ଭିଭାଘର ସବୁ ବାପା ଙ୍କ ଏକ ଇଚ୍ଛା ଥାଏ ସବୁ ନ କରି ପାରିଲେ ମଧ୍ୟ ସେମାନେ ଏହା ଆସା କରି ଥାନ୍ତି କି କିଛି କାମ ତ ନିଶ୍ଚିତ ଭାବେ କରିବେ । ନିଜ ପିଲା ମାନଙ୍କ ବାହା ଘରକୁ ଦେଖିବା ପାଇଁ କାହାର ଇଛା ନଥାଏ ତ କୁହନ୍ତୁ । କିନ୍ତୁ ଦେଖିବା ପାଇଁ ଯିବା ତ ଜାଣି ପାରିବେ କି ବିଧାତା ଯାହାକୁ ବାମ କରିବା ତାକୁ କେହି ରାଖୀ ପାରିବେ ନି । ଏହି ଭଳି ଏକ ଅଭାବନୀୟ ଘଟଣା ହୋଇଛି ବଲାଙ୍ଗୀର ଜିଲାରେ । ଜଣେ ବିବାହ ପାଇଁ ମନରେ ଖୁବ ଆସା ସଂଚାର କରିଥିବା ବେଳେ ।
ଆଉ ଏକ ପାଖରେ ତାର ଜମା ଅପେକ୍ଷା କରିଥିଲା । ସେଭି ଏହି ଭଳି ଭାବେ କି କେହି ଚିନ୍ତା ମଧ୍ୟ କରି ପରି ନଥିବେ । ଖୁଶିରେ ଆନନ୍ଦ ରେ ଥିଲା ଘର ଚାରି ଆଡୁ କୋଳାହଳ । ବିବାହର ପାଇଁ ସବୁ ଆଡୁ ଚମକୁ ଥିବା ବନ୍ଧୁ ମାନଙ୍କ ଆବାଜ । ବାହା ଘର କାର୍ଡ ଦିଆ ସରିଛି । ଦିଆ ସରିଛି ଗୁଆ ।
ବର ଯାତ୍ରୀ ସାଜିବା ପାଇଁ ପ୍ରସ୍ତୁତ ହୋଇଛନ୍ତି କୂଣିଆ ମାନେ ଏହି ସମୟରେ ଘଟିଗଲା ଏକ ଦୁର୍ଘଟଣା । ନିଜ ବାହାଘର ଭୋଜି ପାଇଁ ସଉଦା କିଣିବା ପାଇଁ ଆସିଥିଲେ ବାର ନିଜେ ନିଜ କାକା ଙ୍କ ସହ । ହଠାତ ଆଉ ଏକ ବାଇକ ସହ ମାଡ ହୋଇ ଯାଇଥିଲେ ବାଇକ ରେ ଥିବା ଉଭୟ ଯୁବକ ଆହାତ ହୋଇଥିଲେ ।
କିନ୍ତୁ ଚାଲି ଯାଇଅଥିଲା ଶିବାନନ୍ଦ ଙ୍କ ଜୀବନ । ବାହା ହେବା ପାଇଁ ବେଦି ତିଆରି ସାରିଥିବା ବେଳେ ଏବେ ମସାଣି ପାଇଁ କୋକେଇ ତିଆରି କରିବା ପାଇଁ ପଡିବ । ଯେଉଁ ମାନେ ବାହା ଘର ଭୋଜି ଖାଇବା ପାଇଁ ଆସିଥାନ୍ତେ ସେମାନେ ଏହି ଖବର ଶୁଣିକି ନିଷ୍ଟାବ୍ଦ । ଯେଉଁ ଘରେ ଖୁଶି ଥିଲା ଶେଠୀ ଆଉ ଖୁଶି ତ ନାହିଁ ଅଛି କେବଳ କୋହ ଭରା ଆକୁଳ ଚିତ୍କାର ର କ୍ରନ୍ଦନ ସ୍ଵର ।
ଯାହା କର୍ଣ୍ଣପାତ ମଧ୍ୟ କରି ହେଉନି । ବଲାଙ୍ଗୀର ଜିଲ୍ଲା ପୁଲସଥରା ଗ୍ରାମର ବାହାଦୁର ବରାଳ ଙ୍କ ବଡ ପୁଅ ର ବାହା ଘର ତାଙ୍କ ଗ୍ରାମର ଏକ ନିବାଶି କୃପାଶୀନ୍ଧୁ ଜେନାଙ୍କ ଝିଅ ଉର୍ବଶୀ ସହ ଠିକ କରା ଯାଇ ଥିଲା । 11 ତାରିଖରେ ବାହା ଘର ଥିଲା । ସାଉତ ପୁର ଠାରେ ଆଉ ଏକ ବାଇକ ସହ ଧକା ହୋଇ ଥିଲା ।
ଏହି ଦୁର୍ଘଟଣା ରେ ବବୁଲ ସ୍ଵାଇଁ ମଧ୍ୟ ଆଘାତ ପାଇ ଛନ୍ତି ଗୁରୁତର ଭାବେ । ସେ ବଲାଙ୍ଗିର ର ଜଣେ ଯୁବକ । ତାଙ୍କ ସହ ଥିବା ଆଉ ଏକ ଯୁବକ ମଧ୍ୟ ଆହାତ ହୋଇ ଆସିଛନ୍ତି ତାଙ୍କ ସହ । ତାଙ୍କୁ ପ୍ରଥମେ ବଲାଙ୍ଗୀର ଭିମୋଭୋଇ ମେଡିକାଲ କଲେଜ ରୁ ବୁଲା ଭୀମସାର କୁ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ଯେଉଁ ଦିନ ବାହା ଘର ହୋଇ ଥାନ୍ତା ଏବେ ସେହି ଜାଗାରେ ଏବେ କୋକେଇ ଉଠିବ ।