ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସ୍ବ-ର୍ଗ-ତଃ ଓଲିଉଡ ଅଭିନେତା ମିହିର ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଅଭିନେତା ମିହିର ଦାସ ନିଜ ଅଭିନୟ କ୍ଯାରିୟରରେ ଖୁବ ନାଁ କମାଇଛନ୍ତି । ତାଙ୍କର ପ୍ରତେକ ଟି ଫିଲ୍ମ ଦର୍ଶକ ମାନଙ୍କ ବେଶ ପସନ୍ଦ ମଧ୍ୟ ଆସିଥାଏ । କିନ୍ତୁ ଗତ 1 ବର୍ଷ ପୂର୍ବେ ସେ ଆମ ସମସ୍ତଙ୍କୁ ଛାଡି ଆ-ର-ପା-ରି-କୁ ଚାଲି ଯାଇ ଯାଇଛନ୍ତି ।
ତେବେ ବାପା ଯିବାର ଠିକ 1 ବର୍ଷ ପରେ ଏବେ ପୁଅ ମଧ୍ୟ ଆ-ର-ପା-ରି କୁ ଚାଲି ଯାଇଛି । ଆଜ୍ଞା ହଁ ଏହି କଥା ଟି ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ସତ କିନ୍ତୁ ଏହା ସତ । ଦର୍ଶକ ବନ୍ଧୁ ଗତ କାଲି ବିଳମ୍ବିତ ରାତିରେ ମିହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ ଘଟିଛି । ଯାହାକୁ ନେଇ ଏବେ ପୁରା ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି ।
ତେବେ ମିହିର ଦାସ ଙ୍କ ସାନ ପୁଅର ନାଁ ହେଉଛି ଅକ୍ଲାନ୍ତ ଦାସ । ମୃ-ତ୍ୟୁ ବେଳକୁ ଅକ୍ଲାନ୍ତ ଙ୍କୁ ମାତ୍ର 26 ବର୍ଷ ହୋଇଥିଲା । ଲିଭର ଜନିତ ସମସ୍ଯା କାରଣରୁ ତାଙ୍କର ମୃ-ତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ସମୟରେ ଅକ୍ଲାନ୍ତ ନିଜ ପୁରା ପରିବାର ସହ ବିତାଇଥିବା କିଛି ମୂହୁର୍ତ୍ତ କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହୋଇଥିବା ଭିଡିଓ ରେ ଅକ୍ଲାନ୍ତ ନିଜ ବାପା ମିହିର ଦାସ, ବଡ ଭାଇ ଅମ୍ଳାନ ଦାସ ଓ ଭାଉଜ ପୁରା ପରିବାର ସହ ବେଶ ହସ ଖୁସି ରେ ଥିବାର ନଜର ଆସୁଛନ୍ତି । ଅକ୍ଲାନ୍ତ ନିଜ ପରିବାର ସହ ବିତାଇଥିବା କିଛି ଅଭୂଲା ସ୍ମୃତି ଏହି ଭିଡିଓ ରେ ନଜର ଆସୁଛି । ତେବେ ଅକ୍ଲାନ୍ତ ନିଜ ଜୀବରେ କିଛି କରିବା ଆଗରୁ ବା ନିଜର କ୍ଯାରିୟର ଆରମ୍ଭ କରିବା ପୂର୍ବରୁ ତାଙ୍କର ଜୀବନ ଚାଲି ଯାଇଛି ।
ସତରେ ଅମ୍ଳାନ ଙ୍କ ପାଇଁ ଏବେ ଦୁଖର ବାଦଲ ଖେଳି ଯାଇଛି । କାରଣ ପୂର୍ବ ରୁ ତ ବାପା ମା ଦୁହେଁ ଚାଲି ଯାଇଥିଲେ ଆଉ ଏବେ ସାନ ଭାଇ ଙ୍କୁ ହ-ରା-ଇ-ଛ-ନ୍ତି ଅମ୍ଳାନ । ତେବେ ନିଜ ସାନ ଭାଇ ଙ୍କୁ ମୁଖାଗ୍ନି ଦେଇଛନ୍ତି ଅମ୍ଳାନ ଆଉ ଦୁଖରେ ଭାଙ୍ଗି ପଡିଛନ୍ତି ମଧ୍ୟ । ପରିବାରର ସମସ୍ତଙ୍କୁ ହ-ରା-ଇ ଏବେ ପୁରା ଏକା ହୋଇ ଯାଇଛନ୍ତି ଅମ୍ଳାନ । ଆମେ ମାନେ ସମସ୍ତେ ଅକ୍ଲାନ୍ତ ଙ୍କ ଆତ୍ମା ର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।