ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ଐଶ୍ଵର୍ଯ୍ୟଙ୍କୁ ନିଶ୍ଚୟ ଜାଣିଥିବେ । ସେ ଅନେକ ସାରା ଓଡିଆ ଫିଲ୍ମ ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ବି ବେସ ଅଧିକ ରହିଛି । ନିଜ ସୁନ୍ଦରତା, ଅଭିନୟ ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ଐଶ୍ଵର୍ଯ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।
ହେଲେ ସେ ନିଜର ଏକ ସାକ୍ଷାତକାର ରେ ଏମିତି କିଛି କହିଛନ୍ତି ଯାହାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଐଶ୍ଵର୍ଯ୍ୟ ଏହି ସାକ୍ଷାତ୍କାରରେ ନିଜର ଲଭ ଲାଇଫ ବିଷୟରେ କହିଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଏହି ସାକ୍ଷାତ୍କାରରେ ଐଶ୍ଵର୍ଯ୍ୟ କହିଛନ୍ତି “ମୋର ପ୍ରଥମ କ୍ରସ ଯିଏ ଥିଲା ମୁଁ ପ୍ରଥମ ଶ୍ରେଣୀରେ ପଢିବା ବେଳେ ସେ ମୋ ସହ ପଢୁ ଥିଲା ଆଉ ମୋ ସାଇଡରେ ବି ବସୁ ଥିଲା ।
ସେ ଏବେ ଗୋଟେ କର୍ପୋରେଟ ସେକ୍ଟରରେ ଅଛି । ଯଦି ତାର ମନେ ଥିବ ତା ହେଲେ ସେ ଜାଣିପାରିବ ମୁଁ କାହା କଥା କହୁଛି ମୁଁ ତାର ନାମ ନେବି ନାହି । 13 ନଭେମ୍ବର 2010 ମସିହାରେ ମୋତେ ପ୍ରଥମ ଲଭ ହୋଇଥିଲା । ସେ ଦିନ ମୁଁ ପ୍ରଥମ ଥର ମୋ ଲଭକୁ ଦେଖା କରିବାକୁ ଯାଇଥିଲି ମୋର ହାର୍ଟ ବିଟ ବହୁତ ବଢି ଯାଇଥିଲା । ମୋର ବ୍ଲଡ଼ ସରକୁଲେସନ ବହୁତ ଭଲ ହୋଇଯାଇଥିଲା । ସେ ମୋର ପ୍ରଥମ ଲଭ ମୁଁ ତାକୁ ୱାନ ସାଇଡେଡ ଲଭ କରୁଥିଲି 7 ବର୍ଷ । ମୁଁ ଭାବୁଥିଲି କାଳେ ସେ ମୋତେ ହଁ କହିଦେବ ।
କିନ୍ତୁ ସେ ମୋର ସାଙ୍ଗ ଥିଲା ମୋ ସହ ଫ୍ରର୍ଟ ବି କରୁଥିଲା ସେଥିପାଇଁ ମୁଁ ଆଶାବାଦୀ ଥିଲି କାଳେ ହଁ କହିଦେବ । କିନ୍ତୁ ତାର ସେହି ଭଳିଆ ଫିଲିଙ୍ଗ୍ସ କିଛି ହେଲାନି ବୋଧ ହୁଏ ତା ପରେ ସେ ଇଣ୍ଡିଆ ଛାଡି ଦେଲା । ଏବେ ସେ ଗୋଟେ ଭଲ କର୍ପୋରେଟ ସେକ୍ଟରରେ ଅଛି । ସେ ଏବେ ଜର୍ମାନୀରେ ଅଛି ଗୋଟେ ଭଲ ଟର୍କିସ ଝିଅକୁ ସେ ବାହା ହେବ ଆଉ ଯଦି ସେ ଏ ଭିଡିଓ ଦେଖୁଥିବ ମୁଁ ତାକୁ ଶୁଭେଚ୍ଚା ଜଣାଇବାକୁ ଚାହିଁବି । ମୋର ଗୁଡ ଵିଶ ଅଛି ତା ପ୍ରତି ।
ମୁଁ ତାର ମ୍ୟାରେଡ ଲାଇଫକୁ ନେଇ ବହୁତ ଖୁସି ଅଛି । ସେ ଭଲ ପାଇବାରେ ଗୋଟେ ଭଲ ଜିନିଷ ହୋଇଥିଲା ମୁଁ ବହୁତ ସାରା ସୁନ୍ଦର ଗୀତ ଲେଖିଥିଲି ତା ପାଇଁ ଯାହା ପାଇଁ ମୋର ସ୍ନାଗୀତ ଲେଖା ଆହୁରି ବଢିଯାଇଛି । ନିହାତି ଭାବେ ସେ ସବୁ ଗୀତ ମୁଁ କେବେ ନା କେବେ ରିଲିଜ କରିବି । ମତେ ପ୍ରପୋଜ କେହି କରି ନାହାନ୍ତି କିନ୍ତୁ ଫ୍ଲାଟିଙ୍ଗ ବହୁତ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।