ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସୂଚନା ମୁତାବକ ପୃଥିବୀ ଆଡକୁ ମାଡି ଆସୁଛି ମହାକାଶୀୟ ବିପଦ । ଆସନ୍ତା ୪୮ ଘଣ୍ଟା ଏହି କାରଣରୁ ପୃଥିବୀ ପାଇଁ ବେଶ ଜରୁରୀ ସମୟ ରହିବ । ଆମେରିକା ମହାକାଶିୟ ଗବେଷଣା କେନ୍ଦ୍ର ନାସ ଏହାକୁ ନେଇ ରଖିଛି କଡା ନଜର । ମହାକାଶରେ ପୁଥିବୀ ଆଡକୁ ମାଡି ଆସୁଥିବା ଏହି ବିଶାଳ ମହାକାଶୀୟ ବିପଦ ଆଷ୍ଟ୍ରୋଏଡ ବା ପଥର ଖଣ୍ଡ । ନାସା ଏହାର ନାମକରଣ ୨୦୦୩ ST-୨୦୨୦ ରଖିଛି ।
ଆମେରିକା ଗବେଷଣା ସଂସ୍ଥା ର MS ଏକ୍ସପ୍ଲୋରେସନ ସେଣ୍ଟର ଏହାକୁ ବିପଦ ଜନକ ମହାକାଶୀୟ ପଥର ଖଣ୍ଡ ଶ୍ରେଣୀରେ ପ୍ରଥମେ ଠାବ କରିଥିଲା । ତେବେ ୨୦୦୩ SD-୨୦୨୦ ନାମକ ଏହି ବିଶାଳ ମହାକାଶୀୟ ପଥର ଖଣ୍ଡଟି ଶୁକ୍ର ଓ ପୃଥିବୀ ମଧ୍ୟରେ ଥିବା କକ୍ଷ ପାଖରେ ଘୁରି ବୁଲୁଛି । ପ୍ରତେକ ୪ ମାସରେ ଏହି ମହାକାଶୀୟ ପଥରକୁ ଠାବ କରା ଯାଇଥିଲା । ମହାକାଶ ବିଜ୍ଞାନୀ ଏହାକୁ ଟେଲିସ୍କୋପ ଜରିଆରେ ଠାବ କରିଥିଲେ ।
ଏହାକୁ ଅନୁଧ୍ୟାନ କରିବା ପରେ ବିପଦ ଜନକ ବର୍ଗ ରେ ସ୍ଥାନ ଦିଆ ଯାଇଛି । ଏହି ମହାକାଶୀୟ ପଥର ଖଣ୍ଡ ଟି ପ୍ରାୟ ୧କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ହେବ । ଶେଷ ଥର ପାଇଁ ୨୦୧୮ ମସିହାରେ ଡିସେମ୍ବର ୨୨ ତରାଇଖରେ ଏହାକୁ ଠାବ କରା ଯାଇଥିଲା । ସେହି ସମୟରେ ଏହି ପଥର ଖଣ୍ଡ ଟି ପୃଥୁବୀ ଠାରୁ ୧୬.୧୫ ଲକ୍ଷ କିଲୋମିଟର ଦୂରରେ ରହିଥିଲା । ଏହାର ଅର୍ଥ ହେଉଛି ଭାରତ ଠାରୁ ଚନ୍ଦ୍ର ଯେତିକି ଦୂରରେ ରହିଛି ।
ଏହି ପଥର ଖଣ୍ଡ ଟି ପୃଥିବୀ ଠାରୁ ୬ ଗୁଣା ଅଧିକ ଦୂରରେ ରହିଛି । ଏହି ମହାକାଶୀୟ ପଥର ଖଣ୍ଡ ନିକଟରେ ନାସା ରୋବର୍ଟ ପଠାଇ ଏହା ସମ୍ପର୍କ ରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଯୋଜନା ରଖିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ବିଶାଳ ମହାକାଶୀୟ ପଥର ଖଣ୍ଡ ଟି ପୃଥିବୀ ଠାରୁ ୬୪ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ଅନ୍ତରିକ୍ଷ ରେ କୋଟୋ କୋଟି କିଲୋମିଟର ଦୂରତାକୁ ଅଧିକ ବୋଲି ଧରାଯାଏ ନାହି ।
କାରଣ ଏହି ପଥର ଖଣ୍ଡ ଟି ପଥର ମାତ୍ର ୧ ଡିଗ୍ରୀ ପରିବର୍ତ୍ତନ ହୋଇଗଲେ ତାହା ପୃଥିବୀ ଆଡକୁ ଗତି କରିବା ସମ୍ଭାବନା ରହିଥାଏ । ତେବେ ଯଦି କୌଣସି ଧୂମକେତୁ ଉପଗ୍ରହ ଭଳି ମହାକାଶୀୟ ଜିନିଷ ପୃଥିବୀ ଠାରୁ ୭୪ ଲକ୍ଷ କିମି ଦୂରତାରେ ଆସୁଥାଏ ତାହାକୁ ବିପଦ ଜନକ ଶ୍ରେଣୀରେ ରଖା ଯାଇଥାଏ । ପୃଥିବୀ ଠାରୁ ୧୯ କୋଟି କିମି ଅତିକ୍ରମ କରୁଥିବା କୌଣସି ଦ୍ରୁତ ଗତିର ବସ୍ତୁକୁ ନାସା ପୃଥିବୀର ନିକଟତମ ବସ୍ତୁ ଭାବେ ରଖା ଯାଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।