Exclusive : ନିଖୋଜ ହେବାର ପାଞ୍ଚଦିନ ପରେ ମିଳିଲା Amrit, କହିପାରୁନି କଥା ଆଖିରୁ ଝରୁଛି ଲୁହ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଗତ 5 ଦିନ ପୂର୍ବେ ଅମ୍ରିତ କୁଆଡେ ଚାଲି ଯାଇଥିଲେ । ତାଙ୍କୁ କିଏ କୁଆଡେ ଅପହରଣ କରି ନେଇ ଯାଇଥିଲେ । ହଁ ଦର୍ଶକ ବନ୍ଧୁ ଟିଉସନ ଯାଇ ଆଉ ଘରକୁ ଫେରି ନ ଥିଲା ଅମ୍ରିତ । ଆଜି କିନ୍ତୁ ଫେରିଛି । ହଁ 5 ଦିନ ହେବ ନ ଥିଲା ଅମ୍ରିତ । ଦୀର୍ଘ 5 ଦିନ ପରେ ସେ ଘରକୁ ଫେରିଛି ସତ କିନ୍ତୁ କଥା କହିପାରୁ ନାହି । ଶରୀର ଦୁର୍ବଳ ହୋଇ ପଡିଛି ଆଉ କଇଁ କଇଁ ହୋଇ କାନ୍ଦୁଛି ଅମ୍ରିତ । ଆଉ ତାଙ୍କୁ ପାଇବା ପରେ ପୁରା ପରିବାର ମେଡିକାଲ ନେଇ ତାଙ୍କୁ ଯାଇଛନ୍ତି ।

ଆଉ ସେ ସୁସ୍ଥ ହେବା ପରେ ପୋଲିସ ସବୁ କିଛି ପଚରା ଉଚରା କରିବ । କିଏ ନେଇଥିଲା କେଉଁଠି ରଖିଥିଲା କଣ କରିଥିଲା ଏମିତି ଅନେକ ଗୁଡାଏ ପ୍ରଶ୍ନ ପଚାରିବ ପୋଲିସ ଅମ୍ରିତ ଙ୍କୁ । ତା ପରେ ଯାଇ ଏହି ଅପହରଣ ଘଟଣା ର ସଂପୂର୍ଣ୍ଣ ପର୍ଦ୍ଦାଫାସ ହେବ । ଏଠି କହି ରଖୁଛୁ ଯେ 5 ଦିନ ତଳେ 12 ବର୍ଷର ବାଳକ ନିଖୋଜ ହୋଇଗଲେ । କୁହା ଯାଉଥିଲା ତାଙ୍କୁ କିଏ ଅପହରଣ କରି ନେଇଛି । ଆଉ ଘଟଣା କୁ 5 ଦିନ ଇତି ଯାଇଥିଲେ ବି ତାଙ୍କର ସନ୍ଧାନ ପାଉ ନ ଥିଲା ପୋଲିସ ।

ପୁଅକୁ ନ ପାଇ କାନ୍ଦୁ ଥିଲା ପରିବାର ଆଉ ଝୁରୁ ଥିଲେ ସାଙ୍ଗ ସାଥି ଓ ସହପାଠୀ । ନୟାଗଡ ଜିଲ୍ଲା ଗୁରାଳ ଶୁବୁଦ୍ଧି ସାହି ର ବାଳକ ଅମ୍ରିତ ହଠାତ ନିଖୋଜ ହୋଇ ଯାଇଥିଲା । ଯାହା ଫଳରେ ଗାଁ ରେ ସାଇଣ୍ଟିଫିକ ଟିମ ଡକ୍ସସ୍କ୍ବାର୍ଡ ପହଞ୍ଚି ଛାନଭିନ୍ନ ଆରମ୍ଭ କରିଥିବା ବେଳେ କୌଣସି ସୁରାଗ ପାଇ ନ ଥିଲା ପୋଲିସ । ତେବେ ଗତ ଗୁରୁବାର ଦିନ ଟିଉସନ ଯାଇ ଆଉ ଘରକୁ ଫେରି ନ ଥିଲେ ଅମ୍ରିତ । ଅଧ ବାଟରୁ ତାଙ୍କୁ କେହି ଅପହରଣ କରି ନେଇଥିବା ପରିବାର ପକ୍ଷ ରୁ ଓଡ ଗଣ ଥାନାରେ ହୋଇଥିଲା ଅଭିଯୋଗ ।

ଗାଁ ପାଖ ରାସ୍ତା କଡ ରୁ ସାଇକେଲ ଉଧାର ହେବା ପରେ ତାଙ୍କୁ ଅପରହଣ କରି ନେବା ସନ୍ଦେହ ବଢିଥିଲା । ଲୋକେ କହିଥିଲେ ସେ ଘରକୁ ଟିଉସନ ରୁ ଫେରୁଥିବା ସମୟରେ ରାସ୍ତା ରେ 4 ଦିନ ହେବ ଏକ ପିକପ ଭ୍ୟାନ ଛିଡା ହେଉଥିଲା । ଅମ୍ରିତ ନିଖୋଜ ହେବା ପର ଠାରୁ ସେ ଭ୍ୟାନ ଟି କୁଆଡେ ଗାଏବ ହୋଇ ଯାଇଛି । ତେବେ ପ୍ରଶ୍ନ ଉଠୁଛି କୁଆଡେ ଯାଇଥିଲେ ଅମ୍ରିତ, ତାଙ୍କୁ କିଏ ଅପହରଣ କରି ନେଇଥିଲା, କାହିଁକି ଅପହରଣ କରି ନେଇଥିଲା ଏମିତି ଅନେକ ଗୁଡାଏ ପ୍ରଶ୍ନ ଜନ ମାନସରେ ଉଙ୍କି ମାରୁଛି ।

ତେବେ ହୁବ ଜଲ୍ଦି ଅମ୍ରିତ ସୁସ୍ଥ ହେଲେ ପୋଲିସ ଏ ସବୁ ପ୍ରଶ୍ନ ପଚାରିବ ଆଉ ଏହି ଘଟଣା ର ପର୍ଦ୍ଦାଫାସ କରିବ ଯାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *