ଆଜିଯାଏ ଆପଣ ଆପଣଙ୍କ ଜୀବନରେ କେତେ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉ ପରୀକ୍ଷା ର ବିଷୟରେ ଆମେ କହିବାକୁ ଯାଉଛି ସିଏ ଆଇଏସ୍ ର ପରୀକ୍ଷା ହେଉଛି କହିଦଉଛୁ କୁ ଆକୁ ଦେଶର କଠିନ ପରୀକ୍ଷା ମନା ଯାଏ କାହିଁକି ଏହାକୁ ପାସ୍ କରିବା ଭାରି କଷ୍ଟ ହୋଇଥଏ । ଆମର କହିବାର କାରଣ ଏହିକି ଯେ ଏହାକୁ ପାସ୍ କରିବା ପାଇଁଁ ନିଜ ପାଖରେ ଖାସ୍ ଅନୁଭବ ରହିବ ନିହାତି ଦରକାର ।
ଏହି ପରୀକ୍ଷା ପାଇଁ ଦରକାର ନାହିଁ କି ଆପଣକୁ ଖାଲି ଜଣାଥିବା ଦରକାର । ଜଣା ସାଙ୍ଗରେ ଏହି ଇଣ୍ଟରଭିୟୁରେ ଆପଣଙ୍କୁ ନିଜ ବ୍ୟକ୍ତିତ୍ୟକୁ ବି ପରଖା ଯାଏ ।
୧. ଯେତେବେଳେ ଜୀବନ ଯାଏ ମୋତେ ନିଆଁରେ ଜାଲି ଦିଅ, ଯେତେବେଳେ ଜୀବନ ଥାଏ ମୋତେ ଭୁଇଁରେ ପୋତି ଦିଅ । ମୁଁ କିଏ ?
ଉତ୍ତର : ଗଛ
୨. ଏକ ଇଙ୍ଗରାଜି ବହିରେ ୧୦ଟି ପୃଷ୍ଠା ଅଛି । ପ୍ରତି ପୃଷ୍ଠାରେ ଗୋଟିଏ ଲେଖାଏଁ ଶବ୍ଦ ଅଛି । ପ୍ରତି ଶବ୍ଦରେ ୫ଟି ଲେଖାଏଁ ଅକ୍ଷର ଅଛି । ତେବେ ବହିରେ ସମୁଦାୟ କେତେଗୋଟି ଅକ୍ଷର ଅଛି ?
ଉତ୍ତର : ୧୬ଟି ଅକ୍ଷର
୩. ଗୋଟିଏ କ୍ରିକେଟ ବ୍ୟାଟ ଏବଂ ବଲର ଦାମ ୫୦୦ ଟଙ୍କା । ଯଦି ବ୍ୟାଟଟିର ଦାମ ବଲର ଦାମଠାରୁ ୪୦୦ ଟଙ୍କା ଅଧିକ ତେବେ ବଲଟିର ଦାମ କେତେ ?
ଉତ୍ତର : ୫୦ ଟଙ୍କା
୪. ଗାନ୍ଧୀ ଜୟନ୍ତୀ କେବେ ପାଳନ କରାଯାଏ ?
ଉତ୍ତର : ଅକ୍ଟୋବର ୨
୫. ନେତାଜୀ ଜୟନ୍ତୀ କେବେ ପାଳନ କରାଯାଏ ?
ଉତ୍ତର : ଜାନୁୟାରୀ ୨୩
୬. କାଚ କାଟିବାରେ କେଉଁ ପଦାର୍ଥ ବ୍ୟବହାର ହୋଇଥାଏ ?
ଉତ୍ତର : ହୀରା
୭. ଇନ୍ଦ୍ରଧନୁର କେତେଟିରଙ୍ଗ ଥାଏ ?
ଉତ୍ତର : ସାତୋଟି
୮. ମୁକ୍ତା କେଉଁଠାରୁ ମିଳେ ?
ଉତ୍ତର : ଶାମୁକା
୯. କେଉଁ ଗଛର ପତ୍ରରୁ ଗଛ ହୁଏ ?
ଉତ୍ତର : ଅମରପୋଇ
୧୦. କେଶିଅର କହିଲେ ଆକାଉଟାଣ୍ଟ ମୋର ଭାଇ । କିନ୍ତୁ ଆକାଉଟାଣ୍ଟ କହିଲେ ମୋର କେହି ଭାଇ ନାହାନ୍ତି । କିଏ ମିଛ କହୁଛନ୍ତି ?
ଉତ୍ତର : କେହି ନୁହେଁ (କେଶିଅର ତାଙ୍କ ଭଉଣୀ ଥିଲେ) ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।