ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ପ୍ରତେକ ସ୍କୁଲ ମାନଙ୍କରେ ବାର୍ଷିକ ଖେଳ ଉଶ୍ଚବ ପାଳନ କରା ଯାଇଥାଏ ପ୍ରତେକ ବର୍ଷ । ତେବେ ବାର୍ଷିକ ହେଲ ଉଶ୍ଚବ ରେ ଅନେକ ଛାତ୍ର ଛାତ୍ରୀ ମାନେ ଭିନ୍ନ ଭିନ୍ନ ପ୍ରକାରର ଖେଳରେ ଭାଗ ନେଇଥାନ୍ତି ଆଉ ପୁରସ୍କୃତ ମଧ୍ୟ ହୋଇଥାନ୍ତି । କିନ୍ତୁ ଗତ କିଛି ସମୟ ହେବେ ସୋସିଆଲ ମିଡିଆରେ ଏଭଳି ଏକ ଖବର ପ୍ରସାର ହୋଇଛି ଯାହାକୁ ନେଇ ଏବେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି ।
ତେବେ ସୂଚନା ଅନୁଯାୟୀ ଭାଇରାଲ ହୋଇଥିବା ଭିଡିଓ ରେ ସ୍କୁଲ ର ଛାତ୍ରୀ ଜଣକ କହୁଛନ୍ତି ଯେ ଆମେ 15 ରୁ 20 ଜଣ ପିଲା ମ୍ୟୁଜିକ ଚେୟାର ଖେଳୁଥିଲୁ । ଆଉ ଖେଳିବା ସମୟରେ ହଠାତ କିଛି ପିଲାଙ୍କର ଛାତିରେ ଯନ୍ତ୍ରଣା ଆରମ୍ଭ ହେବାକୁ ଲାଗିଲା । ସେମାନେ ଠିକ ଭାବେ ନିଶ୍ଵାସ ପ୍ରଶ୍ଵାସ ନେଇ ପାରିଲେ ନାହି । ଯାହା ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ କୁ ଅଣା ଯାଇଛି ।
ତେବେ ସୂଚନା ଅନୁଯାୟୀ ସ୍କୁଲ ରେ ମ୍ୟୁଜିକ ଚେୟାର ଖେଳ ହେଉଥିଲା ଆଉ ଅନେକ ଛାତ୍ର ଛାତ୍ରୀ ମାନେ ଏଥିରେ ଭାଗ ମଧ୍ୟ ନେଇଥିଲେ । କିନ୍ତୁ ଖେଳିବା ସମୟରେ କିଛି ପିଲାଙ୍କର ହଠାତ ଛାତିରେ ଜୋର ରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଆଉ ସେମାନେ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ତୁରନ୍ତ ସ୍କୁଲର ଅଧ୍ୟକ୍ଷ ଓ ଶିକ୍ଷୟତ୍ରି ମାନେ ମେଡିକାଲ କୁ ଆମ୍ବୁଲାନ୍ସ ଜରିଆରେ ଆଣି ଭର୍ତ୍ତି କରିଛନ୍ତି ଆଉ ଏବେ ସେମାନଙ୍କର ଚିକିତ୍ସା ମଧ୍ୟ ଚାଲିଛି ।
ତେବେ ସ୍ଥାନୀୟ ଲୋକ ମାନେ ମଧ୍ୟ ପିଲାଙ୍କୁ ମେଡିକାଲ ଆଣିବାକୁ ସାହାଜ୍ଯ କରିଥିଲେ । ତେବେ ମେଡିକାଲ ରେ ବସି ଛାତ୍ରୀ ମାନେ ଜୋର ଜୋର ରେ କାନ୍ଦି ବାକୁ ଲାଗିଛନ୍ତି । ଏମିତି ହଠାତ କାହିଁଙ୍କି ହେଲା ତାହା ଏ ଯାଏଁ କିଛି ସ୍ପଷ୍ଟ ହୋଇପାରି ନାହି । ନା ସ୍କୁଲର ଅଧ୍ୟକ୍ଷ ଏ ବିଷୟରେ କିଛି ଜଣାଇଛନ୍ତି ନା ପିଲା ମାନେ ଏହା ବିଷୟରେ କିଛି ଜାଣିଛନ୍ତି ।
ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଖେଳ ପ୍ରତିଯୋଗୀତା ଥିବାରୁ ପିଲା ମାନେ କେହି କେହି କମ ଖାଇ ଘରୁ ଆସିଥିଲେ କିମ୍ବା ଆଉ କିଛି ପିଲା କିଛି ନ ଖାଇ ସ୍କୁଲ ପଳାଇ ଆସିଥିଲେ । ଏହି କାରଣରୁ ବୋଧ ହୁଏ ମେଇତି ହୋଇ ଥାଇପାରେ ବୋଲି ଅନୁମାନ କରା ଯାଇଛି ।
ତେବେ ସ୍କୁଲର ପିଲା ମାନେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଯାଇ ଜଣା ପଡିବ ଅସଲରେ କଣ ଘଟଣା ଘଟିଛି । ଡାକ୍ତର ସବୁ ପିଲାଙ୍କର ଚିକିତ୍ସା କରୁଛନ୍ତି । ଏ ଯାଏଁ ଡାକ୍ତର ମାନଙ୍କର କିଛି ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।