ରଭାବ ଏବେ କିରୋର ଙ୍କ ଦୋକାନ ଉପରେ ପଡିଥିଲା । ସେ ଦିନକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ମଟନ ତରକାରୀ ବ୍ୟବସାୟ କରି । କିନ୍ତୁ ସେ ତାଙ୍କ ଦୋକାନରେ ଲାଭ ଟଙ୍କା ରୁ ତିଳେ ମାତ୍ରେ ସ୍ବଚ୍ଛତା ଓ ଭଲ ଖାଦ୍ୟ ସାମଗ୍ରୀ କିଣାରେ ଲଗାଉ ନ ଥିଲେ ।
ଖାଦ୍ଯ ରେ ରଙ୍ଗ ଠାରୁ ଆରମ୍ଭ କରି ମସାଲା ସବୁ ନିମ୍ନ ମାନର ଦେଉଥିଲେ । ମଟନ ରେ କିଶୋର ପକାଉଥିଲେ ନିମ୍ନ ମାନର ସକ୍ସ । ଯାହାକୁ BMC ଦେଖିବା ପରେ ରେଡ କରିଥିଲା । ସବୁଠାରୁ ବଡ କଥା ହେଉଛି ସେ ମଟନ ଛଡା କଙ୍କଡା ମଧ୍ୟ ବ୍ୟବସାୟ କରୁଥିଲେ । ଆଡ ବଡ କଙ୍କଡା ତରକାରୀ ମଧ୍ୟ ବ୍ୟବସାୟ କରୁଥିଲେ ।
ଯେଉଁ କଙ୍କଡା ତିଆରି କରୁଥିଲେ କିଶୋର ତାହା ଶଢା ଥିବା BMC କହିଥିଲା । ଏହା ସହ ହୋଟେଲର ସ୍ବଚ୍ଛତା ରେ ଧ୍ୟାନ ଦେଉ ନ ଥିଲେ କିଶୋର । ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ବି ଫ୍ୟାନ ଗୋଟେ ଲଗାଇ ଥିଲେ । ଲୋକେ ବିନା ଫ୍ୟାନ ରେ ବସି ଖାଉଥିଲେ । ହୋଟେଲ ଟି ସରକାରୀ ସ୍ଥାନରେ ହୋଇ ଥିବାରୁ ଭଡା କି ଟ୍ୟାକ୍ସ ବି ଦେଉ ନ ଥିଲେ କିଶୋର ।
ଯାହା ପାଇଁ ତାଙ୍କର ବେପାର ଭଲ ହୋଇ ଥିବାରୁ ମନରେ ଗର୍ବ ଚାଲି ଆସିଥିଲା ବୋଲି ଲୋକେ କହିଛନ୍ତି । ଅନ୍ୟ ପକ୍ଷ ରେ ଦେଖିବାକୁ ଗଲେ ତାଙ୍କ ହୋଟେଲ ପାଖରେ ରହିଛି ମେଡିକାଲ ଯେଉଁଠି କି ସବୁ ଦିନ ହଜାର ହଜାର ଲୋକେ ଚିକିତ୍ସା ପାଇଁ ଆସୁଥିଲେ ।
ହେଲେ କିଶୋର ଙ୍କ ମଟନ ତରକାରୀ ପାଇଁ ଏତେ ଗହଳି ହୋଇଥାଏ କି ଟ୍ରାଫିକ ବହୁତ ଜାମ ହୋଇଥାଏ । ଏମିତିକି ଆମ୍ବୁଲାନ୍ସ ମଧ୍ୟ ଅଟକି ଯାଇଥାଏ । ତାଙ୍କ ହୋଟେଲ ପାଇଁ ଚିକିତ୍ସା ରେ ବାଧା ସୃଷ୍ଟି ହୁଏ । ଆଉ ଯାହା ପାଇଁ BMC କିଶୋର ଙ୍କ ହୋଟେଲ ସହ ଅନ୍ୟ ହୋଟେଲ ଉପରେ ରେଡ କରିଥିଲା । ଆଉ ଗତ କାଲି ସବୁ ହୋଟେଲକୁ ମାଟି ରେ ମିଶାଇ ଦେଇଛି BMC । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।