ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ନିଜ ରାଶି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ- Jyotisha Shastra

ବନ୍ଧୁଗଣ ପ୍ରତକେ ବ୍ଯକ୍ତିର ଜାତକ ଥିବ ବୋଲି କିଛି ମାନେ ନାହି । ଆଉ କିଛି ଲୋକଙ୍କର ଜାତକ ହଜି ଯାଇଥାଏ ମଧ୍ୟ । ଆପଣଙ୍କର ସାଙ୍ଗଙ୍କର ରାଶି ଯଦି ଆପଣ ଜାଣିବାକୁ ଚାହୁଁ ଛନ୍ତି ଆଉ ଜାତକ ନାହି ତେବେ ନାମ ର ପ୍ରଥମ ଅକ୍ଷର ଦ୍ଵାରା ରାଶିକୁ ବିଚାର କରି ପାରିବେ । ନାମର ପ୍ରଥମ ଅକ୍ଷର ରୁ ହିଁ ପ୍ରତେକ ବ୍ୟକ୍ତି ର ରାଶି କଣ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ କହିବୁ ନାମର ପ୍ରଥମ ଅକ୍ଷର ରୁ କେମିତି ଜାଣିବା ନିଜ ରାଶି ବିଷୟରେ ।

୧- ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର ଚୁ, ଚେ, ଚୋ, ଲ, ଲି, ଲୋ, ଅ ରୁ ଆରମ୍ଭ ହୋଇଥାଏ ସେମାନଙ୍କର ମେଷ ରାଶି ହୋଇଥାଏ ।

୨- ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର ବୁ, ଇ, ଏ, ଓ, ବି, ବେ, ବୋ ହୋଇଥାଏ ସେମାନେ ବୃଷ ରାଶି ହୋଇଥାନ୍ତି ।

୩- ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର କ, କି, କୁ, ଘ, ଉଁ, ଛ, କେ, କୋ, ହ ସେମାନେ ମିଥୁନ ରାଶି ହୋଇଥାନ୍ତି ।

୪- ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର ହି, ହୁ, ହେ, ହୋ, ଡ, ଡି, ଡୂ,ଢେ, ଢୋ ହୋଇଥାଏ ସେମାନେ କର୍କଟ ରାଶି ହୋଇଥା ନ୍ତି ।

୫- ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର ମ, ମି, ମେ, ମୋ, ଟ, ଟି, ତୁ, ଟେ ହୋଇଥାଏ ସେମାନେ ସିଂହ ରାଶି ହୋଇଥାନ୍ତି ।

୬- ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର ଟୋ, ପ, ପି, ପୂ, ଣ, ଠ, ପେ ହୋଇଥାଏ ସେମାନେ କନ୍ୟା ରାଶି ହୋଇଥାନ୍ତି ।

୭- ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର ର, ରି, ରୁ, ରେ, ତ, ତି, ତୁ, ତେ ହୋଇଥାଏ ସେମାନେ ତୁଳା ରାଶି ହୋଇଥାନ୍ତି ।

୮- ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର ତୋ, ନ, ନି, ନୁ, ନେ, ନୋ, ଯ, ଯି, ଯୁ ହୋଇଥାଏ ସେମାନେ ବିଛା ରାଶି ହୋଇଥାନ୍ତି ।

୯- ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର ଯେ, ଜୋ, ଭ, ଭି, ଭୂ, ଧ, ଫ, ଢ, ରେ ହୋଇଥାଏ ସେମାନେ ଧନୁ ରାଶି ହୋଇଥାନ୍ତି ।

୧୦- ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର ଭୋ, ଯ, ଯି, ଜୁ, ଜେ, ଭେ, ଗା, ଗି ହୋଇଥାଏ ସେମାନେ ମକର ରାଶି  ହୋଇଥାନ୍ତି ।

୧୨- ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର ଦି, ଦୂ, ଥ, ଝା, ଞ୍ଜ, ଦେ, ଦୋ, ଚ, ଚି ହୋଇଥାଏ ସେମାନେ ମୀନ ରାଶି ହୋଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *