ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଏହା ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।
୧- କେଦାର ଗୌରି ମନ୍ଦିର କେଉଁଠାରେ ଅଛି ?
ଉତ୍ତର- ଭୁବନେଶ୍ଵର
୨- ନୀଳ ମାଧବ କେଉଁ ଠାରେ ଅଛି ?
ଉତ୍ତର- କନ୍ଟିଲୋ
୩- ମହିମା ଧର୍ମ ର ପ୍ରଧାନ ପୀଠ କେଉଁ ଠାରେ ଅହକି ?
ଉତ୍ତର- ଢେଙ୍କାନାଳର ଜୋରନ୍ଦା
୪- ସହିଦ ଦିବସ କେବେ ପାଳନ କରାଯାଏ ?
ଉତ୍ତର- ଜାନୁଆରୀ ୩୦
୫- ଶ୍ରମିକ ଦିବସ କେବେ ପାଳନ କରାଯାଏ ?
ଉତ୍ତର- ମେ ୧
୬- ପତାକା ଦିବସ କେବେ ପାଳନ କରାଯାଏ ?
ଉତ୍ତର- ଡିସେମ୍ବର ୭
୭- ପାଣି ଫୋଟକା କାହାର କାର୍ଯ୍ୟ କରିଥାଏ ?
ଉତ୍ତର- ଅବଟଲ ଲେନ୍ସ
୮- ଅଣ୍ଡା ରୁ ଏକ ଛୁଆ ଜନ୍ମ ହେବା ପ୍ରକ୍ରିୟା କୁ କଣ କୁହାଯାଏ ?
ଉତ୍ତର- ପାଟ୍ରିୟ ଜେନେଶିଷ
୯- ଆମେ ଖାଉଥିବା ଖାଦ୍ୟ ରେ କାହାର ପରିଣାମ ସର୍ବାଧିକ ରହିଥାଏ ?
ଉତ୍ତର- କାର୍ବୋ ହାଇଡ୍ରେଡ
୧୦- ଲୁଗାପଟାରେ କଳଙ୍କି ଯୋଗୁ ଦାଗ ଲାଗିଥିଲେ ତାହା ସହ କରିବା ପାଇଁ କଣ ବ୍ୟବହାର କରାଯାଏ ?
ଉତ୍ତର- ଅକ୍ସାଲିକ ଏସିଡ
୧୧- ସମୁଦ୍ର ପାଣି ବର୍ଷା ପାଣି ଠାରୁ ଅଧିକ ଲୁଣିଆ ଲାଗେ କାହିଁକି ?
ଉତ୍ତର- ନଦୀ ଗୁଡିକ ଭୁପୃଷ୍ଠ ରୁ ଖଣିଜ ଗୁଡିକ ଢୋ ନେଇ ସମୁଦ୍ର ରେ ଛାଡି ଥିବାରୁ
୧୨- କଞ୍ଚା ହଳଦିଆ ପାଚିଲେ କଳା ନ କହି ପାରିଲେ ରାଜ୍ୟ ରୁ ପଳା ଏହି ଢଗର ଉତ୍ତର କଣ ?
ଉତ୍ତର- ଖଜୁରୀ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।