Naba ଙ୍କ ଝିଅ ପାଇଁ Gopal ଆଖିରେ ଲୁହ! ଜେଲରେ ବସି କାନ୍ଦି କାନ୍ଦି ଭାବୁଛି….

ଦର୍ଶକ ବନ୍ଧୁ ସକାଳର ପେପର ଆଜି ସେଲରେ ପାଇଥିଲେ ଗୋପାଳ । ଆଉ ପେପର ଲେଉଟାଇ ହଠାତ ଅଟକି ଯାଇଥିଲା କାହିଁ କେଜାଣି ଆଉ ତା ଆଖି ରେ ଲୁହ ଚାଲି ଆସିଥିଲା । ସେ ଲୁହ ଚାଲି ଆସିଥିଲା ନବ ଦାସଙ୍କ ଝିଅ ଦୀପାଳି ପାଇଁ । ଦୀପାଳି ଆଉ ତା ଭାଇ ବିଶାଳ କୁ ଆଜି ବାପ ଛେଉଣ୍ଡ କରି ଦେଇଛି ତାର ଗୋଟେ ବଡ ନିସ୍ପତି ।

ବ୍ଯକ୍ତିଗତ କାରଣ ପାଇଁ ଯଦିଓ ସେ ମନ୍ତ୍ରୀ ନବ ଦାସ ଙ୍କୁ ହ-ତ୍ୟା କରିଛି ତଥାପି ଗୋପାଳ ମନରେ ରହିଛି ଗୋଟେ ବାପର ହୃଦୟ । ଗୋପାଳର ବି ଗୋଟେ ପୁଅ ଆଉ ଝିଅ ଅଛି ସଂସାର ଅଛି । ଗୋପାଳ ଜାଣିଛି ତା ବିନା ପୁଅ, ଝିଅ ତା ସ୍ତ୍ରୀ କିଭଳି ଅବସ୍ଥାରେ ଥିବେ । ଆଉ ଏ ସବୁ ବାଦ ବି ସେ ସଂବେଦନଶୀଳ ହୋଇ ପଡିଛି ଦୀପାଳୀଙ୍କ ଫୋଟୋ ପେପରରେ ଦେଖି ଆଉ ତା ଆଖିରେ ଲୁହ ଚାଲି ଆସିଛି ।

ଚୌଦ୍ବାର ଜେଲ ମଣ୍ଡଳ କାରାଗାରରେ ଗୋପାଳ ଦାସ 3 ନମ୍ବର ସେଲରେ ସବୁଦିନ ସକାଳୁ ପେପର ପଢିବା ପାଇଁ ଅନୁମତି ମାଗେ । ଆଉ ମିଳେ ତାକୁ ଖବରକାଗଜ । ଦେଶ ଦୁନିଆରା ଖବର ସହ ରାଜ୍ୟରେ କଣ ଘଟୁଛି ସବୁ କିଛି ପଡୁଛି ଗୋପାଳ । ଏବେ ଆଜି ଖବରକାଗଜ ରେ ଦେଖିବାଲୁ ପାଇଲା ନବ ଦାସଙ୍କ ଝିଅ ଦୀପାଳି ଦାସ ଆମ୍ବୁଲାନ୍ସ ଦେଇଛନ୍ତି ତାଙ୍କ ବାପାଙ୍କ ସ୍ମୃତି ରେ ।

ଆଉ ଅପେକ୍ଷା କରି ରହିଛନ୍ତି ତଦନ୍ତର ରିପୋର୍ଟ କୁ । ଏପଟେ ଝିଅ ଫୋଟୋ କୁ ଦେଖି କାହିଁଙ୍କି କେଜାଣି ଭାବ ପ୍ରବଣ ହୋଇ ଉଠିଲା ଗୋପାଳ । ଆଖି ରେ ଜକେଇ ଆସୁଥିବା ଲୁହକୁ ଜାକି ପକାଇଲା ନିଜ ଗାମୁଛାରେ । ଅନୁଭବ କରିଲା ଯେ ସେ ଯାହା ବି କରିଛି ସେ ତାର ବ୍ୟକ୍ତିଗତ ନିସ୍ପତି ଅଟେ । କିନ୍ତୁ ଗୋପାଳ ଦୀପାଳି ସହ ବା ନବ ଦାସଙ୍କ ପରିବାର ସହ କରିଛି ତାହା ଜମା ବି ଠିକ ନୁହେଁ ।

ନିଜର କରିଥିବା କାମ ପାଇଁ ତାର ପଶ୍ଚାତାପ ନାହି କିନ୍ତୁ ଦୁଖ ଆସି ଦୀପାଳି ପାଇଁ । କାରଣ ଯେବେ ଗୋଟେ ଝିଅ ତାର ବାପାକୁ ଯେବେ ହରାଏ କେତେ ଯେ କଷ୍ଟ ହୁଏ ସେ ନିଜେ ଜାଣିଛି । କାରଣ ଗୋପାଳ ନିଜେ ଝିଅର ବାପା । ହୋଇପାରେ ଗୋପାଳ ଅନେକଙ୍କ ପାଇଁ ଖରାପ ହୋଇପାରେ ବା ଆଇନ ଆଗରେ କ୍ରିମିନାଲ ବା ହତ୍ୟାକାରୀ ଏବଂ ଯାହାର ଶାସ୍ତି ପାଇବାକୁ ଅପେକ୍ଷା କରି ରହିଛି ।

କାହିଁକି ଗୋପାଳ ରାଗି ଯାଇଥିଲା ଆଉ କାହିଁକି ଏମିତି କରିଲା ତଥାପି ତାର ମନରେ ସଂବେଦନଶୀଳ ବାପର ହୃଦୟ ଅଛି । ଯାହା କି ତା ଝିଅ, ପୁଅ, ପରିବାର ପାଇଁ ଜାଗି ଉଠିଛି । ଆଉ ଏବେ ଗୋଟେ ଝିଅର ଦୁଖ ବୁଝି ସାରିଛି ଗୋପାଳ । ସେ ଝିଅ ଆଉ କେହି ନୁହେଁ ବରଂ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *