ବର୍ତ୍ତମାନର ବଡ ଖବର ଏଥର ସା-ବା-ଡ ହେବେ ଗୁ-ଣ୍ଡା ମାନେ । ରାଜ୍ୟ ସରକାର ନୂତନ ଆ-ଇ-ନ ଲାଗୁ କରିବାକୁ ଯାଉଛନ୍ତି । ଏହି ଆ-ଇ-ନ-ର ନାଁ ରହିଛି ଓଡିଶା ଗୁ-ଣ୍ଡା ଓ ଅ-ସା-ମା-ଜି-କ କାର୍ଯ୍ୟକଳାପ ବି-ରୋ-ଧୀ ବି-ଲ । ଏଥିପାଇଁ ଡ୍ରା-ଫ୍ଟ ଚି-ନ୍ତା ପ୍ରସ୍ତୁତ ହୋଇ ସାରିଛି । ଏହି ଆ-ଇ-ନରେ ରାଜ୍ୟ ସରକାର ଅ-ପ-ହ-ର-ଣ, ଡ-କା-ୟ-ତି, ସା-ଇ-ବ-ର କ୍ରା-ଇ-ମ ଆଦି ଅ-ପ-ରା-ଧୀଙ୍କୁ ରୋକିବା ସହ ଅ-ପ-ରା-ଧ ବି-ରୁ-ଦ୍ଧ-ରେ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ପାଇଁ ଯୋ-ଜ-ନା କରୁଛନ୍ତି ।
ରାଜ୍ୟ ସରକାର ଏହି ଆ-ଇ-ନ ଲା-ଗୁ କରିବା ପୂର୍ବରୁ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟରେ ଏହି ଆ-ଇ-ନ ଲାଗୁ ହୋଇ ସାରିଛି । ଏହି ୩ଟି ରାଜ୍ୟର ଆ-ଇ-ନକୁ ତର୍ଜମା କରି ରାଜ୍ୟ ସ-ର-କା-ର ବି-ଲ ପ୍ରସ୍ତୁତ କରିଛନ୍ତି । ସୂଚନା ଯୋଗ୍ୟ ଯଦି ରାଜ୍ୟ ସରକାର ଏହି ଆ-ଇ-ନ ଲାଗୁ କରିବେ ତେବେ କେନ୍ଦ୍ର ସରକାରଙ୍କ ଅନୁମୋଦନ ନେବାକୁ ପଡିବ । ଯଦି ଏହି ଆ-ଇ-ନ ରାଜ୍ୟ ସରକାର ଆଣୁଛନ୍ତି ତେବେ ଏହାର ତ-ଦ-ନ୍ତ ଅଧିକାରୀ ସବ-ଇନ୍ସ୍ପେକ୍ଟର ରିୟାଙ୍କ ର ଜଣେ ଅଫିସରଙ୍କୁ ରଖିବାକୁ ପଡିବ ।
ରାଜ୍ୟ ସରକାର ଗୁ-ଣ୍ଡା ମାନଙ୍କ ପାଇଁ ଏହି ସ୍ଵତନ୍ତ୍ର ଆ-ଇ-ନ ଆଣିବାକୁ ଯାଉଛନ୍ତି । ମା-ନ-ବ ଚା-ଲା-ଣ, ଦ-ଲା-ଲି ଭଳି ଘ-ଟ-ଣା ମଧ୍ୟ ସାମିଲ ରହିବ । ଗତ କିଛି ଦିନ ତଳେ ଭୁବନେଶ୍ବରରେ ଚାନ୍ଦା ଆଦାୟ କରିବା ପାଇଁ ଯେଉଁ ଜୋ-ର ଜ-ବ-ର-ଦ-ସ୍ତି କରା ଯାଉଥିଲା ସେମାନଙ୍କ ବି-ରୁ-ଦ୍ଧ-ରେ କଡା ପଦକ୍ଷେପ ନିଆ ଯାଇଥିଲା । ଏବେ ସାରା ରାଜ୍ୟରେ ଅ-ସା-ମା-ଜି-କ ଗୁ-ଣ୍ଡା-ଙ୍କୁ ରୋ-କି-ବା ସଂଗଠିତ ହୋଇଛି ସ୍ଵତନ୍ତ୍ର ଆ-ଇ-ନ । ଓଡିଶା ସରକାର ଚତୁର୍ଥ ସ୍ଥାନ ରେ ଅଛନ୍ତି ଏହି ଆ-ଇ-ନକୁ ଆଣିବା କ୍ଷେତ୍ରରେ ।
ଏହି ନୂତନ ଆ-ଇ-ନକୁ ନେଇ ପୂର୍ବତମ ପୋ-ଲି-ସ ଡିଜି ମତ ଦେଇଛନ୍ତି ଯେ ପୂର୍ବରୁ ଏମିତି ଅନେକ ଆ-ଇ-ନ ରହିଛି ଅ-ପ-ରା-ଧୀଙ୍କୁ ଧରିବା ପାଇଁ । ତାହାକୁ ଯଦି ସଠିକ ଭାବେ ପାଳନ କରାଯାଏ ତେବେ ଆମ ଦେଶରେ ଅ-ପ-ରା-ଧୀ-ଙ୍କ-ର ପ୍ରାଦୁର୍ଭାବ ବଢିବ ନାହି । ଯଦି ଜଣେ ପୋ-ଲି-ସ ଚାହିଁବ ତେବେ ଏହି ପୁରୁଣା ଆ-ଇ-ନକୁ ଠିକ ଭାବେ କାର୍ଯ୍ୟକାରୀ କରି ପାରିବ । ପୋ-ଲି-ସ ମାନେ ସଠିକ ଭାବେ ତ-ଦ-ନ୍ତ କରି ପାରିଲେ ଚୋ-ର ବା ଡ-କା-ୟ-ତ ମାନଙ୍କୁ ଧ-ରା-ଯା-ଇ ପାରିବ ।
ଏଥିପାଇଁ ପୋ-ଲି-ସ ମାନଙ୍କୁ ସଠିକ ଭାବେ ସାମର୍ଥ୍ୟ ଯୋଗାଇ ଦିଆଯିବା ଉଚିତ । ଏପରି ହେବ ଦ୍ଵାରା ପୋ-ଲି-ସ ସ-ଜା-ଗ ହୋଇ ଅ-ପ-ରା-ଧୀଙ୍କୁ ଧରିବାରେ ସଫଳ ହୋଇ ପାରିବ । ଗତ କିଛି ଦିନ ଭିତରେ ପୁରା ଦେଶରେ ଡ୍ର-ଗ୍ସ କାରୋବାର ବୃଦ୍ଧି ପାଇବାରେ ଲାଗିଛି ଯାହା ପାଇଁ ଅ-ପ-ରା-ଧୀଙ୍କ ସଂଖ୍ୟା ତୀବ୍ର ଗତିରେ ବଢିବାରେ ଲାଗିଛି । ତେଣୁ ରାଜ୍ୟ ସରଜାର ଏହି ନୂଆ ଆ-ଇ-ନ ଆଣିବାକୁ ଯେଉଁ ନିସ୍ପତି ନେଇଛନ୍ତି ତାହା କେତେ ଦୂର ଠିକ ତାହା କାର୍ଯ୍ୟକାରୀ ହେବା ପରେ ଜଣା ପଡିବ ।
ବନ୍ଧୁଗଣ ଆପଣ ମାନଙ୍କର ରାଜ୍ୟ ସରକାର ନେଇଥିବା ଏହି ନୂତନ ଆ-ଇ-ନ ବିଷୟରେ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।