ମୋର ସବୁ ଇଜ୍ଜତ ମହତ ଗଲାଣି ଆଉ ମୋ ପିଲାଙ୍କୁ ବି ସମସ୍ତେ ଗାଳି କରିବେ ଯଦି ରାଷ୍ଟ୍ରପତି ନ ଶୁଣିବେ ତ ଏହି ପିଣ୍ଡାରେ ହିଁ… କିଛି ଏମିତି କହିଛନ୍ତି କେ ଦୀପିକା 

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଦୀର୍ଘ ଦେଢ ମାସ ରୁ ଉର୍ଦ୍ଧ ହେବ ପ୍ରେମିକା କେ ଦୀପିକା ନିଜ ପ୍ରେମିକ ଦିନେଶ ଘର ଆଗରେ ଧାରଣ ଦେଇ ବସିଛନ୍ତି କିନ୍ତୁ ଏ ଯାଏଁ ତାଙ୍କୁ ନ୍ୟାୟ ମିଳିପାରି ନାହି କି ତାଙ୍କ ପୁଅକୁ ବଫର ହକ ମିଳିପାରି ନାହି । ଦୀପିକା ଖରା ବର୍ଷା ସାହି ସେମିତିଦ ଦିନେଶ ଘର ଆଗରେ ବସିଛନ୍ତି ଆଉ ତାଙ୍କ ସହ ଦୁର୍ବ୍ୟବହାର ମଧ୍ୟ ଏହାରି ଭିତରେ ହୋଇ ସରାଇଛି । ଦୀପିକା ନାଳ ପାଖରେ ବସି ରୋଷେଇ କରୁଛନ୍ତି କିନ୍ତୁ ତାଙ୍କର ଦୁଖ ବୁଝିବାକୁ କେହି ନାହାନ୍ତି ।

ମିଡିଆ ଜରିଆରେ ସେ ନିଜ ଦୁଖ କାହାଣୀ ଶୁଣାଇଥିଲେ ବି ଏ ଯାଏଁ ସାହାଜ୍ଯର ହାତ ତାଙ୍କୁ କେହି ବଢାଇ ନାହାନ୍ତି । ଏମିତିକି କୋର୍ଟ ପକ୍ଷରୁ ମଧ୍ୟ ଏ ଯାଏଁ ନ୍ୟାୟ ମିଳିପାରି ନାହି । ଶେଷରେ ଦୀପିକା ଅତିଷ୍ଠ ହୋଇ କହିଛନ୍ତି ଦେଖନ୍ତୁ ମୁଁ ଆଜି ଏତେ ଦିନ ହେଲା କଷ୍ଟରେ ଅଛି ଆଉ ସେଥିପାଇଁ ଏକ ଏଭଳି ନିଷ୍ପତ୍ତି ନେବା ପାଇଁ ମୋ ମନକୁ ଆସିଲା । ମୋତେ ଯଦି ନ୍ୟାୟା ନ ମିଳିଲା ଆଜ୍ଞା ତେବେ ମୁଁ ଏମିତି କରିବାକୁ ବାଧ୍ୟ ହେବି ।

ଯଦି ଆଗକୁ ଡେଟ ଉପରେ ଡେଟ ଚେଞ୍ଜ ହେଲା କି ତା ପାଇଁ କିଛି ଆକ୍ସନ ନିଆଯାଉ ନାହି ତେବେ ମୁଁ ଆଉ କିଛି ମାନେ ମୋର ସବୁ ମାନ ମର୍ଯ୍ୟାଦା ପଳାଇଲାଣି । ମୋ ପିଲାକୁ ବି କାଲି ସକାଳେ ଦୁଇ ଅକ୍ଷର ଭାଷାରେ ଗାଳି କରିବେ ତାର ବହୁତ ଅସମ୍ମାନ ହେବ । ସେଥିପାଇଁ ମୁଁ ରାଷ୍ଟ୍ରପତିଙ୍କୁ ଗୋଟେ ଲିଖିତ ଆକାରରେ ଜଣାଇବି ।

ମୁଁ ଦେହ ତ୍ୟାଗ କରିବି ମୁଁ ଆଉ ମୋର ପିଲା ଦୁଇଜଣ ଦେହ ତ୍ୟାଗ କରି ତାଙ୍କ ପିଣ୍ଡାରେ ହିଁ ଯିବୁ । ମୋତେ ଆପଣ ଦେଖୁଥିବେ ଆଉ ଜାଣି ପାରୁଥିବେ ମୁଁ କେତେ କଷ୍ଟରେ ଅଛି । ଏତେ ଦିନ ହେଲାଣି ଦୀର୍ଘ ୫୧ ଦିନ ହେଲାଣି ମୁଁ ଏଠି କଷ୍ଟରେ ପଡି ରହିଛି ହେଲେ କେହି ବି ମୋ ଦୁଖ କେହି ଶୁଣୁ ନାହାନ୍ତି କି ମୋତେ ନ୍ୟାୟ ମିଳୁନି ।

ମୁଁ ଆଉ କେତେ ଦିନ ଦାଣ୍ଡ ପିନ୍ଧା ରେ ବସିବି ସମସ୍ତେ ଏସି ଲଗେଇ ରହୁଛନ୍ତି ଭଲ ଖାଉଛନ୍ତି ସବୁ କରୁଛନ୍ତି ମୋର ଦୁଃଖ କେହି ବୁଝିଲେ କି ଆଜ୍ଞା । ରାସ୍ତା ମଝିରେ ମୁଁ ପଡି ରହିଛି ଗୋଟେ ଏମଏଲଏ ବି ଭାବିକା କଥା କି ରାଜ୍ୟରେ ଗୋଟେ ଝିଅ ଏମିତି ଅବସ୍ଥାରେ ଅଛି ।

ନବୀନ ପଟ୍ଟନାୟକ ସାର ବି ଅଛନ୍ତି ଯିଏ କି ମହିଳାଙ୍କୁ ସାହଜ୍ୟା କରୁଛନ୍ତି ସେ ଜାଣିବା କଥା ଗୋଟେ ଝିଅ ଏତେ କଷ୍ଟ ପାଉଛି । ତେଣୁ ମୁଁ ଏ ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *