ନିଜ ସ୍ତ୍ରୀ କୁ ସବୁବେଳେ ପଲକରେ ବସେଇ ରଖନ୍ତି ଏହି 5 ନାମର ଲୋକ, କେବେବି ସ୍ତ୍ରୀଙ୍କ ଆଖିରୁ ଝରିବାକୁ ଦିଅନ୍ତୁ ନାହିଁ ଲୁହ…

ସବୁ ଝିଅଙ୍କର ଇଛା ରହିଥାଏ କି ! ତାଙ୍କୁ ମଧ୍ୟ ତାଙ୍କ ମନ ପସନ୍ଦର ଏକ ଜୀବନସାଥି ମିଳୁ । ଜିଏକି ବିବାହ ପରେ ତାଙ୍କୁ ଠିକରେ ବୁଝି ପାରୁଥିବ । ଏଥିସହ ତାଙ୍କର କେୟାର କରିବା ସହ ତାଙ୍କୁ ଢେର ସାରା ଭଲ ପାଇବା ଦେଉଥିବ। ହେଲେ ସମସ୍ତଙ୍କୁ ସେମିତି ତାଙ୍କ ମନନାଖି ପାର୍ଟନରଟିଏ ବିବାହ ପରେ ମିଳିପାରିନଥାଏ । ହେଲେ ବନ୍ଧୁଗଣ ଆଜି ଆପଣଙ୍କୁ ଏପରି 5 ଜଣ ପୁଅଙ୍କ ନାମର ପ୍ରଥମ ଅକ୍ଷର କହିବାକୁ ଯାଉଛୁ । ଯେଉଁ ପୁଅମାନେ ନିଜ ସ୍ତ୍ରୀ ଙ୍କୁ ନିଜ ଆଖି ପଲକରେ ବସାଇ ରଖିଥାନ୍ତି ।

A; – ତେବେ ଏହି ନାମର ପୁଅ ନିଜ ପତ୍ନୀଙ୍କର ସବୁଠାରୁ ଅଧିକ ଧ୍ୟାନ ରଖିଥାନ୍ତି । ଏମାନଙ୍କୁ ନିଜ ସ୍ତ୍ରୀ ର ଛୋଟ ରୁ ଛୋଟ କଥା ମଧ୍ୟ ମନେ ରହିଥାଏ । ଏମାନେ ସବୁବେଳେ ନିଜ ପକ୍ଷରୁ ଚେଷ୍ଟା କରିଥାନ୍ତି ଯେ ନିଜ ସ୍ତ୍ରୀ କୁ କୌଣସି ପ୍ରକାରର କଷ୍ଟ ଯେମିତି ନହେବ । ଏମାନେ ନିଜ ସ୍ତ୍ରୀ କୁ ବହୁତ ଭଲ ପାଇଥାନ୍ତି ।

J; – ତେବେ ଏହି ନାମର ପୁଅ ନିଜ ପତ୍ନୀଙ୍କୁ ଆଖିରେ ବସାଇ ରଖିଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ନାମର ପୁରୁଷ ମାନେ ନିଜ ସ୍ତ୍ରୀ ଆଖ ପାଖରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ କେବେ ମଧ୍ୟ ନିଜ ପତ୍ନୀକୁ ନିଜଠାରୁ ଦୂରକୁ ଯିବାକୁ ଦେଇନଥାନ୍ତି ।

K; – ତେବେ ଏହି ନାମର ପୁରୁଷ ମାନଙ୍କର ବହୁତ କ୍ରୋଧ ରହିଥାଏ । ହେଲେ ଏମାନେ ଅନ୍ୟ ମାନଙ୍କ ସାଙ୍ଗେ ଯେଉଁଭଳି କଥା ହୁଅନ୍ତୁ ନା କାହିଁକି ନିଜ ସ୍ତ୍ରୀ ସାଙ୍ଗରେ ବହୁତ ଭଲ ଭାବରେ କଥା ହୁଅନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କର ସମସ୍ତ କଥା ମାନିଥାନ୍ତି । ଏମାନଙ୍କ ରାଗିଥିବା ସମୟରେ ନିଜ ପତ୍ନୀ ଙ୍କର ଗୋଟିଏ ହସ ଦେଖି ଦେଲେ ଶାନ୍ତ ହୋଇଯାଇଥାନ୍ତି ।

H; – ତେବେ ଏହି ନାମ ଥିବା ପୁରୁଷ ନିଜ ସ୍ତ୍ରୀ କୁ ବହୁତ ଭଲ ପାଇଥାନ୍ତି । ସେମାନଙ୍କ ସମସ୍ତ କଥାକୁ ମାନିଥାନ୍ତି । ଏମାନେ ସଂପୂର୍ଣ୍ଣ ଭାବରେ ନିଜ ଧ୍ୟାନ ନିଜ ପତ୍ନୀ ଉପରେ ହିଁ ଦେଇଥାନ୍ତି । ଯେଉଁ ଝିଅ ଏହି ଅକ୍ଷରର ନାମ ଥିବା ବ୍ୟକ୍ତି ଙ୍କୁ ବିବାହ କରେ ସେ ଆଜୀବନ ସୁଖୀ ରହିଥାଏ ।

R; – ତେବେ ଏହି ନାମର ପୁରୁଷ ମାନେ ନିଜ ପତ୍ନୀ ଙ୍କୁ ସବୁ ବେଳେ ଆଗକୁ ଯିବା ପାଇଁ ପ୍ରୋତ୍ସାହନ ଦିଅନ୍ତି । ଏମାନଙ୍କ ଅପେକ୍ଷା ଯଦି ଏମାନଙ୍କ ପତ୍ନୀ ଆଗକୁ ଯାଏ ତେବେ ସେମାନେ ଅଧିକ ଖୁସି ହୋଇଥାନ୍ତି । ଏହି ନାମର ପୁରୁଷ ମାନେ ନିଜ ଅପେକ୍ଷା ନିଜ ପତ୍ନୀ ଙ୍କୁ ଅଧିକ ଭରଷା କରିଥାନ୍ତି । ଏହି ନାମର ପୁରୁଷ ମାନେ ଅନ୍ୟ ନାରୀକୁ ଖରାପ ନିଜରରେ ଦେଖନ୍ତିନାହିଁ ।

ବନ୍ଧୁଗଣ ଏହି ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ପେଜକୁ ଲାଇକ୍ ଓ କମେଣ୍ଟ କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *