ଅନ୍ଵେଷା ସାହୁ ଯାହାର ବୟସ ମାତ୍ର ୪ ବର୍ଷ ୧୧ ମାସ । ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ମିରାକାଲ ପବ୍ଲିକ ସ୍କୁଲର ୟୁକେଜି ଛାତ୍ରୀ ହେଉଛନ୍ତି ଓମିଶା ସାହୁ । ଯେଉଁ ବୟସରେ ପିଲା ମାନେ ଅକ୍ଷର ଶିଖିବା ଓ ଲେଖିବା ଶିଖନ୍ତି ସେହି ବୟସରେ ଓମିଶା ରେକର୍ଡ କରି ନିଜ ପରିବାର ଓ ସ୍କୁଲ ପାଇଁ ଗୌରବ ଆଣି ଦେଇଛନ୍ତି । ଅନ୍ଵେଷାଙ୍କ ମା କହିଛନ୍ତି ଯେ ଯେତେବେଳେ ଓମିଶା ମାତ୍ର ୧ ବର୍ଷର ହୋଇଥିଲେ ସେହି ସମୟରେ ସେ କଥା କହିବା ଠିକ ଭାବେ ଜାଣି ନ ଥିଲେ ।
କିନ୍ତୁ ଘରର ଯେ କୌଣସି ଜିନିଷ ତଥା ପରିବା ଓ ଫଳର ନାଁ ବେଶ ଭଲ ଭାବେ ମନେ ରଖି ଦେଇଥିଲେ ଓମିଶା । ଯେ ହେତୁ ଓମିଶା ଏତେ ଜଲ୍ଦି ସବୁ କଥା ମନେ ରଖୁଛନ୍ତି ସେଥିପାଇଁ ଅନ୍ଵେଷା ଯେତେବେଳ ଅଢେଇ ବର୍ଷର ହୋଇଥିଲେ ସେହି ସମୟରେ ଷ୍ଟେଟ କ୍ୟାପିଟାଲ ଓ ଯୁନିୟନ ଟ୍ରିଟୁୟାଂସ କ୍ୟାପିଟାଲ ରେ ବହୁତ ଜଲ୍ଦି କହିଥାଏ ବୋଲି ତାଙ୍କ ମା କହିଛନ୍ତି । ଗୋଟିଏ ଥର ଅନ୍ଵେଷା ଯାହା ଶୁଣନ୍ତି ତାହା ମନେ ରଖିଥାନ୍ତି ।
ବର୍ତ୍ତମାନ ତାଙ୍କ ପରିବାର ତାଙ୍କୁ ଇଣ୍ଟରନ୍ୟାସନାଲ ଲେବଲକୁ ନେବା ପାଇଁ ଉଦ୍ୟମ କରୁଛନ୍ତି । ଅନ୍ଵେଷାଙ୍କର ସ୍ମରଣ ଶକ୍ତି ବହୁତ ତେଜ ଯାହା ପାଇଁ ସେ ବହୁତ ଜଲ୍ଦି ପ୍ରତେକ କଥା ମାନେ ରଖିଥାନ୍ତି । ଏଥିପାଇଁ ଓମିଶାଙ୍କ ପରିବାର ଇଣ୍ଡିଆ ଗତ ଟ୍ୟାଲେନ୍ଟରେ ଭାଗ ନେଇଥିଲେ ।
ଋତୁ, ଗ୍ରହ, ମହାଦେଶ, ମହାସାଗର, ଶରୀରର ଅଙ୍ଗ, ଦେଶ ଓ ରାଜ୍ୟ ସହ ସେମାନଙ୍କର ରାଜଧାନୀର ନାମ ଓ ଇଂରାଜୀରେ ସ୍ପେଲିଙ୍ଗ ଓ ସଂସ୍କୃତରେ ଶ୍ଳୋକ ସହ ବେଦ ଉଚ୍ଚାରଣ ସହ ୧୦୦୦ ରୁ ଅଧିକ ଇଂରାଜୀ ସ୍ପେଲିଙ୍ଗ ଓମିଶା ଅର୍ନଗଳ ଭାବେ କହି ପାରୁଛନ୍ତି ।
ଚଳିତ ମାସରେ ଇଣ୍ଡା ବୁକ ଅଫ ରେକର୍ଡ ରେ ତାଙ୍କ ନାଁ ସ୍ଥାନ ପାଇଛି । ଓମିଶାଙ୍କ ମା ଜଣେ ଗୃହନି ହେବା ସହ ତାଙ୍କ ବାପା ସଫ୍ଟୱେୟାର ଚାକିରି ଛାଡି ବାସୁଦେବପୁର ସହରରେ ସୁନା ଦୋକାନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଝିଅର ମାତ୍ର ଦୁଇ ବର୍ଷ ବୟସରେ ପ୍ରତିଭା ବିକଶିତ ହୋଇଥିଲା । ଏହି ଭିଡିଓ ରେ ଅନ୍ଵେଷା କେତେ ଜଲ୍ଦି ସବୁ ପ୍ରଶ୍ନ ର ଉତ୍ତର ଦେଉଛନ୍ତି ତାହା ଆପଣ ମାନେ ଦେଖି ପାରିବେ ।
ସେ ପ୍ରତେକ ଟି ପ୍ରଶ୍ନ ର ଉତ୍ତର କିଛି ନ ଭାବି ଦେଉଛନ୍ତି । ଏଥିରୁ ଜଣା ପଡୁଛି କି ତାଙ୍କର ସ୍ମରଣ ଶକ୍ତି କେତେ ତୀବ୍ର ରହିଛି । ତେବେ ଓମିଶାଙ୍କ ପ୍ରତିଭା କେବଳ ତାଙ୍କର ପରିବାର ତଥା ବିଦ୍ୟାଳୟ ପାଇଁ ନୁହେଁ ବରଂ ପୁରା ଦେଶ ଓ ରାଜ୍ୟ ପାଇଁ ଗୌରବର କଥା ଅଟେ । ତେବେ ଆଗକୁ ନେଇ ଇଣ୍ଟରନ୍ୟାସନାଲ ଲେବଲରେ ଯିବା ପାଇଁ ତାଙ୍କ ପରିବାର ବର୍ଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଓମିଶାଙ୍କ ଟ୍ୟାଲେଣ୍ଟକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।