ଦେଖନ୍ତୁ ମୁମ୍ବାଇରୁ Video ଛାଡି Daman ପାଇଁ କେମିତି ହାତଯୋଡି ସାହାଯ୍ୟ ମାଗୁଛନ୍ତି Babushan, ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୁପର ଷ୍ଟାର ଓଲିଉଡ ହିଟରୋ ବାବୁସାନ ମହାନ୍ତି ଙ୍କ ଦମନ ଫିଲ୍ମ ଖାଲି ଓଡିଶାରେ ନୁହେଁ ବରଂ ଓଡିଶା ବାହାରେ ମଧ୍ୟ ଚହଳ ସୃଷ୍ଟି କରିଛି । ଗତ କିଛି ଦିନ ହେବ ଓଡିଆ ଇଣ୍ଡଷ୍ଟ୍ରି ବହୁତ ଶୋଚନୀୟ ସ୍ଥିତି ଦେଇ ଗତି କରୁଥିଲା ଓ ଅନେକ କାରଣ ପାଇଁ ବଦନାମ ମଧ୍ୟ ହେଉଥିଲା । ଓଲିଉଡ ଇଣ୍ଡଷ୍ଟ୍ରି ରେ ଫିଲ ମ କପି ହୁଏ ଯାହାକୁ ଭୁଲ ପ୍ରମାଣିତ କରିଛନ୍ତି ବାବୁସାନ ମହାନ୍ତି । ଆଉ ତାଙ୍କର ଫିଲ୍ମ ଦମନ ସାରା ଦେଶରେ ବ୍ଲକ ବାଷ୍ଟର ହୋଇଛି ।

ଆଉ ଏବେ ସାରା ଭାରତବାସୀ ଏହି ଫିଲ୍ମକୁ ଦେଖିବା ପାଇଁ ଚାହୁଁ ଛନ୍ତି । କାରଣ ଦର୍ଶକ ବନ୍ଧୁ ଏହି ଫିଲ୍ମଟି ଏକ ସତ ଘଟଣାକୁ ନେଇ ଆଧାରିତ ହୋଇଛି । ହେଲେ ଏହି ଫିଲ୍ମଟି କେବଳ ଓଡିଆ ଭାଷାରେ ରିଲିଜ ହୋଇ ଥିବାରୁ ବାବୁସାନ ଏବେ ଏହି ଫିଲ୍ମର ହିନ୍ଦୀ ଡବିଙ୍ଗ୍ ପାଇଁ ବମ୍ବେ ଯାଇଛନ୍ତି । ତେବେ ଏହି ଫିଲ୍ମର ହିନ୍ଦୀ ଡବିଙ୍ଗ ଏବେ ଆରମ୍ଭ ହୋଇ ସାରିଛି । ବାବୁସାନ ଏ ନେଇ କହିଥିଲେ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବରେ ହିନ୍ଦୀ ଡବିଙ୍ଗ ହେବ ଏହାର ଗୀତ ଗୁଡିକ ହିନ୍ଦୀରେ ହେବ ଏବଂ ଦରକାର ପଡିଲେ କିଛି ସିନ୍ ପଲିସ କରାଯିବ ।

ଅନେକ ଲୋକ ଏହି ଫିଲ୍ମକୁ ଦେଖି ନିଜର ବୟାନ ଦେଇହକନ୍ତି ଆଉ ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି ।  ବାବୁସାନ ଦମନ ଫିଲ୍ମ କୁ ନେଇ ନୂଆ ଭିଡିଓ ଜାରି କରିଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଡେରି ନ କରି ଜାଣିବା ଏହି ଭିଡିଓ ବିଷୟରେ ବିସ୍ତାର ଭାବେ । ଭାଇରାଲ ହୋଇଥିବା ଏହି ଭିଡିଓରେ ବାବୁସାନ କହିଛନ୍ତି-‘ନମସ୍କାର ଜୟ ଜଗନ୍ନାଥ, ଆଜିର ଦିନ ଆମ ପାଇଁ ବହୁତ ବଡ ଖୁସିର ଦିନ ।

ମୁଁ ଆମ ରାଜ୍ୟ ସରକାର ଶ୍ରୀ ନବୀନ ପଟ୍ଟନାୟକ ସାର ଙ୍କୁ ବହୁତ ବହୁତ ଧନ୍ୟବାଦ ଜଣେଇବି ଆମ ଫିଲ୍ମକୁ ପଦର୍ଶନ କରେଇବା ପାଇଁ ଆଉ ଓଡିଶାରେ ଟ୍ୟାକ୍ସ ଫ୍ରି କରେଇବା ପାଇଁ । ଏହା ହେଉଛି ସବୁଠାରୁ ବଡ ପ୍ରେରଣା ଆମ ସଂପୂର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ । ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି  ଆଉ ଯେଉଁ ମାନେ ଦମନ ଦେଖି ନାହାନ୍ତି ପ୍ଲିଜ ଯାଇ ଦେଖନ୍ତୁ’ । ତା ହେଲେ ବାବୁସାନଙ୍କର ଏହି ଭିଡିଓକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ।

ଦମନ ଫିଲ୍ମ ଟି ହିନ୍ଦୀ ରେ ଦାବିଙ୍ଗ ହେବା ପରେ ସାରା ଭରତ ରେ ବେସ ନାଁ କରିବ ବୋଲି ଆଶା କରା ଯାଉଛି । ଏଥିପାଇଁ ଦମନ ଫିଲ୍ମ ର ପୁରା ଟିମ ଜୋରସୋର ପ୍ରସ୍ତୂତି ଆରମ୍ଭ କରି ସାରିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *