ବୁଦା ମୂଳେ ପଡ଼ି ରହିଛି ଏକ ମୃତ ଦେହ, ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ମୃତକଙ୍କ ପତ୍ନୀ, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତମାନର ସୂଚନା ଅନୁସାରେ ରାରକେଲା ସେକ୍ଟର ୫ ଦୀପିକା ସ୍କୁଲ ନିକଟ ବୁ-ଦା ମୂ-ଳେ ରେ ପ-ଡି ରହିଛି ଏକ ମୃ-ତ ଦେହ । ଧା-ରୁ-ଆ ଅ-ସ୍ତ୍ର-ରେ ଗ-ଳା କା-ଟି ହ-ତ୍ୟା କରା ଯାଇଛି ବୋଲି ସ-ନ୍ଦେ-ହ କରାଯାଉଛି । ଘଟଣା ସ୍ଥଳରେ ମୃ-ତ-କଙ୍କର ପରିବାର ବର୍ଗ ଯାଇ ପହଞ୍ଚିଛନ୍ତି । ମୃ-ତ-କଙ୍କୁ ତା ସାlଙ୍ଗ ମାନେ ତାକୁ ଡାକି ନେଇଥିଲେ । ଯେଉଁ ମାନେ ତାକୁ ମା-ରି-ଛ-ନ୍ତି ତାଙ୍କୁ ମଧ୍ୟ ମା-ରି ଦିଅନ୍ତୁ ବୋଲି ମୃ-ତ-କଙ୍କ ମହିଳା କାନ୍ଦି କାନ୍ଦି କହୁଛନ୍ତି । ଏହି ଭି-ଡି-ଓ ରେ ଆପଣ ମାନେ ଦେଖି ପାରିବେ କିପରି ଭାବେ ରାସ୍ତା ମଝିରେ ବସି ମୃ-ତ-କଙ୍କ ପାଇଁ ମହିଳା କାନ୍ଦୁଛନ୍ତି । ସେ କହୁଛନ୍ତି କି ସେ ଚାଲିଗଲା ମୁଁ ବଞ୍ଚିକି କଣ କରିବି ?

ଏହା ସହ ଦୁଇଟି ପିଲା ଆସି ତାଙ୍କ ପାଖରେ ଫୋ-ଟୋ ଦେଖାଉଛନ୍ତି । ସମସ୍ତେ ସା-ମି-ଲ ଅଛନ୍ତି ମୃ-ତ-କ-ଙ୍କୁ ହ-ତ୍ୟା ମା-ମ-ଲା ରେ ବୋଲି ଏହି ମହିଳା ଜଣକ କହଛନ୍ତି । ଆଉ ଗୋଟେ ଭୋଳା ବୋଲି ପିଲାଟି ଯିଏ ବ-ସ୍ତି-ରେ ରୁହେ ତାକୁ କହିଥିଲା ଯେ ଆସିଲେ ସନ୍ଧ୍ୟାରେ ଭେ-ଟ ହେବା । ଭୋଳା ନାମକ ପିଲାଟି ପଇସା ଖାଇ ମୃ-ତ-କ-କୁ ମା-ରି-ଛି ବୋଲି ମହିଳା ଜଣକ ଅ-ଭି-ଯୋ-ଗ କରୁଛନ୍ତି । ଫୋନ କରି ଡାକିକି ମୃ-ତ-କଙ୍କୁ ଜାଣିଶୁଣି ହ-ତ୍ୟା- କରିଛନ୍ତି ବୋଲି ସ-ଙ୍ଗି-ନ ଅ-ଭି-ଯୋ-ଗ କରିଛନ୍ତି ଏହି ମହିଳା ଜଣକ । ସେ ବ-ସ୍ତିରୁ ସମସ୍ତଙ୍କୁ ଧ-ରି-ବା-କୁ ପୋ-ଲି-ସ-କୁ- କହୁଛନ୍ତି ମହିଳା ଜଣକ ।

ଯେଉଁ ବ୍ୟକ୍ତି ଙ୍କର ମୃ-ତ୍ୟୁ ହୋଇଛି ସେ ଯାହା ଠାରୁ ପଇସା ଆଣିଛି ସେମାନେ ସବୁ ମିଶି ମା-ରି-ଛ-ନ୍ତି ବୋଲି ମହିଳା ନିଜ ରାଏ ରେ କହୁଛନ୍ତି । ଯେଉଁ ବ୍ୟକ୍ତି ମା-ରି-ଛ-ନ୍ତି ସେ କାହା ଠାରୁ ଧା-ର-ରେ କିଛି ଖାଇଥିବ କିନ୍ତୁ କାହାର କ୍ଷ-ତି କରିବା ନାହି ବୋଲି ମହିଳା କହୁଛନ୍ତି । ଏମିତି କି ଯଦି ତା ହାତରେ ପଇସା ତାହା ତେବେ ସେ ସମସ୍ତଙ୍କୁ ଦେଇଥାଏ ବୋଲି ମହିଳା ଯୁ-କ୍ତି ବାଢିଛନ୍ତି । ଏହା ସହ ମୃ-ତ-କଙ୍କୁ ମେ-ଡି-କା-ଲ ନେବା ପାଇଁ ମହିଳା ଜାଁକ ବାରମ୍ବାର ଅ-ନୁ-ରୋ-ଧ କରୁଛନ୍ତି ଯାହା ଏହି ଭି-ଡି-ଓ ରେ ସ୍ପ-ଷ୍ଟ ହେଉଛି ।

ମୃ-ତ-କ କହୁଥିଲେ ଯେ ମୁଁ ତତେ ଛାଡି ମ-ରି-ବି-ନି ମ-ରି-ବା ତ ଦୂରର କଥା ଆମେ ଦୁଇ ଜଣ ସାଥି ହୋଇ ମ-ରି-ବା । କିନ୍ତୁ ତାଙ୍କୁ ସମସ୍ତେ ମିଶି ହ-ତ୍ୟା- କରି ଦେଲେ । ଏହି ଭଳି ଭାବେ ମୃ-ତ-କ-ଙ୍କ ବିଷୟରେ ମହିଳା ଜଣକ ନିଜ ମ-ତ ଦେଇଛନ୍ତି । ଯେତେବେଳେ ନିଜ ଲୋକଙ୍କୁ କେହି ହ-ରା-ଇ ଦିଏ ତା ଉପରେ କଣ ବି-ତି-ବ ତାହା କେବଳ ସେ ହିଁ ଜାଣିଥିବ । ତେବେ ପୋ-ଲି-ସ ଏହି ଘଟଣା ରେ ତ-ଦ-ନ୍ତ ଆରମ୍ଭ କରିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *