ରାଜବିର ଙ୍କୁ ଆଜି କାଲୀ କିଏ ନ ଜାଣେ । ମାତ୍ର କମ ବଯଶ ତା ଉପରେ ତାର ଜୀବନ ଦାଉ ସାଝୁଛି ତା ଉପରେ ଆପଣ ଯଦି ଜାଣି ଥିବେ ଯଦି ଏହା ମଧ୍ୟ ଜାଣି ଥିବେ କି ଏହା ଏକ ଜୀବନ ବଞ୍ଚାଇବା ମାତ୍ର ପଇସା ଏକ ମାଧ୍ୟମ । ତାଙ୍କୁ ଯେଉଁ ବେମାରି ହୋଇଛି ତା ପାଇଁ ସେ ହୁଏ ତ ନିସବାଶ ନେଇ ପାରୁ ନାହାଁନ୍ତି । ଆମେ ପାଇ ଥିବା ସୂତ୍ରରୁ ଆମେ ଜାଣିଛେ କି ତାଙ୍କୁ ସାହାଜ୍ଯ ଦରକାର ।
ଆଜି କାଲୀ କେହି ଭି ଏହି ଭଳି ଏକ ଲୋକ ନାଇ ଯିଏ କି ଏକ ଟଙ୍କା ମାତ୍ର ଏକ ଟଙ୍କା ସାହାଜ୍ଯ କରି ପାରିବ ନି । ଆମ ଦେଶର ଥିବା ଲୋକ ମାନେ ନିଜ ପଇସା ରୁ ଯଦି ଏକ ଟଙ୍କା କାଢିକି ଦେବେ ଏକ ଜୀବନ ବଞ୍ଚି ଜୀବ । ମାତ୍ର ଏକ ଟଙ୍କା ଯାହା ଦ୍ଵାରା ଆମେ ଏକ ଛୋଟ କୋମଲ ମତି ଶିଶୁ କୁ ବଞ୍ଚାଇ ପାରିବା ।
ମାତ୍ର ଆଜି ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁ ଥିରେ ବାପା ମା ଲୋକଙ୍କୁ ଅନୁରୋଧ କରିଛନ୍ତି । କି ତାଙ୍କ ପିଲା ଙ୍କୁ ସାହାଜ୍ଯ ନ କରିବା ପାଇଁ ଦେବା ପାଇଁ କିଛି ଲୋକମାନେ ଏହା କହୁଛନ୍ତି କି ସେ ମିଛ କହୁ ଛନ୍ତି ତାଙ୍କ ପାଖରେ ପଇସା ଅଛି । ମାତ୍ର ଏହି କଥା ଅସହ୍ୟ ହୋଇ ଯାଇଛି ତାଙ୍କ ଦୁଇ ଜଣଙ୍କ ପାଇଁ ।
ଏହା ପରେ ନିଜର ମନ କଥାକୁ ସେ କାନ୍ଦି କାନ୍ଦି ଲୋକଙ୍କୁ କହୁ ଛନ୍ତି କି ଦେଖନ୍ତୁ ମୋ ପୁଅ ଉପରେ ଦୟା କରନ୍ତୁ । ଆପଣ କଣ ପାଇଁ ଏହି ଭଳି ଅବସ୍ଥାରେ ଆପଣ ହାତ ଛାଡନ୍ତୁ ନି । କାରଣ ଆପଣ ଯଦି ଏହି ଭଳି ଭାବେ ସାହାଯ୍ୟର ହାତ ଫେରାଇ ନେବେ ମୁ ଆଉ ମୋ ସ୍ଵାମୀ ଆତ୍ମା ହତ୍ୟା କରି ଦେବୁ ଓ ମୋ ଛୁଆ ମଧ୍ୟ ବାପା ମା ଙ୍କ ବିନା ରହିଯିବ ।
ଆପଣ ସେଇ ପାଇଁ ଏହି ଭଳି କୁହନ୍ତୁ ନି ଆପଣ ମୋ ପୁଅ ଉପରେ ଦୟା କରନ୍ତୁ ଯଦି ଆପଣ ଚାହୁଁ ଛନ୍ତି ମୋ ଘର ଦେଖି ପାରନ୍ତି ଆମେ ବହୁତ ଗରିବ ଆଜ୍ଞା ଆମ ପୁଅ କୁ ବଞ୍ଚାଇ ଦିଅନ୍ତୁ ଦୟା କରିକି । ଆମେ ଆପଣଙ୍କ ଆଗରେ ହାତ ପତାଇଛୁ ।
ଏହି ଭଳି କରୁଣ କଣ୍ଠରେ ଅନେକ ପ୍ରକାର କଥା କହି ଚାଲିଛନ୍ତି ରାଜୀବଙ୍କ ମା ଓ କହିଛନ୍ତି କି ମୋ ପୁଅ ଉପରେ ଦୟା କରନ୍ତୁ, ମୋ ପୁଅ କୁ ବଞ୍ଚାଇ ଦିଅନ୍ତୁ କେହି ମା ଓ ବାପା ନିଜ ପିଲା ନା ରେ ଏତେ ବଡ ମିଛ କଥା କହି ପାରିବନି ।
ମୋ ପୁଅ କୁ ମାରିବା ପାଇଁ ଏହା ଷଡଯନ୍ତ୍ର ଓ ମିଛ ଅଭିଯୋଗ ଏହି ସବୁ । ଏବେ 3କୋଟି 70ଲକ୍ଷ ହୋଇଛି ଏହା ପାଇଁ ମିଡିଆ ଭାଇ ମାନେ ସାହାଜ୍ଯ କରୁଛନ୍ତି । ଏହା ପଛରେ ସେମାନେ ଆଉ କଣ କଣ କରୁଛନ୍ତି ଏହା ଆମେ ଜାଣିନୁ ।