ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ନିହାତି ଜରୁରୀ ଅଟେ । ଏମିତି କିଛି ପ୍ରଶ୍ନ ରହିଛି ଯାହାର ଉତ୍ତର ପ୍ରାୟ ଲୋକ ମାନେ ଜାଣି ନ ଥାନ୍ତି । ବିଶେଷ କରି ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । ଯାହା ସେମାନଙ୍କ ପାଠ ରେ ନ ଥାଏ । କିଛି ଦେଶ ବିଦେଶର ଖରବ ବିଷୟରେ ପ୍ରଶ୍ନ ପଚରା ଯାଇଥାଏ ଯାହା କ୍ୟାଣ୍ଡେଟ ମାନେ ଜାଣି ନ ଥାନ୍ତି ।
ଆମ ଜୀବନରେ ଏମିତି କିଛି ଘଟଣା ଦୁର୍ଘଟଣା ପ୍ରତି ଦିନ ଘଟୁଛି ଯାହା ବିଷୟରେ ଆମେ ଜାଣି ନ ଥାଉ କି ଜାଣି ମଧ୍ୟ ଅଣଦେଖା କରିଥାଉ । ଯାହା ଆମର ଆଗକୁ କାମରେ ଆସିପାରେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ମଜାଦାର ଓ ରୋମାଞ୍ଚକର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହା ଆପଣଙ୍କର ଅନେକ କାମରେ ଲାଗିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।
୧- କେଉଁ ଦେଶରେ ଧଳା ହାତୀ ଦେଖାଯାଏ ?
ଉତ୍ତର – ଥାଇଲ୍ୟାଣ୍ଡ
୨- କେଉଁ ରାଜା ତମାଖୁ ସେବଙ୍କୁ ବାଧ୍ୟତା ମୂଳକ କରିଥିଲେ ?
ଉତ୍ତର- ପାଟର ଦି ଗ୍ରେଟ
୩- କେଉଁ କୀଟ ଚଞ୍ଚଳ ଦୌଡିପାରେ ?
ଉତ୍ତର- ଉଦିପର ଫ୍ଲାଇ, ୮୦୦ ମାଇଲାଜ ପ୍ରତି ଘଣ୍ଟାରେ
୪- କେଉଁ ମାସରେ ପିଲା କମ କାନ୍ଦିଥାଏ ?
ଉତ୍ତର- ଫେବୃଆରୀ
୫- କେଉଁ ନଗରରେ ଦୁଇ ମାସରେ ଦିନ ହୁଏ ?
ଉତ୍ତର- ହେର୍ମର ଫେଷ୍ଟୋ
୬- କେଉଁ ଅବସ୍ଥାରେ ମନୁଷ୍ୟ ପାଇଁ ଟିକେଟ ଲାଗେ ନାହି ?
ଉତ୍ତର- ଶିଶୁ ଅବସ୍ଥାରେ
୭- ସାତ ପାହାଡର ନଗର କାହାକୁ କୁହାଯାଏ ?
ଉତ୍ତର- ରୋମ
୮- କେଉଁ ପକ୍ଷୀ ପିଲା ଜନ୍ମ ଦିଏ ଓ ପିଲାକୁ କ୍ଷୀର ଦେଇଥାଏ ?
ଉତ୍ତର- ଚେମେଡିଆ
୯- ଖଟା ମହୁ କେଉଁ ଦେୟାରେ ମିଳିଥାଏ ?
ଉତ୍ତର- ବ୍ରାଜିଲ
୧୦- କେଉଁ ଜୀବର ଆଖି ପତା ପଡେ ନାହି ?
ଉତ୍ତର- ମାଛ
୧୧- ସଂସାର ରେ କାହାର ମୃତ୍ୟୁ ନାହି ?
ଉତ୍ତର- ଆତ୍ମା
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।