ଏମ ସୁମନ ଙ୍କ ପ୍ରେମିକା ତାଙ୍କ ନାମରେ ଆଣିଥିବା ଅଭିଯୋଗ ପାଇଁ ଏବେ ସେ ଜେଲ ରେ ଅଛନ୍ତି । ତାଙ୍କ ପ୍ରେମିକା ଅଭିଯୋଗ ଆଣି ଥିଲେ କି ସେ ସୁମନ ଙ୍କୁ ବହୁତ ଭଲ ପାନ୍ତି । ତାଙ୍କ ପାଇଁ ସୁମନ ସବୁ କିଛି ଥିଲେ । ମାତ୍ର ସୁମନ କେବେହେଲେ ଭି ତାଙ୍କ କଥାକୁ ବୁଝି ପରି ନଥିଲ୍ଲେ ସେ ନିଜର ଅଭିନୟ ଦୁନିଆରେ ଏତେ ଲାଗି କି ରହି ଥିଲେ କି ସେହି ସମୟ ମଧ୍ୟରେ ଶୁଟିଙ୍ଗ କରୁଥିବା ଏବେଳେ ଏକ ମହିଳା ଙ୍କୁ ଭଲ ପାଇ ବସି ଛନ୍ତି ।

ଯାହା ପାଇଁ ତାଙ୍କ ପ୍ରେମିକା କୁ ସେ ଛାଡିବା ପାଇଁ ଚାହୁଁ ଛନ୍ତି । ମାତ୍ର ପ୍ରେମିକା ତାଙ୍କଉ ଛାଡିବା ପାଇଁ ମନା କରି ଦେଇ ଛନ୍ତି ପ୍ରେମିକା କହି ଛନ୍ତି କି ସେ ତାଙ୍କୁ ବିବାହ କରିବା କଥା ଆଗରୁ କହି ଥିଲେ ଯାହା ପାଇଁ ଦୁଇ ଜଣ ଯାକ ପରସ୍ପର ସହ ସମ୍ପର୍କ ରେ ରହି ଥିଲେ ।
କେବଳ ଭାବନାର ଆଦାନ ପ୍ରଦାନ ନାଇ ଏହା ମଧ୍ୟରେ ଟଙ୍କା ଭି ଦିଆ ଦେଇ ହୋଇ ଛନ୍ତି ବୋଲି କହି ଛନ୍ତି ମହିଳା ଜଣକ । ତାଙ୍କ ମତ ଅନୁସାରେ ସୁମନ ମୂଳରୁ ଏହି ଭଳି ଥିଲେ ସେ ଆଉ ଏକ ମହିଳା କୁ ଭଲ ପାଉ ଥିଲେ ଓ ତାକୁ ଭି ଏହି ଭଳି ଭାବେ କଥା ଦେଇକି ତା ଠାରୁ ସବୁ ଦିନ ପାଇଁ ଦୂରେଇ ଗଲେ ।

ଏହା ପୁରୁଣା କଥା ଭାବି ପ୍ରେମିକା ତାଙ୍କ ସହ ଆଗକୁ ପାଦ ବଢାଇ ଥିଲେ । ମାତ୍ର ତାଙ୍କୁ ଭି ମିଳିଛି ପ୍ରତାରଣା । ସେ କହି ଥିଲେ କି ତାଙ୍କ ପରିବାର ଲୋକମାନେ ମଧ୍ୟ ଜାଣି ଛନ୍ତି କି ଦୁହେଁ ପରସ୍ପର ସହ ଭଲ ପାଇକି ଅଛନ୍ତି ଏହା ସହ ଏହା ମଧ୍ୟ ଜାଣି ଛନ୍ତି କି ଦୁହେଁ ନିଜକୁ ଭଲ ପାଇବା ରେ ବିବାହ କୁ ସାମିଲ କରିଛନ୍ତି ।
ତେଣୁ ଉଭୟ ପରିବାର ପାଖରୁ କିଛି ଆସା କରାଯାଇ ନଥିଲା । ଏହା ଅପରେ ପ୍ରେମିକା କହି ଛନ୍ତି କି ଏହି କିଛି ମାସ ହେଲା ତାଙ୍କ ବ୍ୟବହାର ଖୁବ ବଦଳି ଯାଇଛି ସେ ଘରକୁ ଆସୁ ନାହାଁନ୍ତି ଯେଉଁ ଜାଗାରେ ଦୁହେଁ ରହି ଥିଲେ । ଏହା ପରେ ତାଙ୍କ ପ୍ରେମିକା କୁ ସେ ସବୁ କ୍ଷେତ୍ର ରୁ ବ୍ଲକ ମଧ୍ୟ ମାରି ଦେଇ ଛନ୍ତି ।
ଯାହା ପାଇଁ ପ୍ରେମିକା ଥାନାରେ ଏତେଲା ଦେଇ ଛନ୍ତି ଏହା ଆଗରୁ ସେ ଅପରିବାର ଲୋକଙ୍କୁ ସବୁ କହିଥିଲେ । ସୁମନ ଙ୍କ ପରିବାର ଲୋକମାନେ ଏହାକୁ ଏକ ସାମାନ୍ଯ କଥା ଭାବି ଛାଡି ଦେଇ ଥିଲେ ଏବେ ସୁମନ ଏହା ପାଇଁ ଜେଲ୍ ରେ ଅଛନ୍ତି ଓ ତାଙ୍କ କେସ ଏବେ ବିଚାର ଧୀନ ଅବସ୍ଥାରେ ଥିବା ବେଳେ ନିଜ ପ୍ରେମିକା ଆଣିଥିବା ଆରୋପ କୁ ସେ ମିଛ ବୋଲି କହିଛନ୍ତି ଏକ ଭିଡିଓ ମାଧ୍ୟମରେ ।
