କିଭଳି ହୋଇଥିଲା ତପସ୍ଵିନୀ ଙ୍କର ଆବର୍ସନ, Video ଶେୟାର କରି ଦେଖନ୍ତୁ କଣ କହୁଛନ୍ତି Tapaswini

ସୁମିତ ଓ ତପସ୍ଵିନୀ ବିବାହ କୁ ନେଇ ଉଠିଥିବା ଝଡ । ଯାହା ବରହମପୁର ରୁ ଆରମ୍ଭ ହୋଇ ଏବେ ସବୁ ଆଡେ ଚର୍ଚା ରେ ଅଛି । ଏହାକୁ ନେଇ ଏବେ ସୋସିଆଲ ମିଡିଆ ଅମଧ୍ୟ ଉଭୟଙ୍କୁ ସାହାଜ୍ଯ କରିବା ପାଇଁ ଆଗେଇ ଆସି ଛନ୍ତି । ତପସ୍ଵାନୀ ଙ୍କୁ ନ୍ୟାୟ ଦେବା ପାଇଁ ପ୍ରଶାସନ ନିଜର ସବୁ ଚେଷ୍ଟା କରୁଥିବା ବେଳେ ଏବେ ଏକ ନୂଆ ମୋଡ ଆସିଛି ଆଗକୁ । ବିବାହ ନିଜ ଇଛାରେ କରିବା ପରେ ମଧ୍ୟ ଜଣେ ସ୍ଵାମୀ ନିଜ ସ୍ତ୍ରୀ କୁ ଛାଡି ନିଜ ଘରେ ଲୁଚି ରହିଛି ।

ନିଜ ସ୍ଵାମୀ ଙ୍କ ସହ ରହିବା ପାଇଁ ତପସ୍ଵିନୀ ଚେଷ୍ଟା କରୁଥିବା ବେଳେ ଆଉ ଆପଣେଇବା ପା ପାଇଁ ରାଜି ନାହାଁନ୍ତି ସ୍ଵାମୀ ଓ ଶାଶୁ ଘର ଲୋକ । ଏବେ ଅସହାୟ ହୋଇ ମଧ୍ୟ ହାରି ଯାଇ ନାହାଁନ୍ତି ତପସ୍ଵିନୀ ସେ ନିଜ ସଂଘର୍ଷ ଜାରି ରଖିଛନ୍ତି ।

ତେବେ ତପସ୍ଵିନୀ କହିଛନ୍ତି କି ବିବାହର କିଛି ଦିନ ପରେ ଗର୍ଭବର୍ତ୍ତୀ ଥିଲେ ତପସ୍ଵାନୀ କିନ୍ତୁ ତାଙ୍କର ଏହି ଗର୍ଭ ସୁମିତ ଙ୍କ ଚିନ୍ତାର କାରଣ ହୋଇ ସାରିଥିଲା । ସେ ନିଜ ରାସ୍ତାରୁ ତାଙ୍କ ନିଜ ପିଲାକୁ ମାରିବା ପାଇଁ ଏକ ଚକ୍ରାନ୍ତ କରି ଆବୋର୍ଶନ କରାଇ ଦେଇଥିଲେ ତପସ୍ଵାନୀଙ୍କର ।

ଏହା କହିଛନ୍ତି ତପସ୍ଵାନୀ ନିଜେ ଓ କିଛି ଫଟ ମଧ୍ୟ ପ୍ରମାଣ ଆକାର ରେ ଦେଇଛନ୍ତି ଯେଉଁ ଜାଗାରେ ତାଙ୍କ ପାଖରେ ତାଙ୍କ ସ୍ଵାମୀ ସୁମିତ ବସିଛନ୍ତି ଓ ତପସ୍ଵାନୀ ବେହୋସ ଅଛନ୍ତି । ଗର୍ଭବର୍ତ୍ତୀ ଥିବା ବେଲେ ତାଙ୍କୁ ଏକ ଟାବ୍ଲେଟ ଦେଇଥିଲେ ଓ କୁହାଯାଇଥିଲା କି ଏହା ତାଙ୍କ ମାଇଗ୍ରେନ ପାଇଁ ଦେଉଛନ୍ତି ।

ଏହା ନଭେମ୍ବର ମାସରେ ଏହି ଘଟଣା । ଏହାକୁ ଖାଇବା ବେଳେ ତପସ୍ଵାନୀ 4 ସପ୍ତାହ ର ଗର୍ଭବତ୍ତୀ ଥିଲେ । ଏହାକୁ ଖାଇବା ପରେ ତାଙ୍କ ସନ୍ତାନ ର ମୃତ୍ୟୁ ହୋଇଯାଇଥିଲା କିନ୍ତୁ ତାଙ୍କୁ ଏହା ପଛରେ ଜଣା ପଡିଥିଲା ।

ଏହା ପରେ ତାଙ୍କ ଦେହ ଅଧିକ୍କ ଖରାପ ହୋଇଯାଇଥିଲା ଯାହା ପାଇଁ ତାଙ୍କୁ ଘରେ ରଖି ସୁସ୍ଥ କରିବା ପାଇଁ ବ୍ୟବସ୍ଥା କରିଥିଲେ ସୁମିତ । ଏହି ଯେଉଁ ଫଟ ଦିଆଯାଇଛି ଏହା ସେହି ସମୟର ଫଟ ଯାହା ତାଙ୍କ ଦେହ ଖରାପ ସମୟରେ ତାଙ୍କୁ ଚିକିସ୍ଛା କରା ଯାଇଥିଲା । ତପସ୍ଵିନୀ ଆଗରୁ କହିଥିଲେ କି ତାଙ୍କ ଦେହ ମାସେ ହେବ ଭଲ ନଥିଲା ।

ତାଙ୍କ ମତ ଅନୁସାରେ ତାଙ୍କ ଦେହ ଖରାପ ହେବାର କାରଣ ହେଉଛି ତାଙ୍କ ସ୍ଵାମୀ ଦ୍ଵାରା କରାଯାଇଥିବା ନିଜ ସନ୍ତାନ ର ଆବୋର୍ଶନ ସେତେବେଳେ ସେ ଏହି ଘଟଣା କୁ ଲୁଚାଇଥିଲେ ତପସ୍ଵିନୀ ଙ୍କ ପାଖରୁ କିନ୍ତୁ ପରେ ସେ ଜାଣି ପାରିଥିଲେ । ଆପଣ ଦେଖୁଥିବା ଫଟ ଏହି ଘଟଣାର ପ୍ରମାଣ ବୋଲି ତପସ୍ଵିନୀ କହିଛନ୍ତି ।

Leave a Reply

Your email address will not be published. Required fields are marked *