ଆଜିକାଲି ପୁରୁଷ ହେଉ ବା ମହିଳା ମାନେ ହୁଅନ୍ତୁ ସମସ୍ତଙ୍କର କେଶ ଝଡିବା ସମସ୍ଯା ଅଧିକ ମାତ୍ରା ରେ ଦେଖା ଯାଉଛି । ଏଥିପାଇଁ ବାଜରରେ ମିଳୁଥିବା କେମିକାଲ ଶ୍ୟାମ୍ପୋ ବା ତେଲ ର ପ୍ରୟୋଗ କିଛି ଲୋକେ ନିଜ କେଶରେ କରୁଛନ୍ତି । କିନ୍ତୁ କେଶ ଝଡିବା ବନ୍ଦ ହେବା ବଦଳରେ ଏହା ଅଧିକ ହେଉଛି । କିଛି ଲୋକଙ୍କର କେଶ ଝଡିବା କାରଣରୁ ଚନ୍ଦାପଣ ମଧ୍ୟ ଦେଖା ଯାଉଛି ।
ଆଜି ଆମେ ଆପଣ ମାନଙ୍କ ପାଇଁ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରିଲେ କେଶ ଝଡିବା ସମସ୍ଯା ଦୂରେ ହେବା ସହ କେଶ ଲମ୍ବା ଓ ଘନ ହୋଇଯିବ । କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଆଜର ଆବଶ୍ୟକତା ରହିଛି । ଏଥିପାଇଁ ୩ଟି ରେମେଡି ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ପ୍ରଥମ ରେମେଡି ପାଇଁ ଏକ କପ ପିଆଜ ରସ ପ୍ରସ୍ତୁତ କରନ୍ତୁ । ଏହା ପରେ ଏକ ଚାମଚ କଳାଜୀରା ଗୁଣ୍ଡ ପକାନ୍ତୁ ।
କଳାଜୀରା ସହଜରେ ଆପଣଙ୍କୁ ରୋଷେଇ ଘରୁ ମିଳିଯିବ । ଏହା ପରେ ଆଡ କାରଣରୁ ମେଥି ଗୁଣ୍ଡ ଯାହା ଆପଣଙ୍କୁ ରୋଷେଇ ଘରୁ ମିଳିଯିବ । ଏହା ପରେ ଆଡ କରନ୍ତୁ ଦହି । ଏହା ପରେ ଭଲ ଭାବେ ଏହି ସବୁ ସାମଗ୍ରୀର ମିଶ୍ରଣ କରି କେଶରେ ଭଲ ଭାବେ ଲଗାନ୍ତୁ । ଏହାକୁ କେଶରେ ଲଗାଇ ଏକ ଘଣ୍ଟା ଯାଏଁ ରଖିବା ପରେ ପାଣିରେ ଧୋଇ ପାରିବେ । ଏହି ଉପଚାର ପ୍ରୟୋଗ କରିବା ଦ୍ଵାରା କେଶ ଲମ୍ବା ଓ ଘନ ହେବ । ଏହାକୁ ସପ୍ତାହରେ ଥରେ ବ୍ୟବହାର କରିବେ ।
ଦିତୀୟ ରେମେଡି ପାଇଁ କିଛି ପିଆଜ ନେଇ ଏହାକୁ ଭଲ ବାହାବେ ଖଣ୍ଡ ଖଣ୍ଡ କରି ଛୋଟ ଛୋଟ ପିସରେ କାଟି ଦିଅନ୍ତୁ । ଏହା ପରେ ଗରମ ପାଣିରେ ପିଜା ଖଣ୍ଡକୁ ପକାଇ ଦେଇ ୧୦ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଏହା ପରେ ପିଆଜକୁ ଭଲ ଭାବେ ବଏଲ ହେବା ପରେ ଥଣ୍ଡା ହେବା ପରେ ଏହାକୁ ଛାଣି ଦିଅନ୍ତୁ ।
ଆପଣ କେଶ ଶ୍ୟାମ୍ପୋ କରିବା ପରେ ଶେଷରେ ଏହି ପାଣିରେ କେଶକୁ ଧୋଇ ଦିଅନ୍ତୁ । ବେସ୍ତ ରେଜଲ୍ଟ ପାଇବା ପାଇଁ ଏହାକୁ ସପ୍ତାହକୁ ଦୁଇ ଥର କରନ୍ତୁ । ଏହାକୁ ଆପଣ ପ୍ରାୟତ ୨ ମାସ ପ୍ରୟୋଗ କରିବାକୁ ପଡିବ ।
ତୃତୀୟ ରେମେଡି ପାଇଁ ପିଆଜର ରସ ପ୍ରସ୍ତୁତ କରନ୍ତୁ । ଏହା ପରେ ଆଡ କରନ୍ତୁ ଏକ ଚାମଚ ମହୁ । ଏହା ପରେ ଭଲ ଭାବେ ଏହାର ମିଶ୍ରଣ କରନ୍ତୁ । ଏହି ରେମଡିକୁ ଆପଣ କେଶର ମୂଳ ଭାଗରେ ଭଲ ଭାବେ ମଶାଚ କରନ୍ତୁ । ଏହାକୁ ୩୦ ମିନିଟ ଯାଏଁ ଲଗାଇ ଛାଡି ଦିଅନ୍ତୁ । ସପ୍ତାହକୁ ୩ ଥର ଏହି ଉପଚାରର ପ୍ରୟୋଗ କରନ୍ତୁ । କେଶ ଝଡିବା ଦୂର ହେବା ସହ କେସ ଲମ୍ବା ହେବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।