ମୁମ୍ବଇକୁ ମାୟା ନଗରି କୁହା ଯାଏ କାହିଁକିନା ମୁମ୍ବାଇ ଏମିତି ଗୋଟେ ସହର ଯେଉଁଠି ଯିବା ପାଇଁ ସମସ୍ତଙ୍କ ମନ ହୋଇଥାଏ କାହିଁକିନା ମୁମ୍ବାଇ ଦେଖିବା ପାଇଁ ସେତିକି ସୁନ୍ଦର ଅଛି । ମୁମ୍ବାଇ ପ୍ରଥମ ନାମ ବମ୍ବେ ଥିଲା ଯାହା ପରେ ତାକୁ ବଦଳି ମୁମ୍ବାଇ ରଖା ଯାଇଛି, ମୁମ୍ବାଇରେ ସବୁ ପ୍ରକାର ଘର ଆପଣଙ୍କୁ ମିଳିବ ଏହି ସହର ବହୁତ ମହଙ୍ଗା ଅଟେ ।
ଏଠି ଲୋକ ଅଭିନେତା ଅଭିନେତ୍ରୀ ହବା ସ୍ଵୋପ୍ନ ଦେଖି ଆସିଥାନ୍ତି କିନ୍ତୁ ସମସ୍ତଙ୍କ ସ୍ଵୋପ୍ନ ସତ ହୋଇନଥାଏ । ଏଠି ଆସିଥିବା ଲୋକ ବଞ୍ଚିବା ପାଇଁ ବହୁତ କଷ୍ଟରେ ଖାଇବାକୁ ପାଇଥାନ୍ତି ଓ ଯେତେ ସୁନ୍ଦର ଏହି ସହର ଦିନ ହୋଇଥାଏ ସେତିକି କଳା ଏହାର ରାତି ମଧ୍ୟ ହୋଇଥାଏ ।

ଦୁନିଆରେ ବହୁତ କମ ଲୋକ ମୁମ୍ବାଇ ସତ ବିଷୟରେ ଜାଣିଛନ୍ତି କଣ ଆପଣ ଜାଣିଛନ୍ତି ପୁରା ଏସିଆରେ ସବୁଠାରୁ ବଡ ରେଡ ଲାଇଟ ଏରିଆ ମୁମ୍ବାଇରେ ଅଛି । ଏହି ରେଡ ଲାଇଟ ଏରିଆ ନାମ କମାଠିପୁରା ଅଟେ, କମାଠିପୁରାରେ ବହୁତ ଝିଅ ବେଶ୍ୟା ବୃତିରେ ଲାଗି ରହିଛନ୍ତି ଓ ଦିନ ହେଉ ବା ରାତି ନିଜ କଷ୍ଟମର ପ୍ପାଇନ ଅପେକ୍ଷା କରିଥାନ୍ତି । ବେଶ୍ୟା ବୃତି ଏମିତି ଗୋଟେ କଳା ସତ ଯାହାକୁ ମଡନ ଯୁଗ ମଧ୍ୟ ବଦଳି ପାରିଲା ନାହିଁ, ତେବେ ଏବେ ବେଶ୍ୟା ବୃଦ୍ଧି ଦିନକୁ ଦିନ ବଢିବାକୁ ଲାଗିଛି କଣ ଆପଣ ଜାଣିଛନ୍ତି ଯେ କେତେ ହଜାର ଝିଅ ଏଠି କମାଠିପୁରାରେ ବେଶ୍ୟା ଅଟନ୍ତି ।

ଏତେ ଝିଅଙ୍କ ଜୀବନ ନଷ୍ଟ ହେଉଛି କିନ୍ତୁ କେହି ଏହାକୁ ବଦଳି ପ୍ପାରୀ ନାହାନ୍ତି । ଯେଉଁ ଲୋକ ଏହି କମାଠିପୁରାରେ ରହଛନ୍ତି ବା ଜୀବ ଆସିବା କରନ୍ତି ସେ ଭଲ ଭାବରେ ଜାଣିଛନ୍ତି ଯେ ଏଠିକା ୨୦୦ ରୁମରେ ୫୦,୦୦୦ ବେଶ୍ୟା ଅଛନ୍ତି ଓ ବାହାର ରାଜ୍ୟ ବା ସହରରୁ ଝିଅଙ୍କୁ ଆଣି ଏଠି ଜୋର ଜବରଦସ୍ତି ତାଙ୍କୁ ବେଶ୍ୟା କାମ କରିବା ପାଇଁ ମଜବୁର କରା ଯାଏ । ତେବେ ଏହି ସ୍କୁଲ ଯିବା ଝିଅ ବା ଚାକିରି ପାଇଁ ଲୋଭ ଦେଇ ଆଣିଥିବା ଝିଅଙ୍କ ସହ ଦୁଷ୍କର୍ମ କରା ଯାଏ ଓ ତାଙ୍କୁ ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ବନେଇବା ପାଇଁ ମଜବୁର ମଧ୍ୟ କରା ଯାଏ ।

ଏଠି ଝିଅଙ୍କୁ ଟଙ୍କା ରୋଜଗାର ପାଇଁ ଏହି ଉପାୟ ସବୁଠାରୁ ସହଜ ଲାଗିଥାଏ କିନ୍ତୁ ବହୁତ ଝିଅ ଓ ମହିଳା ଅଛନ୍ତି ତାଙ୍କୁ ଜବରଦସ୍ତି ଏହି କାମ କରିବା ପାଇଁ କୁହା ଯାଏ । ତେବେ ନ ମାଣିଲେ ନସିଲା ଇନଜେକ୍ସନ ଦେଇ ତାଙ୍କ ସହ ଖରାପ କାମ କରା ଯାଇଥାଏ । ତେବେ ଏହା ହେଉଛି ମୁମ୍ବାଇର କଳା ସତ ଶେଠୀ କାମ କମ ଜୀବନ ଅଧିକ ନଷ୍ଟ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।