ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହିନ୍ଦୁ ଧର୍ମରେ ନବରାତ୍ରି ର ବିଶେଷ ମହତ୍ଵ ର ଅହିଛି । ଏହି ସମୟରେ ପିଆଜ ରସୁଣ ଖାଇବା ବର୍ଜନୀୟ ହୋଇଥାଏ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ପିଆଜ ରସୁଣ ବୀନା ଖାଦ୍ୟ ଟେଷ୍ଟ ଲାଗେ ନାହି ଆଉ ତାହା ମଧ୍ୟ ପରିବା ରେ ଯାଉଛି ତେବେ କଣ ପାଇଁ ନବରାତ୍ରି ରେ ପିଆଜ ରସୁଣ ଖାଇବା ଉଚିତ ନୁହେଁ ? ଆଜି ଆମେ ଆପଣଙ୍କୁ ଏହା ସହ ଜଡିତ ପୌରାଣିକ କଥା ବିଷୟରେ କହିବାକୁ ଯାଉଛୁ ।
ପୌରାଣିକ କଥା ଅନୁଯାୟୀ ଯେବେ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ଗୋଟିଏ ପରେ ଗୋଟିଏ ରତ୍ନ ବାହାରିଥିଲା ଆଉ ଶେଷରେ ଅମୃତ କଳସ ବାହାରିଥିଲା । ସମୁଦ୍ରରେ ଅମୃତ କଳସ ପାଇଁ ଧନ୍ଵନ୍ତରୀ ପ୍ରକଟ ହେଲେ ସେତେବେଳେ ଅସୁରମାନେ ତାଙ୍କ ଠାରୁ କଳସ ଛଡାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ଦେବତାମାନେ ଭଗବାନ ବିଶୁଣୁଙ୍କୁ ଏପରି ହେବାରୁ ରୋକିବାକୁ ଅନୁରୋଧ କରିବା ପରେ ଭଗବାନ ବିଶୁଣୁ ମୋହିନୀ ରୂପ ଧାରଣ କରିଲେ ଯାହାକୁ ଦେଖି ଅସୁରମାନେ ଆଶ୍ଚର୍ଯ୍ୟ ହୋଇଗଲେ ।
ମୋହିନୀ ବେସ ଧରିଥିବା ଭଗବାନ ବିଶୁଣୁ କହିଲେ ମୁଁ ଅମୃତ କଳସକୁ ଦେବତା ଓ ଅସୁରଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦେବି । ଏହି ପରପ୍ରକାରରେ ଭଗବାନ ବିଶୁଣୁ ଛଳ କରି ଦେବତାଙ୍କୁ ଅମୃତ ସ4ବନ କରାଇଲେ । କିନ୍ତୁ ଅସୁରମାନେ ଏହା ଜାଣିପାରିଲେ ନାହି କିନ୍ତୁ ରାହୁ ଓ କେତୁ ନାମକ ଅସୁର ଏହା ଜାଣିପାରି ଦେବତାଙ୍କ ଗହଣରେ ରହି ଅମୃତ ସେବନ କରିଲେ ଆଉ ଦେବତାମାନେ ଚିନ୍ତାରେ ପଡି ଭଗବାନ ବିଶୁଣୁଙ୍କୁ କହିଲେ ପ୍ରଭୁ ଏବେ କଣ ହେବ ?
ରାହୁ ଓ କେତୁଙ୍କ କଣ୍ଠ ଯାଏଁ ଅମୃତ ପହଞ୍ଚିଥିଲା ଆଉ ଭଗବାନ ବିଶୁଣୁ ନିଜର ସୁଦର୍ଶନ ଚକ୍ରରେ ରାହୁ ଓ କେତୁଙ୍କ ମୁଣ୍ଡ ଅଲଗା କରିଦେଲେ । ଦୁହିଙ୍କର ମୁଣ୍ଡ କାଟ ପରେ ଶରୀରରୁ ରକ୍ତ ବାହାରିଥିଲା ଆଉ ରାହୁ ଯେଉଁଠି ଥିଲେ ତାଙ୍କ ରକ୍ତରୁ ପିଆଜ ଓ କେତୁଙ୍କ ରକ୍ତରୁ ରସୁଣ ଉତପନ ହେଲା । ପିଆଜ ରସୁଣରେ ଅମୃତ ରସ ଥିଲେ ମଧ୍ୟ ରାକ୍ଷସ ଗୁଣ ଅଧିକ ରହିଛି ଯାହାକୁ ଖାଇବା ଦ୍ଵାରା ମୁହଁରୁ ଅଜବ ଗନ୍ଧ ଆସିଥାଏ । ତେଣୁ ନବରାତ୍ରି ହେଉ ବା ଯେ କୌଣସି ପର୍ବ ହେଉ ରାଉନ ଓ ପିଆଜ ଖାଇବା ବର୍ଜନୀୟ ଅଟେ ।
କିନ୍ତୁ ଅନ୍ୟ ପକ୍ଷରେ ରସୁଣ ପିଆଜ ଖାଇବା ଦ୍ଵାରା ଅନେକ ରୋଗ ମଧ୍ୟ ଭଲ ହୋଇଥାଏ । ତାମସିକ ଭୋଜନ ଭାବେ ରସୁଣ ଓ ପିଆଜକୁ ଗ୍ରହଣ କାର ଯାଇଥାଏ । ଶାସ୍ତ୍ର ଅନୁଯାୟୀ ପିଆଜ ରସୁଣ ଉତ୍ତେଜନା ଓ କ୍ରୋଧକୁ ବୃଦ୍ଧି କରାଇଥାଏ । ଯାହା ଦ୍ଵାରା ସଚ୍ଚା ମନରେ ପୂଜା କରିବାରେ ବାଧା ଆସିଥାଏ ।
ତେଣୁ ଯେଉଁ ମାନେ ନବରାତ୍ରି ବ୍ରତ ନ କରୁଥିବେ ବି ସେମାନେ ରସୁଣ ପିଆଜ କାହାଇବା ଉଚିତ ନୁହେଁ । ନବରାତ୍ରି ରେ ସାତ୍ଵିକ ଭୋଜନ କରିବା ସହ ଭକ୍ତକୁ ଆଧ୍ୟାତ୍ମିକ ହେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।