ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ନଭେମ୍ବର ମାସରେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ କେମିତି ରହିବ ସେହି ବିଷୟରେ କହିବାକୁ ଯାଉଛି । ମେଷ ରାଶିର ବ୍ୟକ୍ତି ଖୁସି ହୋଇ ଯାଅନ୍ତୁ କାରଣ ଏହି ମାସ ଆପଣଙ୍କ ପାଇଁ ବିଶେଷ ଅଟେ । ଏଥିପାଇଁ ସମୟକୁ ବ୍ୟର୍ଥ ଭାବେ ଯିବାକୁ ଦିଅନ୍ତୁ ନାହି । ପ୍ରତେକ ଦିନ ଆପଣଙ୍କ ପାଇଁ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ । ଗ୍ରହ ଗଛର କିଛି ଏପରି ପ୍ରକାରର ରହିବ ଯାହା ପାଇଁ ଉପଲବ୍ଧର ରାସ୍ତା ଖୋଲିବ । ଏହି ମାସରେ ୩ଟି ଗ୍ରହ ଯଥା ଶୁକ୍ର, ମଙ୍ଗଳ ଓ ସୂର୍ଯ୍ୟଙ୍କର ପରିବର୍ତ୍ତନ ହେବ ।
ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣା ଲାଭବାନ ହେବେ । କଠିନ ସମସ୍ୟାର ଅନ୍ତ ହେବ । ମଙ୍ଗଳାଙ୍କର ରାଶି ପରିବର୍ତ୍ତନ କାରଣରୁ ଆପଣଙ୍କ ଉପରେ ଅଧିକ ପ୍ରଭାବ ରହିବ । ଛୋଟ ମୋଟ ସମସ୍ଯା ହୋଇପାରେ । ମାନସିକ ଚିନ୍ତା, ସ୍ୱାସ୍ଥ୍ୟ ଭଲ ଖରାପ, ଭାଇ ମାନଙ୍କୁ ନେଇ ସମସ୍ଯା ଦେଖା ଦେଇଥିବ । ଭାଗ ସ୍ଥାନକୁ ମଙ୍ଗଳ ଆସିବାରୁ ଏହି ମାସଟି ଭାଗଶ୍ୟାଳି ସାବ୍ୟସ୍ତ ହେବ । ଧନ ପ୍ରାପ୍ତି ହେବ । ଦୃଢ ନିଶ୍ଚୟ ଓ ଆତ୍ମବିଶ୍ଵାସ ଆପଣଙ୍କୁ ଆଗକୁ ନେଇକି ଯିବ । କର୍ମ କମ ଫଳ ଧିକାର ଯୋଗ ରହିଛି ।
ଏହି ସମୟରେ ଆପଣ କାହା ଆଗରେ ହାତ ବଢାଇବେ ନାହି । ମଙ୍ଗଳଙ୍କ କୃପାରୁ ନ୍ୟାୟପ୍ରିୟ କାମ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ଦେଖାଯିବ । ବିଦେଶ ଯାତ୍ରା ସଫଳ ହେବ । ଅଟକି ରହିଥିବା ସରକାରି କାର୍ଯ୍ୟ ଦ୍ରୁତ ଗତିରେ ପୂର୍ଣ୍ଣ ହେବ । ଆପଣଙ୍କ ଫଳାଫଳ ପଜେଟିଭ ହେବ । ଚାକିରି କ୍ଷେତ୍ରରେ ଦେଇଥିବା ପରୀକ୍ଷା ପଜେଟିଭ ପରିଣାମ ପାଇବେ । ବେରୋଜଗାର ମାନେ ନୂଆ ଚାକିରି ପାଇବେ । ଏହି ସମୟରେ ସୂର୍ଯ୍ୟ ଓ ଦୁତୀଙ୍କ ବୃଦ୍ଧି କାରଣରୁ ଆର୍ଥିକ ସ୍ଥିତି ମଜବୁତ ହେବ ।
ସୂର୍ଯ୍ୟଙ୍କ ୧୧ ତମ ଭାବରେ ଆସିବା କାରଣରୁ ଏହି ସମୟରେ କୁସଙ୍ଗ ଠାରୁ ଦୂରେଇ ରହିବା ଉକିତ । କୌଣସି ନିଶା ଦ୍ରବ୍ଯ ସେବନ କରନ୍ତୁ ନାହି । ଯେଉଁ ଇଦୟାରଥି ବାହାରେ ରହି ପଢିବାକୁ ଚାହୁଁଛନ୍ତି ସମୟ ଭଲ ରହିବ । ଜୀବନ ସତହୀଙ୍କ ଠାରୁ ବଡ ଖୁସି ଖବର ପରପ୍ତ ହେବ । ଜୀବନ ସାଥିଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବ । ଅବିବାହିତ ଲୋକଙ୍କର ଯେଉଁ ସମସ୍ଯା ରହିଥିଲା ଭଲ ଜୀବନ ସାଥି ମିଳିବ । ଲାଭ ଲାଇଫ ପାଇଁ ସମୟ ଅନୁକୂଳ ରହିବ । ନୂଆ ମିତ୍ର କରିବେ ।
ବୁଲାବୁଲି କରିବା ମଜା ମସ୍ତି କରିବେ । ତର୍କ ବିତର୍କରେ ଆପଣଙ୍କୁ ଜିତିବ କଷ୍ଟକର ହେବ । ଆପଣ ନିଜ ପାଇଁ ସମୟ ବାହାର କରିବେ । ଏହି ମାସରେ ୩ଟି ରାଶିଙ୍କ ପରିବର୍ତ୍ତନ ଆପଣଙ୍କ ପାଇଁ ଖୁସି ହିଁ ଖୁସି ନେଇକି ଆସିବ । ସତରେ ସମ୍ବଧିୟ ଜିନିଷର ବ୍ୟାପାର କରୁଥିଲେ ଲାଭ ପାଇବେ । ସବୁ ଦ୍ରୁଷ୍ଟିରୁ ଆପଣଙ୍କ ପାଇଁ ଏହି ମାସ ଖାସ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।