Interesting Gk Questions – ନ ଧୋଇ ସମସ୍ତେ ଖାଇଥାନ୍ତି, ଖାଇବା ପରେ ଅନୁତାପ କରିଥାନ୍ତି, କହିବାରେ ବି ଲାଜ କରିଥାନ୍ତି ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଭାରତରେ ସବୁଠାରୁ ବଡ ସରକାରି ଚାକିରି କଣ ଅଟେ ?

ଉତ୍ତର- IAS ଅଫିସର

୨- କେଉଁ ଦେଶରେ ଗୋଟିଏ ବି ଆର୍ମୀ ନାହି ?

ଉତ୍ତର- ଇଜରାଇଲ

୩- କାଗଜର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଚୀନ

୪- କେଉଁ ଦେଶର ଲୋକେ ଅଧିକ ଗଛ ଲଗାଇଥାନ୍ତି ?

ଉତ୍ତର- ଇଜରାଇଲ

୫- ସବୁଠାରୁ ଅଧିକ ଇମୋସନାଲ କେଉଁ ଜୀବ ଠାରେ ଦେଖାଯାଏ ?

ଉତ୍ତର- ହାତୀ

୬- କେଉଁ ଦେଶରେ ରାତିକୁ ସୂର୍ଯ୍ୟ କୁହାଯାଏ ?

ଉତ୍ତର- ନାର୍ବ

୭- ଭାରତରେ କେଉଁ ରାଜ୍ୟରେ ସବୁଠାରୁ କମ ମୁସଲିମ ଅଛନ୍ତି ?

ଉତ୍ତର- ସିକ୍କମ

୮- କେଉଁ ପକ୍ଷୀର ଶବ୍ଦ ସବୁଠାରୁ ମଧୁର ଅଟେ ?

ଉତ୍ତର- ବୁଲବୁଲ

୯- ଭାରତରେ ସବୁଠାରୁ ସୁରକ୍ଷିତ ନାଗରିକ କିଏ ?

ଉତ୍ତର- ପ୍ରଧାନମନ୍ତ୍ରୀ

୧୦- ଭାରତର ପ୍ରଥମ ରାଜ୍ୟର ନାମ କଣ ?

ଉତ୍ତର- ବିହାର

୧୧- କେଉଁ ଦେଶରେ ଆଳୁର କ୍ଷେତ ନାହି ?

ଉତ୍ତର- ବୋର୍ନିୟା

୧୨- ପିନ କୋଡ କେଉଁ ବର୍ଷ ଆରମ୍ଭ ହିଥିଲା ?

ଉତ୍ତର- ୧୯୭୨

୧୩- କେଉଁ ପକ୍ଷୀ କ୍ଷୀରରୁ ପାଣି ଅଲଗା କରିପାରେ ?

ଉତ୍ତର- ହଂସ

୧୪- କେଉଁ ଦେଶରେ ଅଧିକ ଜାଆଁଳା ଛୁଆ ଜନ୍ମ ହୋଇଥାଏ ?

ଉତ୍ତର- ନାଇଜେରିଆ

୧୫- ଦୁନିଆର ସବୁଠାରୁ ମହଙ୍ଗା କୋହିନୁର ହୀରା କେଉଁ ଦେଶରେ ମିଳିଥାଏ ?

ଉତ୍ତର- ଇଂଲଣ୍ଡ

୧୬- କେଉଁ ଦେଶରେ କଳା ରଙ୍ଗର ଗୋଲାପ ଫୁଲ ମିଳିଥାଏ ?

ଉତ୍ତର- ତୁର୍କୀ

୧୭- କେଉଁ ଜୀବ ଯିଏ ବାନ୍ତି କରିପାରେ ନାହି ?

ଉତ୍ତର- ଘୋଡା

୧୮- ଏମିତି କେଉଁ ଜୀବ ଅଛି ଯାହାର ଶବ୍ଦ ନାହି ?

ଉତ୍ତର- ଜିରାଫ

୧୯- କେଉଁ ଜୀବର ଆଖିର ରୋସନିରେ ମଣିଷର ଭଲ ହୋଇଯାଏ ?

ଉତ୍ତର- କୁକୁର

୨୦- ଜଳର ଶୁଦ୍ଧ ରୂପ କଣ ଅଟେ ?

ଉତ୍ତର- ବର୍ଷା ପାଣି

୨୧- କବାଡି ଖେଳର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତ

୨୨- ମଣିଷର ଚେହେରା କେତୋଟି ହାଡରେ ତିଆରି ହୋଇଥାଏ ?

ଉତ୍ତର- ୧୪ଟି

୨୩- ଦୁନିଆର ସବୁଠାରୁ ତୀବ୍ର ଉଡୁଥିବା ପକ୍ଷୀର ନାମ କଣ ?

ଉତ୍ତର- ପେରାଗ୍ରୀନ

୨୪- କେଉଁ ଦେଶରେ ବିଜୁଳି ବରଫରେ ତିଆରି ହୋଇଥାଏ ?

ଉତ୍ତର- ଆମେରକା

୨୫- କଣ ଆପଣ ଜାଣିଛନ୍ତି କୋହିନୁର ହିରାକୁ ପ୍ରଥମେ କିଏ ଚୋରୀ କରିଥିଲେ ?

ଉତ୍ତର- ନାଦିର ସାହା

୨୬- ବାଦାମ ରେ କେଉଁ ଭିଟାମିନ ରହିଥାଏ ?

ଉତ୍ତର- ଭିଟାମିନ- ବି୧

୨୭- କେଉଁ ଦେଶର ଲୋକେ ଘରେ ରୁହନ୍ତି ନାହି ?

ଉତ୍ତର- ମାଉଣ୍ଟେନ

୨୮- ତାଜମହଲ ପୁରା ନିର୍ମାଣ ହେବ ପାଇଁ କେତେ ସମୟ ଲାଗିଥିଲା ?

ଉତ୍ତର- ୨୨ ବର୍ଷ

୨୯- ନ ଧୋଇ ସମସ୍ତେ ଖାଇଥାନ୍ତି, ଖାଇବା ପରେ ଅନୁତାପ କରିଥାନ୍ତି, କହିବାରେ ବି ଲାଜ ଲାଗିଥାଏ ?

ଉତ୍ତର- ଜୋତା ଓ ଚପଲ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *