ମିଛ ପ୍ରେମର 5 ଟି ବଡ ଲକ୍ଷଣ ! ଏହାକୁ ଜାଣିଲେ ଜୀବନରେ କେବେବି ଧୋକା ଖାଇବେ ନାହିଁ… Shreekrishna Vani

ବନ୍ଧୁଗଣ ଯେତେବେଳେ ଜଣେ ବ୍ୟକ୍ତି କାହାକୁ ପ୍ରେମ କରିଥାଏ । ସେତେବେଳେ ତା’ ର ମନରେ ଏପରି କିଛି ପ୍ରଶ୍ନ ତ ନିହାତି ଭାବେ ଆସିଥାଏ ? ଯେ ସେ ଯାହାକୁ ଭଲ ପାଉଛି । ତା’ ର ପାର୍ଟନର କ’ଣ ସତରେ ତାକୁ ଭଲ ପାଉଛି । ନା କେବଳ ଭଲ ପାଇବାର ନାଟକ କରୁଛି। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି 5 ସଂକେତ ବିଷୟରେ କହିବାକୁ ଯାଉଛୁ । ଯେଉଁ ସଂକେତ ଯଦି ଆପଣ ଆପଣଙ୍କ ପାର୍ଟନର ଠାରେ ଦେଖିବାକୁ ପାଇବେ । ତେବେ ସେ ଆପଣଙ୍କୁ ସତ କି ମିଛ ପ୍ରେମ କରୁଥିଲେ ତାହା ସ୍ପଷ୍ଠ ଭାବେ ଜାଣିପାରିବେ ।

1- ଯଦି ଆପଣ ନିଜ ଲଭ ପାର୍ଟନରଙ୍କୁ ଆପଣଙ୍କ ପ୍ରେମ ସମ୍ପର୍କ ବିଷୟରେ ପଚାରିବେ । ସେ ଯଦି ଆପଣଙ୍କୁ ଏହା କହିବେ ଯେ, ମୁଁ ତୁମକୁ ବହୁତ ଭଲ ପାଏ । ହେଲେ ଘର ଲୋକ ମାନିବେ ତେଣୁ ମୁଁ ତୁମକୁ ବାହା ହୋଇପାରିବି ନାହିଁ । ତେବେ ତାଙ୍କ ପ୍ରେମ ମିଛ ଥିଲା ବୋଲି ଜାଣିପାରିବେ ।

2- ଯେଉଁ ବ୍ୟକ୍ତି ଆପଣଙ୍କ ପରିବାର କଥା କି ଆପଣଙ୍କ ଭବିଷ୍ୟତ କଥା ବିଷୟରେ କେବେବି ପଚାରିନଥାଏ କି ଭାବିନଥାଏ । ଯେଉଁ ବ୍ୟକ୍ତି କେବଳ ନିଜର ଆବଶ୍ୟକତା ପୂରଣ ପାଇଁ ହିଁ ଆପଣଙ୍କୁ ପ୍ରେମ କରୁଥାଏ । ସେହିଭଳି ବ୍ୟକ୍ତି କେବେବି ହୃଦୟରୁ ଆପଣଙ୍କୁ ଭଲ ପାଇନାହିଁ । ତାଙ୍କ ପ୍ରେମ ମିଛ ଅଟେ ।

3- ଯେଉଁ ଭଲ ପାଇବାରେ ଠିକ ବୁଝାମଣା ନଥାଏ । ଦିନର ବହୁତ ସମୟ ଖାଲି ଜଣେ ଅନ୍ୟ ଜଣଙ୍କର ଠିକ ଭୁଲ୍ ବାଛ ବିଚାର କରିବାରେ ହିଁ ସମୟ କାଟିଦେଇଥାଏ । ଯିଏ ନିଜ ପାର୍ଟନରର ସମସ୍ଯା ବିଷୟରେ କିଛି ବି ଜାଣିବାକୁ ଇଛା କରିନଥାଏ । ସେହି ପ୍ରେମ ସମ୍ପର୍କ ମିଛ ଅଟେ ।

4- ଯେଉଁ ପ୍ରେମ ସମ୍ପର୍କରେ ଦରକାର ଠାରୁ ଅଧିକ ସର୍ତ୍ତ ରହିଥାଏ । ଯେଉଁ ସମ୍ପର୍କ କେବଳ ସର୍ତ୍ତ ଉପରେ ହିଁ ଗଢା ହୋଇଥାଏ । ସେହି ପ୍ରେମ ସମ୍ପର୍କ ବହୁତ ପର୍ଯ୍ୟନ୍ତ ତିଷ୍ଟି ପାରିନଥାଏ ।

5- ଯେଉଁ ଲୋକ ଆପଣଙ୍କୁ ଭଲ ପାଉଛି ବୋଲି ଆପଣଙ୍କୁ ସବୁବେଳେ ନିଜ କଣ୍ଟ୍ରୋଲରେ ରଖିବାକୁ ଚାହିଁବ । ଆପଣଙ୍କର ସବୁ ସ୍ଵାଧୀନତାକୁ ଆପଣଙ୍କ ଠାରୁ ଛଡେଇ ନେବ । ଆପଣଙ୍କ ଖୁସିର ମୂଲ୍ୟ ତା’ ଆଗରେ କିଛି ବି ନଥିବ । ସେ କେବଳ ତା’ ର ଖୁସି ଅନୁସାରେ ଆପଣଙ୍କ କଥା ଭାବିବ । ସେ ପ୍ରକୃତରେ ଆପଣଙ୍କୁ ପ୍ରକୃତ ପ୍ରେମ କରୁନାହିଁ ବୋଲି ଜାଣିପାରିବେ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ଭଲ ଲାଗିଥିବ। ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *