ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ଅନେକ ପ୍ରଶ୍ନ ପଚରା ଯାଇଥାଏ । ଯାହାର କିଛି ଉତ୍ତର ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ପାଠ ପଢୁଥିବା ପିଲା ମାନେ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ଖେଳ ।
୧- ଏମିତି କେଉଁ ଜିନିଷ ଅଛି ଯାହା କରିବା ପରେ ମଣିଷ ଅନୁତାପ କରିଥାଏ ?
ଉତ୍ତର- ଭୁଲ କାମ
୨- ଏମିତି କେଉଁ ଜିନିଷ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହି ?
ଉତ୍ତର- ଧୋକା
୩- ଏମିତି କେଇନ ଦେଶ ଅଛି ଯିଏ ସ୍ଵତନ୍ତ୍ର ଦିବସ ପାଳନ କରେ ନାହି ?
ଉତ୍ତର- ନେପାଳ
୪- ଘଣ୍ଟା ଭୀତରେ ଚମକୁଥିବା ଜିନିଷଟି କଣ ଅଟେ ?
ଉତ୍ତର- ରେଡିୟମ
୫- ଇମେଲର ଜନ୍ମାଦତା କିଏ ଅଟନ୍ତି?
ଉତ୍ତର- ତମଲିସନ
୬- ଓଟ ବେପାର ପାଇଁ କେଉଁ ବାର୍ଷିକ ମେଳା ପ୍ରସିଦ୍ଧ ଅଟେ ?
ଉତ୍ତର- ପୁଷ୍କର ମେଳା
୭- ଦୁନିଆର କେଉଁ ସାଗର ରେ କେହି ବୁଆଡନ୍ତି ନାହି ?
ଉତ୍ତର- ମୃତ ସାଗର ରେ
୮- କେଉଁ ଗଛ କାଟିଳେ ଛୁଆଙ୍କ କାନ୍ଦ ଶବ୍ଦ ଶୁଭିଥାଏ ?
ଉତ୍ତର- ମେଟ୍ରିକ ଗଛ
୯- ବରଫ ଖଣ୍ଡକୁ ପରସ୍ପର ସହ ଦବାଇଲେ କେଉଁ କାରଣ ପାଇଁ ଲାଗିଯାଏ ?
ଉତ୍ତର- ଗଲନାକ ଯିବା କାରଣରୁ
୧୦- ପେନର ଆବିଷ୍କାର କିଏ ଓ କେବେ ହୋଇଥିଲା ?
ଉତ୍ତର- ୧୯୩୧ ଲେଡିସ ଲାଓ ଯୋଶୀ ବିରୋ
୧୧- ଏମିତି କେଉଁ ବର୍ଷ ଯାହାକୁ ଓଲଟା ବା ସିଧା ଲେଖିଲେ କୌଣସି ଫରକ ପଡେ ନାହି ?
ଉତ୍ତର- ୧୯୬୧
୧୨- ଦୁନିଆର ମହଙ୍ଗା ବାଇକ କଣ ଅଟେ ?
ଉତ୍ତର- ନିମନ ମାର୍କସ
୧୩- ଗରିବଙ୍କର ସେବକ କେଉଁ ଫଳକୁ କୁହାଯାଏ ?
ଉତ୍ତର- ବରକୋଳି
୧୪- ସଂସାରର ସବୁଠାରୁ ହାଲକା ବାଡି କଣ ଅଟେ ?
ଉତ୍ତର- ୱାଲସା ଗଛ
୧୫- ଶାଶୁବୋହୁ ମନ୍ଦିର କେଉଁଠାରେ ଅଛି ?
ଉତ୍ତର- ଗ୍ଵାଲିଆର
୧୬- ସବୁଠାରୁ କମ ବୟସରେ ଫାଶୀ ଦଣ୍ଡ ପାଇଥିବା କ୍ରାନ୍ତିକାରୀ କିଏ ଥିଲେ ?
ଉତ୍ତର- ଖୁଡିରାମ ବୋଷ
୧୭- ପାଣିରେ ବୁଡି ରହିଥିବା ବାଡି ବଙ୍କା କାହିଁଙ୍କି ଦେଖାଯାଏ ?
ଉତ୍ତର- ପ୍ରକାଶର ପରିବର୍ତ୍ତନ କାରଣରୁ
୧୮- ଦୁନିଆର ସବୁଠାରୁ ଅଧିକ ପୌଷ୍ଟିକ କ୍ଷୀର କାହାର ହୋଇଥାଏ ?
ଉତ୍ତର- ଗାଈର କ୍ଷୀର
୧୯- ଭାଗତ ସିଂଙ୍କୁ ଫା-ଶୀ ଦ-ଣ୍ଡ ଶୁଣାଇଥିବା ନ୍ୟାୟାଧୀଶ କିଏ ଥିଲେ ?
ଉତ୍ତର- ଜି.ସି ହିଲଟନ
୨୦- ମିସାଇଲ ମ୍ୟାନ ଅଫ ଇଣ୍ଡିଆ କାହାକୁ କୁହାଯାଏ ?
ଉତ୍ତର- ଏପିଜି ଅବ୍ଦୁଲ କାଲାମ
୨୧- ଲୁହାରେ ଜଣକ ଲାଗିଲେ ଲୁହାର ଭାର ବଢିଥାଏ ନାଁ କମିଠାଏ ?
ଉତ୍ତର- ବଢିଥାଏ
୨୨- ଆମ ଶରୀରରେ ଗୋଟିଏ ଦିନରେ କେତେ ୟୁରିନ ତିଆରି ହୋଇଥାଏ ?
ଉତ୍ତର- ୧ରୁ ୨ଲିଟର
୨୩- ଦୁନିଆରେ ସବୁଠାରୁ ଅଧିକ ଡାକଘର କେଉଁ ଦେଶରେ ଅଛି ?
ଉତ୍ତର- ଭାରତରେ
୨୪- ନ ଧୋଇ ସବୁ ଖାଇଥାଏ, ଖାଇବା ପରେ ଅନୁତାପ କରିଥାଏ କହିବାକୁ ବି ଲାଜ କରିଥାଏ ସେ କିଏ ?
ଉତ୍ତର- ଜୋତା ଚପଲ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।