ବନ୍ଧୁଗଣ ନବରାତ୍ରିର ପର୍ବ ଏତେ ଅଦଭୂତ ହୋଇଥାଏ କି ଏହି ୯ ଦିନରେ ସବୁ ମଣିଷ ମାତା ରାଣୀଙ୍କ ଭକ୍ତିରେ ଲୀନ ହୋଇ ଯାଇଥାନ୍ତି । ଆଶ୍ଵିନ ମାସର ପ୍ରତିପଦା ତିଥି ଠାରୁ ନବରାତ୍ରି ର ଆରମ୍ଭ ହୋଇଥାଏ । ଚଳିତ ବର୍ଷ ନବରାତ୍ରିର ଆରମ୍ଭ ସେପ୍ଟେମ୍ବର ୨୬ ରୁ ଆରମ୍ଭ ହେବାକୁ ଯାଉଛି ଆଉ ଅକ୍ଟୋବର ୪ ତାରିଖରେ ଶେଷ ହେବ । ମତା ଦୂର୍ଗାଙ୍କ ଅଲଗା ଅଲଗା ରୂପ ରେ ୯ ପ୍ରକାରର ନବରାତ୍ରି ରେ ଦେଖିବାକୁ ମିଳିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ନକ୍ଷତ୍ରର ମହାସଂଯୋଗ ବନିବାକୁ ଯାଉଛି ଯାହା ଫଳରେ କିଛି ରାଶିଙ୍କୁ ଅଧିକ ଫାଇଦା ହେବ । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।
ମିଥୁନ ରାଶି : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ମିଥିନ ରାଶିର ଲୋକଙ୍କ ଉପରେ ମା ଦୂର୍ଗା ନିଜର କୃପା ବର୍ଷାଇବାକୁ ଯାଉଛନ୍ତି ନବରାତ୍ରି ରେ । ଆପଣଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି । ଆର୍ଥିକ ସ୍ଥିତି ଭଲ ହେବ । ପାରିବାରିକ ଜୀବନ ସୁଖମୟ ରହିବ । ନିକଟ ଭବିଷ୍ୟରେ ଆର୍ଥିକ ଲାଭ ମିଳିବ । ସମାଜରେ ମାନ ସମାନ ବଢିବ । ଆପଣଙ୍କୁ ଧନ ନିବେଶ କରିଲେ ଲାଭ ମିଳିବ ।
କନ୍ୟା ରାଶି : ନବରାତ୍ରି ରେ କନ୍ୟା ରାଶିର ଜାତକ ଙ୍କ ଉପରେ ମା ଦୂର୍ଗାଙ୍କ ଅଶେଷ କୃପା ବର୍ଷାଇବାକୁ ଯାଉଛି । ଆପଣଙ୍କ ଧନ ରେ ଆକସ୍ମିକ ବୃଦ୍ଧି ହେବ । ଧନ ପ୍ରାପ୍ତିର ଅନେକ ଅବସର ପ୍ରାପ୍ତ ହେବ । ଉତ୍ତମ ଚାକିରି ମିଳିପାରେ । ଦାଂପତ୍ଯ ଜୀବନରେ ହସ ଖୁସି ର ସମୟ ରହିବ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ଅଧିକ ବଢିବ । କନ୍ୟା ରାଶିର ଲୋକଙ୍କୁ ବନ୍ଧୁ ଙ୍କ ସହଯୋଗ ମିଳିବ । ଆପଣ ଯେଉଁ କାମ କରିଥିବେ ସେଥିରେ ପ୍ରଶଂସା ପାଇବେ ।
ତୁଳା ରାଶି : ଚଳିତ ବର୍ଷ ନବରାତ୍ରି ଆପଣଙ୍କ ପାଇଁ ବିଶେଷ ମଙ୍ଗଳମୟ ରହିବ । ମା ଦୂର୍ଗା ଙ୍କ କୃପାରୁ ସବୁ କାର୍ଯ୍ୟ ରେ ବିଶେଷ ସଫଳତା ଲାଭ ହେବ । ଆର୍ଥିକ ପକ୍ଷ ମଜବୁତ ହେବ । ଅଳ୍ପ ପରିଶ୍ରମ କରି ବଡ ରୁ ବଡ ସଫଳତା ହାସଲ କରିବେ । ନବରାତ୍ରି ର ଏହି ସମୟରେ ଲେନଦେନ କରିବା ପାଇଁ ଅତ୍ୟନ୍ତ ଶୁଭ ଅଟେ । ବ୍ୟାପାର ଓ ଚାକିରି ପାଇଁ ଆପଣଙ୍କ ପାଇଁ ଦିନ ଉତ୍ତମ ରହିବ ।
ବିଛା ରାଶି : ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ନବରାତ୍ରି ରେ ଆପଣଙ୍କ ପାଇଁ ଶୁଭ ଫଳଦାୟକ ସାବ୍ୟସ୍ତ ହେବ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କ ଦ୍ଵାରା କରା ଯାଇଥିବା କାର୍ଯ୍ୟ ର ତାରିଫ ହେବ । ଅପେକ୍ଷା ରୁ ଅଧିକ ଧନ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ସମସ୍ୟାରୁ ରିହାତି ପାଇବେ ।
ବୈବାହିକ ଜୀବନ ଦୁଖମୟ ରହିବ । ପାରିବାରିକ ଜୀବନ ସୁଖମୟ ରହିବ । ବିଦ୍ୟାର୍ଥୀ ବର୍ଗ ପାଠ ପଢା ପ୍ରତି ଧ୍ୟାନ ଦେବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।