ମେଷ ରାଶିର ବ୍ୟକ୍ତି ମରିଗଲେବି କରନ୍ତୁ ନାହିଁ ଏହି 5 ଟି ବଡ ଭୁଲ୍, ନଚେତ ଜୀବନ ବର୍ବାଦ ହୋଇଯିବ । Aries । Astrology

ବନ୍ଧୁଗଣ 12 ଗୋଟି ରାଶି ମଧ୍ୟରୁ ମେଷ ରାଶି ହେଉଛି ପ୍ରଥମ ରାଶି । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଯଦି ଏହି 5 ଟି କଥା ଉପରେ ଧ୍ୟାନ ଦେବେ । ତେବେ ତାଙ୍କ ଜୀବନରେ କିଛି ବଡ ସମସ୍ଯା ଆସିନଥାଏ । ତାଙ୍କ ଚାଲୁଥିବା ବାଟରେ କଣ୍ଟା ଆସିନଥାଏ । ତେଣୁ ମେଷ ରାଶିର ଲୋକ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଉଚିତ ନୁହେଁ ସେ ସମ୍ପର୍କରେ ଜାଣନ୍ତୁ ।

1- ମେଷ ରାଶିର ଲୋକ କେବେବି କାହାର ପ୍ରଲୋଭନରେ ଭାସିଯାଆନ୍ତୁ ନାହିଁ । ଅର୍ଥାତ ସବୁବେଳେ ନିଜ ବୁଦ୍ଧି ଓ ବିବେକ କଥାରେ ପରିଚାଳିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ । ହେଲେ ପର ବୁଦ୍ଧିରେ ପଡି ତରବର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ନଚେତ ବହୁ ସମୟରେ ଯଦି କିଛି ଭୁଲ୍ ହୁଏ । ତେବେ ସର୍ବ ପ୍ରଥମେ ଦୋଷ ଆପଣଙ୍କୁ ହିଁ ଦିଆଯିବ ।

2- ମେଷ ରାଶିରା ଲୋକ ସ୍ବାଭିମାନୀ ହେବା ସହ ବହୁତ ରାଗୀ ମଧ୍ୟ ହୋଇଥାନ୍ତି । ତେଣୁ ଏମାନେ ନିଜରାଗ ଉପରେ ନିୟନ୍ତ୍ରଣ ରଖିବା ନିହାତି ଭାବେ ଉଚିତ । ନଚେତ ଯଦି ଆପଣ ବାରମ୍ବାର ଛୋଟ ଛୋଟ କଥାରେ ଏପରି ରାଗନ୍ତି । ତେବେ ଭଲ ଭଲ ସମ୍ପର୍କକୁ ମଧ୍ୟ ଆପଣ ହରାଇ ବସିବେ ।

3- ମେଷ ରାଶିର ଲୋକ କାହା ଉପରେ ବିଶ୍ବାସ କରିବା ପୂର୍ବରୁ ଶହେ ଥର ଭାବିବା ଉଚିତ । କାରଣ ଏମାନେ ବହୁତ ଶୀଘ୍ର ଅନ୍ୟରା କଥାକୁ ବିଶ୍ବାସ କରିଦେଇଥାନ୍ତି । ଅନ୍ୟକୁ ବିଶ୍ବାସ କରିବା ତ ଭଲ ହେଲେ ଦରକାର ଠାରୁ ଅଧିକ କି କାହା ଉପରେ ଆଖି ବନ୍ଦ କରି କେବେବି ବିଶ୍ବାସ କରନ୍ତୁ ନାହିଁ । ନଚେତ ଏଥିପାଇଁ ଆପଣ ବହୁତ କିଛି ଲସ୍ ରେ ମଧ୍ୟ ପଡି ପାରନ୍ତି ।

4- ମେଷ ରାଶିର ଲୋକ ନିଜ ଆୟ ଠାରୁ ଅଧିକ ବେୟ କରନ୍ତୁ ନାହିଁ । ଯେହେତୁ ଏମାନେ ଖର୍ଚୀ ସ୍ଵଭାବରା ହୋଇଥାନ୍ତି । ତେଣୁ ଏମାନେ ବେଳେବେଳେ ଆଗ ପଛ ବିଚାର ନକରି ଅଧିକ ଖର୍ଚ କରିଦେଇଥାନ୍ତି । ତେଣୁ ଅଯଥା ବଦ ଖର୍ଚ ଠାରୁ ସବୁବେଳେ ନିଜକୁ ଦୂରେଇ ରଖନ୍ତୁ ।

5- ମେଷ ରାଶିର ଲୋକ ନିଜ ସିକ୍ରେଟ କଥାକୁ ଅବେକ ସମୟରେ ସମସ୍ତଙ୍କୁ କହି ବୁଲନ୍ତୁ ନାହିଁ । କାରଣ ଆପଣ ବହୁତ ଶୀଘ୍ର ଅନ୍ୟ ଉପରେ ବିଶ୍ବାସ କରି ନିଜର ସବୁ ସିକ୍ରେଟ ତାଙ୍କ ସାମ୍ନାରେ ଖୋଲି କହିଦେଇଥାନ୍ତି । ପରେ ଆପଣ ସେଥିପାଇଁ ପସ୍ତେଇବାକୁ ମଧ୍ୟ ପଡିଥାଏ । ତେଣୁ ନିଜର ଗୋପନ କଥାକୁ ସବୁବେଳେ ଗୋପନରେ ରଖିବାକୁ ଚେଷ୍ଟା କରନ୍ତୁ । ଦରକାର ପଡିଲେ ନିଜର କେହି ବିଶ୍ଵସ୍ତ ଲୋଙ୍କ ସହ ନିଜ ମନର କଥାକୁ ଶେୟାର କରନ୍ତୁ ।

ଆଶା କରୁଛୁ ପୋଷ୍ଟଟି ଭଲ ଲାଗିଥିଲେ । ତେବେ ପେଜକୁ ଗୋଟେ ଲାଇକ୍ କରିବା ସହ ଆପଣଙ୍କରା ମେଷ ରାଶି ହୋଇଥିଲେ । କମେଣ୍ଟ କରିକି ନିହାତି ଭାବେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *