ପରୁଷ ମାନେ ଯେଉଁ ନାମ ଦେଇଛନ୍ତି ପ୍ରିୟା ଏହାର ନାମକରଣ କିଏ ଓ କାହିଁକି କରିଥିଲେ କଣ ଏହା ବିଷୟରେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ? ପୁରୁଷଙ୍କ ମତରେ ତାଙ୍କର ପ୍ରିୟା ଅର୍ଥାତ ତାଙ୍କର ସ୍ତ୍ରୀ ମାନେ କୁହନ୍ତି କିଛି କିନ୍ତୁ ମନରେ ଆଉ କିଛି ଭାବିଥାନ୍ତି ତ କରନ୍ତି ଆଉ କିଛି । କଣ ଏହି କଥାଟି ସତ ଅଟେ । ଏହାର ଉତ୍ତର ହେଉଛି ବାସ୍ତବିକ ରୂପରେ ପୁରୁଷ ମାନେ କୁହନ୍ତି ସ୍ତ୍ରୀ ହେଉଛି ମାତା, ଦେବି । କିନ୍ତୁ ପୁରୁଷଙ୍କ ମନରେ ଚିନ୍ତାଧାରା ହେଉଛି ସ୍ତ୍ରୀ ମାନେ ହେଉଛନ୍ତି ତାଙ୍କର ପାଦ ତଳର ଧୁଳି ଆଉ କିଛି ନୁହେଁ ।
ପୁରୁଷ ମାନେ ନିଜର ପୁରୁଷ ପଣିଆ ଦେଖାଇ ସ୍ତ୍ରୀ ମାନଙ୍କ ଉପରେ ରାଜ କରିଥାନ୍ତି । ନିଜ ଠାରୁ ଛୋଟ ମନେ କରିଥାନ୍ତି ପୁରୁଷ ମାନେ ସ୍ତ୍ରୀ ମାନଙ୍କୁ । ସ୍ତ୍ରୀ ମାନଙ୍କର ମାନ ଭଙ୍ଗ କରିବା ସହ ନିଜର ଦାସୀ ମାନେ କରିଥାନ୍ତି ପୁରୁଷ ମାନେ । କଥା ରେ ଅଛି ଯେଉଁ ଠାରେ ନାରୀର ପୂଜା କରାଯାଏ ଓ ସମ୍ମାନ କରାଯାଏ ସେଠାରେ ହିଁ ଭଗବାନଙ୍କର ବାସ ରହିଥାଏ ଯାହା ପୁରୁଷ ମାନେ ଭୁଲୁ ଯାଇଥାନ୍ତି ।
ଯେଉଁ ଠାରେ ନାରୀର ଅପମାନ ହୋଇଥାଏ ସେଠାରେ ଉଭୟ ଭାଗ୍ୟ ଓ ଭଗବାନ ରୁଷ୍ଟ ହୋଇଥାନ୍ତି । କାରଣ ଯେଉଁ ଠାରେ ନାରୀକୁ ଅପମାନ ଦେବା ସହ ତାର ସମ୍ମାନ ଉପରେ ଆଞ୍ଚ ଆସେ ସେଠାରେ କେବେ ବି ଭଗବାନ ରୁହନ୍ତି ନାହି । ଏହି କଥା ପ୍ରତେକ ପୁରୁଷ ମାନେ ସ୍ମରଣ ରଖିବା ଉଚିତ ବୋଲି ଭଗବାନ କୃଷ୍ଣ କହିଛନ୍ତି ।
ଯଦି ନାରୀଟି କଲ୍ୟାଣୀ ହୋଇପାରେ ତେବେ ଚଣ୍ଡୀ ବା ମା କାଳି ହେବାକୁ ତାକୁ ବେଶୀ ସମୟ ଲାଗିବ ନାହି । ଯଦି ନାରୀ ମା ହୋଇ ଜନ୍ମ କରିପାରେ ତେବେ ମୃତ୍ୟୁ ସାଜି ବିନାଶ ମଧ୍ୟ କରିପାରେ ବିଲି ଭଗବାନ କୃଷ୍ଣ କହିଛନ୍ତି । ଯେଉଁ ଠାରେ ନାରୀର ଅପମାନ ହେବ ସେଠାରେ ମହାନ ଭାରତ ମଧ୍ୟ ମହାଭାରତ ସୃଷ୍ଟି କରିପାରେ ଏହା ବାସ୍ତବିକ ସତ୍ୟ ଅଟେ ।
ପ୍ରତେକ ପୁରୁଷ ସ୍ମରଣ ରଖିବା ଉଚିତ କେବେ ବି ନାରୀର ଅପମାନ କରିବା ଉଚିତ ନୁହେଁ । ଯଦି କୌଣସି ନାରୀର ଅପମାନ କରାଯାଏ ତେବେ ସେହି ପୁରୁଷର ବିନାଶ ନିକଟତର ହୋଇ ସାସୁଛି ବୋଲି ସଙ୍କେତ ମିଳିଥାଏ ।
ଏହା ହେବ ନାରୀର ପ୍ରଥମ ପାହାଚ ଯାହା ଶାନ୍ତ ଭାବେ ଆସିଥାଏ । ଏହା ପରେ ନାରୀ ଯେତେବେଳେ ନିଜର ସହିବା ସୀମା ଅତିକ୍ରମ କରିଯାଏ ସେହି ସମୟରେ ବିନାଶ ହେବା ସୁନିଶ୍ଚିନ୍ତ ଅଟେ । ଏହାକୁ କେହି ରୋକି ପାରିବେ ନାହି । ତେଣୁ ପ୍ରତେକ ପୁରୁଷ ମାନେ ନାରୀକୁ ସମ୍ମାନ ଦେବା ସହ ତାଙ୍କର ପ୍ରତେକ କଥାକୁ ସମାନ ଦେବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।