ହାଇ ସିକ୍ଯୁରିଟି ନମ୍ବର ପ୍ଳେଟକୁ ନେଇ ଆସିଲା ବଡ ଖବର ! ନୂଆ ନମ୍ବର ପ୍ଳେଟକୁ ନେଇ ଜବାବ ମାଗିଲେ ହାଇକୋର୍ଟ, ଦେଖନ୍ତୁ video

ନମସ୍କାର ବନ୍ଧୁଗଣ, ଡେଡ ଲାଇନକୁ ନେଇ ହାତରେ ଆଉ ମାତ୍ର ଦୁଇ ଦିନ ରହିଲା । ଆସନ୍ତା ୩୦ ତାରିଖ ରେ ସରୁଛି ୧, ୨, ୩ ଓ ୪ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ଅବଧି । ଏହା ପୂର୍ବରୁ ମାମଲା ପହଞ୍ଚିଛି ହାଇକୋର୍ଟଙ୍କ ପାଖରେ । ଏନେଇ ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ତେବେ ଏ ନେଇ ଜଣେ ଆଡଭୋକେଟ କହିଛନ୍ତି ଯେଉଁ ମାମଲା ରୁଜୁ ହୋଇଛି ତାହା ଆମ ଦେଶରେ କିଛି ବରିଷ୍ଠ ବୟସ୍କ ନାଗରିକ କରିଛନ୍ତି ।

କ୍ଷୁବ୍ଧ ହୋଇ ଯେଉଁ ଅର୍ଡର ଯାହା HSRP ର ଯାହା କହୁଛି ନୂଆ ନମ୍ବର ପ୍ଳେଟ ଲଗାଇବା । ଆଉ ଏହାର ଅର୍ଡର ଆସିଥିଲା ୨୬ ମେ ୨୦୨୨ ରେ ଯାହାର ଇମ୍ପଲି ମେଣ୍ଟେସନ ହେବାକୁ ଯାଉଛି । ଯାହାର ଡ୍ୟୁ ଗଲା ପରେ ଫାଇନ ଲାଗିବ ଆଉ ତାକୁ ଚ୍ୟାଲ୍ଞ୍ଜେ କରି ବୟସ୍କ ନାଗରିକ ମାନେ କୋର୍ଟ ଆସିଥିଲେ । କୋର୍ଟ ଆଜି ଷ୍ଟେଟ ଟ୍ରାନ୍ସଫର ଅଥରୀଟି ଆପୀୟର କରିଲେ ଓକିଲ । ଏହା ପରେ କୋର୍ଟ ବୟସ୍କ ନାଗରିକ ଙ୍କ ଠାରୁ ଜାଣିବାକୁ ପାଇଲେ ଏହି ସବୁ ଜିନିଷ ଭିତରେ ।

୨୬/୯ ରେ ଆଉ ଗୋଟେ ଅର୍ଡ଼ର ଆସିଛି । ଏଥିପାଇଁ ଯେଉଁ ମାନେ ଆପ୍ଳାଏ କରିଛନ୍ତି ସେମାନଙ୍କୁ ଏକଜାମିସନ ମିଳିବ । ସୂଚନା ଅନୁଯାୟୀ କଟକ ଓ ଭୁବନେଶ୍ବର ରେ ନମ୍ବର ପ୍ଳେଟ ଲଗାଇବା ଅଟୋ ମେଟିକ ରହିଛି । ତେବେ ବୟସ୍କ ନାଗରିକଙ୍କ ଠାରୁ ସବୁ କିଛି ଶୁଣିବା ପରେ କୋର୍ଟ ୩୦ ତାରିଖ କୁ ରଖା ଯାଇଛି । ୨୦୧୮ ରୁ ସେଣ୍ଟ୍ରାଲ ସରକାର ରୁ ଗାଡି ନମ୍ବର ପ୍ଳେଟ ଲଗାଇବା ପାଇଁ ଅର୍ଡ଼ର ଆସି ସାରିଛି କିନ୍ତୁ ଏବେ ଏହା କ୍ଯାରି ଆଉଟ ହେଉଛି ୨୦୨୨ ରେ ।

ତେବେ ମାତ୍ର ୩ ମାସ ମଧ୍ୟରେ ସବୁ ଗାଡି ନମ୍ବର ପ୍ଳେଟ ବଦଳି କରିବାକୁ ଚେଷ୍ଟା କରା ଯାଉଛି । ତେବେ ମାତ୍ର ଏହି କମ ସମୟରେ ମଧ୍ୟରେ ସବୁ କିଛି କରିବା ବହୁତ ଅସୁବିଧା ମଧ୍ୟ ହୋଇପାରେ ଯାହା ଅନୁମାନ କରା ଯାଉଛି । ତେବେ ସେପ୍ଟେମ୍ବର ୩୦ ତାରିଖ ରହିଛି ଶେଷ ଦିନ । ଅକ୍ଟୋବର ୧ ରୁ ଫାଇନ ଲାଗିବା ଆରମ୍ଭ ହୋଇଯିବ ।

କିଛି ଇନଷ୍ଟ୍ରକସନ ନ ଦେଇ ଏତେ କମ ସମୟ ମଧ୍ୟରେ ଗାଡି ନମ୍ବର ପ୍ଳେଟ ଚେଞ୍ଜ କରିବାକୁ କେମିତି ପରିବହନ ବିଭାଗ ଗାଇଡ ଲାଇନ ଜାରି କରିଲେ ତାହାକୁ ନେଇ କୋର୍ଟ ଶୁଣାଣୀ କରିବେ ବୋଲି ଆଡଭୋକେଟ ମହିଳା ଜଣକ କହିଛନ୍ତି । ବନ୍ଧୁଗ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *