ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଗ୍ରୀଷ୍ମ କାଳୀନ ପାରାଲମ୍ପିକ ୨୦୨୧ର ଆୟୋଜନ କେଉଁ ଦେଶରେ ହେଉଅଛି ?
ଉତ୍ତର- ଜାପାନ
୨- ଅଗଷ୍ଟ ୨୪ରୁ ଆରମ୍ଭ ହୋଇଥିବା ୨୦୨୧ ଟୋକିଓ ପାରାଲମ୍ପିକ କେବେ ସେସ ହେବ ?
ଉତ୍ତର- ସେପ୍ଟେମ୍ବର ୫
୩- ଟୋକିଓ ପେରାଲମ୍ପିକ ୨୦୨୧ର ଥିମ ଗୀତ କରଦେ କମାଲ ତୁ.. ର ରଚୟତା ଓ ଗାୟକ କିଏ ?
ଉତ୍ତର- ସଂଜୀବ ସିଂ
୪- ୨୦୨୧ ଟୋକିଓ ଗ୍ରୀଷ୍ମ କାଳିନ ପାରାଲମ୍ପିକ ରେ କେତେ ଗୋଟି ଦେଶ ଭାଗ ନେଇଛନ୍ତି ?
ଉତ୍ତର- ୧୬୩
୫- ପ୍ରଥମ ଗ୍ରୀଷ୍ମ କାଳୀନ ପେରାଲମ୍ପିକ ଖେଳର
ଆୟୋଜନ କେବେ ହୋଇଥିଲା ?
ଉତ୍ତର- ୧୯୬୦
୬- ୨୦୨୧ ଟୋକିଓ ଗ୍ରୀଷ୍ମ କାଳୀନ ପାରାଲମ୍ପିକ, ଗ୍ରୀଷ୍ମ କାଳୀନ ପାଇରାଲମ୍ପିକର କେତେ ତମ ସଂସ୍କରଣ ?
ଉତ୍ତର- ୧୬
୭- ୨୦୨୧ ଟୋକିଓ ପେରାଲମ୍ପିକରେ କେତେ ଜଣ ଭାରତୀୟ ଖେଳାଳୀ ସାମିଲ ହୋଇଛନ୍ତି ?
ଉତ୍ତର- ୫୪
୮- ୨୦୨୧ ଟୋକିଓ ପେରାଲମ୍ପିକର ଉଦ୍ଘାଟନ ଦିବସରେ କିଏ ଭାରତର ଜାତୀୟ ପତାକା ଧାରଣ କରିଥିଲେ ?
ଉତ୍ତର- ଟେକ ଚାନ୍ଦ
୯- ୨୦୨୧ ଟୋକିଓ ପେରାଲମ୍ପିକରେ shooting ରେ ଗୋଲ୍ଡ ମେଡାଲ ହାସଲ କରିଥିବା ଅବନୀ ଲେଖରାଙ୍କ ଜନ୍ମ ସ୍ଥାନ ଭାରତର କେଉଁ ରାଜ୍ଯରେ ହୋଇଥିଲା ?
ଉତ୍ତର- ରାଜସ୍ଥାନ
୧୦- ୨୦୨୧ ଟୋକିଓ ପାରାଲମ୍ପିକରେ ହାଇ ଜମ୍ପ ରେ ସିଲଭର ମେଡାଲ ହାସଲ କରିଥିବା ନିଶାଦ କୁମାରଙ୍କ ଜନ୍ମ ସ୍ଥାନ ଭାରତର କେଉଁ ରାଜ୍ଯରେ ଅଟେ ?
ଉତ୍ତର- ହିମାଚଳ ପ୍ରଦେଶ
୧୧- ୨୦୨୧ ଟୋକିଓ ପେରାଲମ୍ପିକରେ ଜାଭାଲିନ ଥ୍ରୋ ରେ ଗୋଲ୍ଡ ମେଡାଲ ହାସଲ କରିଥିବା ସୁମିତ ଅନ୍ତିଲ ଙ୍କ ଜନ୍ମ ସ୍ଥାନ କେଉଁ ରାଜ୍ଯରେ ହୋଇଥିଲା ?
ଉତ୍ତର- ହରିୟାନା
୧୨- ୨୦୨୧ ଟୋକିଓ ପାରାଲମ୍ପିକରେ ଜାଭାଲିନ ଥ୍ରୋ ରେ ସିଲଭର ମେଡାଲ ହାସଲ କରିଥିବା ଦେବେନ୍ଦ୍ର ଝାଝାଋଆ ଙ୍କ ଜନ୍ମ ସ୍ଥାନ କେଉଁ ରାଜ୍ୟରେ ଅଟେ ?
ଉତ୍ତର- ରାଜସ୍ଥାନ
୧୩- ୨୦୨୧ ଟୋକିଓ ପାରାଲମ୍ପିକରେ ଜାଭାଲିନ ଥ୍ରୋ ରେ ବୋଞ୍ଜ ମେଡାଲ ହାସଲ କରିଥିବା ସୁନ୍ଦର ସିଂହ ଙ୍କ ଜନ୍ମ ସ୍ଥାନ ଭାରତର କେଉଁ ରାଜ୍ୟରେ ହୋଇଥିଲା ?
ଉତ୍ତର- ରାଜସ୍ଥାନ
୧୪- ୨୦୨୧ ଟୋକିଓ ପାରାଲମ୍ପିକରେ ଡ଼ିସକସ ଥ୍ରୋ ରେ ସିଲଭର ମେଡାଲ ହାସଲ କରିଥିବା ଯୋଗେଶ କଥୁନିୟାଙ୍କ ଜନ୍ମ ସ୍ଥାନ ଭାରତର କେଉଁ ରାଜ୍ୟରେ ହୋଇଥିଲା ?
ଉତ୍ତର- ଦିଲ୍ଲୀ
୧୫- ୨୦୨୧ ଟୋକିଓ ପାରାଲମ୍ପିକରେ ଶୁଟିଙ୍ଗ ରେ ବ୍ରୋଞ୍ଜ ମେଡାଲ ହାସଲ କରିଥିବା ସିଙ୍ଘରାଜ ଅଡାନା ଙ୍କ ଜନ୍ମ ସ୍ଥାନ ଭାରତର କେଉଁ ରାଜ୍ୟରେ ହୋଇଥିଲା ?
ଉତ୍ତର- ହରିୟାନା
୧୬- ମୋ ନାଁ ଶୁଣିଲେ ସମସ୍ତେ ଡରନ୍ତି କିନ୍ତୁ ମୋ ପାଇଁ ଦିନ ରାତି ପରିଶ୍ରମ କରନ୍ତି । ମୁଁ କିଏ ?
ଉତ୍ତର- ପରୀକ୍ଷା
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।