ନିଜକୁ ଭଗବାନ କହି ନୂଆବୋହୂ ସହ ଯାହା କରିଛନ୍ତି ଏହି ବାବା ଶୁଣି ଆପଣଙ୍କ ରକ୍ତ ଗରମ ହୋଇଯିବ, ଦେଖନ୍ତୁ Video ମହିଳା କଣ କହୁଛନ୍ତି

ବନ୍ଧୁଗଣ ଦେହ ସୁସ୍ଥ କରିଦେବ ବାହାନାରେ ବାବା ନବ ବିବାହିତା ଯୁବତୀଙ୍କୁ କରିଛନ୍ତି ଦୁଷ୍କର୍ମ । ଦୁଷ୍କର୍ମ କରିଲେ ଆଉ ବାବା କହିଲେ ତୋ ମୋ ଭିତରେ ଯେଉଁ ସମ୍ପର୍କ ରହିଲା ତାହା ଭଗବାନଙ୍କ ସହ ଏଭଳି ଭାବି ନେବୁ । ଆଉ ବାହାରେ କହିବୁ ନାହି କହିଲେ ତୋତେ ସୁଫଳ ମିଳିବ ନାହି ବୋଲି ବାବା କହିଛନ୍ତି । କିନ୍ତୁ ମହିଳା ତାଙ୍କୁ ସ୍ବାମୀଙ୍କୁ ଏହି ସବୁ ଆଚରଣ ବିଷୟରେ କହିଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭାଟେଲି ଥାନା ଅନ୍ତର୍ଗତ କଲାଝୁରି ଗାଁରେ ।

କଲାଝୁରି ଗାଁର ବିଜୟ କୁମାର ନାୟକ ଯେ କି କମଙ୍ଗା ହାଇସ୍କୁଲରେ ସଙ୍ଗୀତ ଶିକ୍ଷକ ଥିବା ବେଳେ କମଙ୍ଗା ଗାଁର ଇଷ୍ଟଦେବୀ କମଙ୍ଗେଇର ବରୁଆ ଭାବେ ପରିଚିତ ଅଟନ୍ତି । ଅନେକ ଲୋକଙ୍କୁ ଗୁଣୀ ଗାରିଡି କରି ଭଲ କରୁଥିବା ଲୋକେ ବିଶ୍ଵାସ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ଯର କଥା ନିଜକୁ ବାରୁଆ କହୁଥିବା ଏହି ଭଣ୍ଡ ବାବା ନିଜର ଶାରୀରିକ ତୃଷ୍ଣା ମେଣ୍ଟାଇବା ପାଇଁ ଜେଣ ବିବାହିତା ମହିଳାଙ୍କୁ ବଳାତ୍କାର କରିଛନ୍ତି ।

ଆଉ ଏହାକୁ ନେଇ ଏବେ ଭଟେଲୀ ଥାନାରେ ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ପ୍ରେମ ବିବାହ କରିଥିଲା ନିଜ ପ୍ରେମିକାଙ୍କୁ । ଦୀର୍ଘ ୬ ମାସ ହେବେ ତାଙ୍କ ସ୍ତ୍ରୀଙ୍କର ଦେହ ଅସୁସ୍ଥ ଥିଲା । ଅନେକ ଡାକ୍ତରଙ୍କୁ ଦେଖାଇବା ପରେ କିଛି ସୁଫଳ ମିଳିଲା ନାହି । ଶେଷରେ କଲାଝୁରି ଗାଁର ସ୍କୁଲ ଶିକ୍ଷକ ତଥା ଭଣ୍ଡା ବାରୁଆ ବିଜୟ କୁମାର ନାୟକଙ୍କ ହାବୁଡରେ ପଡିଥିଲେ ଯୁବକ ।

ଆଉ ସେଠାରେ ବିଶ୍ଵାସ କରି ଯାଇଥିଲେ ଦେହ ଭଲ କରିବା ପାଇଁ । ବାବା ମହିଳାଙ୍କୁ ତାଙ୍କ ଦେହ ଭଲ କରିବା ବାହାନାରେ ଘର ଭିତରକୁ ଡ଼ାକିଥିଲେ । ଆଉ ବିଭିନ୍ନ ଦେବାଦେବୀଙ୍କ ଦର୍ଶନ କରିବା ବାହାନାରେ ଭ୍ରମିତ କରିଥିଲେ ବାବା । ଶେଷରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଭଣ୍ଡ ବାବା ।

ଆଉ ଏହି ସମ୍ପର୍କ ଭଗବାନଙ୍କ ସହ ଥିଲା ବୋଲି କହିବ ସହ ବାହାରେ ଏହି ସମ୍ପର୍କରେ ପ୍ରକାଶ କରିଲେ କିଛି ସୁଫଳ ମିଳିବ ନାହି ବୋଲି କହିଲେ ବାବା । ମହିଳା ନିଜ ସ୍ବାମୀଙ୍କ ଆଗରେ ଏ ସବୁ କଥା କହିବା ପରେ ଥାନାରେ ଲିଖିତ ଅଭିଯୋଗ କରାଗଲା । ଏବେ ଅଭିଯୋଗକୁ ଆଧାର କରି ଭଟଲି ଥାନା ଅଧିକାରୀ ରଞ୍ଜିତ କୁମାର ନାୟକ ଭଣ୍ଡ ବାବାକୁ ଥାନାରେ ଅଟକ ରଖିବା ସହ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛନ୍ତି ।

ଏବେ ପ୍ରଶ୍ନ ଉଠିଛି ସୁନାମ ଅର୍ଜନ କରିଥିବା ଭଅଣ୍ଡ ବାଡା କେତେ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିଛି ? ଯାହାକୁ ନେଇ ଏବେ ଖୋଳତାଡ କରୁଛି ଏବେ ପୋଲିସ । ତେବେ ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିବା ସହ ଭଣ୍ଡ ବାବା ଏମିତି କାରନାମା କାହା କାହା ସହ କରୁଛି ତାହା ବିଷୟରେ ଯାଞ୍ଚ କରିବା ଆରମ୍ଭ କରିଛି ।

ତେବେ ଆମ ସମାଜରେ ଆଜି ଡି ଏମିତି ଭଣ୍ଡ ବାବା ଅଛନ୍ତି ଯାହାକୁ ଲୋକ ମାନେ ବିଶ୍ଵାସ ନିଜର ହିଁ କ୍ଷତି କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *