ଆଜି ଆମେ କହିବା କି ଏକ ଭଲ ସୂଚନା ଅଛି ଯେଉଁ ମାନେ ଫୋନ ଧର ଛନ୍ତି ସେମାନଙ୍କ ପାଇଁ । ସେମାନେ ଏବେ 28 ଦିନ ବଦଳରେ ସାରା ମାସ ପାଇଁ ଏବେ ପଇସାରୁ ମୁକ୍ତ ହୋଇ ପାରିବେ । ଯେଉଁ ଭଳି ଆମେ ଜାଣିବା ପାଇଁ ଚାହୁଁ ଥିଲୁ କି 28 ଦିନ ଭିତରେ କରା ଯାଉଥିବା ରିଚାର୍ଜ ରେ ସାରା ଦେଶ କଣ ସାରା ବିଶ୍ଵର ଲୋକମାନେ ହଇରାଣ ହେଉଥିବାର ସୂଚନା ମିଳିଛି ।
28 ଦିନିଆ କାମ ଯାହା ଆମକୁ ରିଚାର କରିବା ପାଇଁ ପଡୁଥିଲା ଦେଖିବା ପାଇ ଯିବା ତ ଏହା ଦ୍ଵାରା ଆମକୁ ଏକ ବର୍ଷ ମଧ୍ୟରେ ଆମକୁ 13 ତା ରିଚାର୍ଜର କରିବା ପାଇଁ ପଡୁଥିଲା କିନ୍ତୁ ଏବେ ଏହା କମ ହୋଇ ଯାଇଛି । ଆମକୁ ମାତ୍ର 12 ତା ଲେଖା କରିବା ଆକୁ ହେବ ତେବେ ଏହା କିଏ ନିଷ୍ପତ୍ତି ନେଇଛି ଓ ଏହାର କାରଣ କଣ ଆସନ୍ତୁ ଜାଣିବା ।
ଆମ ଦେଶାରେ ସବୁ ଲୋକଙ୍କ ପାଖରେ ଫୋନ ଅଛି କିନ୍ତୁ ଦେଖିବା ପାଇ ଯିବା ତ ନେଟ କାମ କରୁଥିବା ଭଲ ଲୋକଙ୍କ ପାଖରେ ଜିଓ, ଏୟାରଟେଲ ଭଳି କିଛି ଭଲ ସିମ ମାନେ ଅଛି । ଏବେ TRAI ମାନେ ଭାରତୀୟ ଦୂର ସଂଚାର ବିନିୟାମକ ପ୍ରାଧିକରଣ ମାଧ୍ୟମରେ ଜଣା ଯାଇଛି କି ।
ଏବେ ସବୁ ଟେଲିକମ କମ୍ପାନୀ ମାନେ ଏବେ ନିଜ ପ୍ଳାନ କୁ ବଦଳାଇବା ଓ ସେମାନେ ସବୁ ଗ୍ରାହକ ମାନଙ୍କ ସୁବିଧା କୁ ଦେଖିକି ଆପଣ ନିଶ୍ଚିତ ଭାବେ ଏହାକୁ କମେଇବା ପାଇଁ ବାଧ୍ୟ ହେବେ । ଏହା ସେମାନଙ୍କ ଶକ୍ତ ନିର୍ସ୍ଦେଶ TRAI ସବୁ କମ୍ପାନୀ କୁ କହିଛି କି 28 ଫେବୃୟାରି । ଏହା ସହ ଏହା ମଧ୍ୟ କୁହାଯାଇଛି କି ସେମାନଙ୍କୁ ଏକ ଭଲ କମ୍ବୋ ପ୍ୟାକ ରଖିବା ପାଇଁ କୁହାଯାଇଛି ।
ଏହା ଦ୍ଵାରା ଏହା ମଧ୍ୟ କୁହାଯାଇଛି କି ଆପଣ ଯଦି ଏହାକୁ ଭଲ ଭାବେ କାମରେ ଲଗାଇବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏକ ଭଲ ପ୍ଳାନ କାଢିବା ନିହାତି ଭାବେ ଦରକାର ଯାହା ସବୁ ଶ୍ରେଣୀର ଲୋକମାନେ ପକାଇ ପାରିବେ । ଏହି ନିସ୍ପତି ନେବାର କାରଣ ଗ୍ରାହକ ମାନଙ୍କ କିଛି ପିସା କୁ ବଞ୍ଚାଇବା ଉଦେଶ୍ୟ ଅଟେ ।
ଏହା ଭଳି ଯଦି ହୁଏ ତେବେ ଏହା ସବୁ ଲୋକଙ୍କ ପାଇଁ ଏକ ବରଦାନ ଭଳି ସାବ୍ୟସ୍ତ ହେବେ । ଗ୍ରାହାକ ମାନଙ୍କ ମାତରେ ସବୁ ମାସରେ ଦୁଇ ଦିନ ଭଳି କାଟିବା ପଛରେ ଟେଲିକମ କମ୍ପାନୀ ମାନେ 1 ବର୍ଷ ରେ 28 ରୁ ଅଧିକା ଦିନ ଯାଏ ବଚତ କରାଇ ଥାନ୍ତି । ତେବେ ଦୁଇ ମାସର ରିଚାର୍ଜ ମଧ୍ୟ କରାଉ ଥିବା ଲୋକମାନେ ଏହି ଭଳି କମ ସେ କମ ତିନି ଦିନ କିମ୍ବା ଚାରି ଦିନ ଭଳି କମ ଦିନ ଦେଉଛନ୍ତି ।
2021 ରେ 119 କୋଟି ଲୋକମାନେ ମୋବାଇଲ ଫୋନ କୁ ବ୍ୟବହାର କରୁଛନ୍ତି । ଏହା ପାଇଁ ଜିଓ, ଏୟାରଟେଲ, ରିଲାଇନସ ର ଗ୍ରାହକ ମାନ ଏଅଧିକା ଅଛନ୍ତି । ଜିଓ ଗତ ବାସର୍ହ 17.6 ଲକ୍ଷ ଗ୍ରାହକ କୁ ନିଜ ଆଡକୁ ଆଣିଛି । ଏହା ଅସହ ତାର ଗ୍ରାହାକ ସବୁ ଙ୍କ ସଂଖ୍ୟା ହେଉଛି 42.65 କୋଟି ।